ଖସିବାରେ ଲାଗିଛି ପାରଦ, ଥରୁଛି ଓଡ଼ିଶା
ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ। ତଳକୁ ଖସିବାରେ ଲାଗିଛି ପାରଦ। ଶନିବାର ୧୯ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା…
ମଦ ବ୍ୟବସାୟ ଛାଡିଲେ ନୀତୀଶ ସରକାର ଦେବେ ଏକ ଲକ୍ଷ ଟଙ୍କା…
ପାଟନା,୨୬।୧୧ : ମଦମୁକ୍ତ ବିହାର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ମଦ ବ୍ୟବସାୟ ଛାଡୁଥିବା ଲୋକଙ୍କୁ ସରକାର ଅନ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ଲକ୍ଷ୍ୟ ଟଙ୍କା ପ୍ରଦାନ…
ଭାରତୀୟ ଅଲିମ୍ପିକ ଆସୋସିଏଶନ୍ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା
ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ…
କଠୋର କରୋନା ନୀତି ଚାଇନା ପାଇଁ ସୃଷ୍ଟି କରିଛି ବଡ଼ ସମସ୍ୟା, ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି…
ବେଜିଂ,୨୬।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଶିନଜିଆଙ୍ଗ ଅଞ୍ଚଳରେ ଲୋକେ ରାଜରାସ୍ତାରେ ସରକାରଙ୍କ କଠୋର ନୀତିକୁ ନେଇ ପ୍ରଦର୍ଶନ କରିଛନ୍ତି। ଦୁଇଦିନ ତଳେ ଏକ…
ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ,୨୬ା୧୧: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି। ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା ନିଶ୍ଚିତ…
ଇଟାଲୀରେ ଭୂସ୍ଖଳନ: ୧୨ ନିଖୋଜ, ଫସିଛନ୍ତି ୧୦୦ରୁ ଅଧିକ
ରୋମ,୨୬ା୧୧: ଶନିବାର ଇଟାଲୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଫଳରେ ୧୨ ଜଣ ନିଖୋଜ ଥିବା ବେଳେ ଶତାଧିକ ଫସି ରହିଥିବା କୁହାଯାଉଛି। ଦେଶର ଦକ୍ଷିଣ ଦ୍ୱୀପ ଇଞ୍ଚିଆରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡ଼ି…
କଟାଗଲା ୪୫୦୦୦ ଗଞ୍ଜେଇ ଗଛ
ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮…
ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ସୁବିଧା ରହିଛି। ୧୯୬ଟି ୪ ଚକିଆ ଓ ୩୯୮ଟି…
ପିଲାଙ୍କ ସମ୍ମୁଖରେ ଭୁଲ୍ରେ ବି କରନ୍ତୁ ନାହିଁ ଏଭଳି ବ୍ୟବହାର, ସାରା ଜୀବନ ପସ୍ତାଇବେ…
ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ନେଇ ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ କଠୋର ହେଲେ ହେଁ ଜୀବନକୁ ସରଳ କରିବାକୁ ସଠିକ୍ ମାର୍ଗ ଦେଖାଇଥାଏ। ସେଥିରୁ ଗୋଟିଏ ନୀତି ହେଲା ପିଲାଙ୍କ ଲାଳନପାଳନ। ଚାଣକ୍ୟ କୁହନ୍ତି ଅଭିଭାବକମାନଙ୍କୁ…
ବ୍ଲାକ୍ ହୋଲ୍ର ଭୟଙ୍କର ଶବ୍ଦ ଜାରି କଲା ନାସା…
ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍ ହୋଲ୍ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍ ହୋଲ୍ ହେଉଛି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ। ଏହା ସମସ୍ତ ପଦାର୍ଥକୁ ନିଜ ଆଡକୁ…
ଶୋକରେ ବୁଡିଲା ବଲିଉଡ୍; ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି…
ବମ୍ବେ: ହିନ୍ଦି ତଥା ମରାଠୀ ସିନେମାର ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ…
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ
ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
Archives


