Home

ସାଂଘାଇର ୭୦% ଲୋକ କୋଭିଡ୍‌ ଆକ୍ରାନ୍ତ

ସାଂଘାଇ,୪।୧: ଚାଇନାରେ କୋଭିଡ୍‌ ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ବେଜିଂ ପରେ ଏବେ ସାଂଘଇରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଚାଇନା ଗବେଷକଙ୍କ ମତରେ ସାଂଘାଇର ୭୦% ଲୋକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ପୂର୍ବ…

‘ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ’

ନୂଆଦିଲ୍ଲୀ, ୪।୧: ପାକିସ୍ତାନର ଅବସରପ୍ରାପ୍ତ ଆର୍ମି ଅଫିସର ଆଦିଲ ରାଜାଙ୍କ ମନ୍ତବ୍ୟକୁ ନେଇ ପାକ୍‌ ଅଭିନେତ୍ରୀ କଡ଼ା ନିନ୍ଦା କରିବା ଆରମ୍ଭ କରିଛନ୍ତି। ଏକ ୟୁଟ୍ୟୁବ୍‌ ଭିଡିଓରେ ଆଦିଲ କହିଛନ୍ତି, ପାକ୍‌ ମିଲିଟାରି କେତେଜଣ ଅଭିନେତ୍ରୀଙ୍କୁ ନେଇ ରାଜନେତାମାନଙ୍କୁ ହନିଟ୍ରାପ୍‌ ଜାଲରେ…

କଲେଜ ପରିସରରେ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ବେଙ୍ଗାଲୁରୁ, ୪।୧: ବେଙ୍ଗାଲୁରୁ ପ୍ରେସିଡେନ୍ସି କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଅନ୍ୟ କଲେଜର ଛାତ୍ର ଛୁରିଭୁସି ହତ୍ୟା କରିଛନ୍ତି । ଲାୟାସ୍ମତାଙ୍କୁ ତାଙ୍କ ଦୂର ସମ୍ପର୍କୀୟ ଭାଇ ପଓ୍ବନ କଲ୍ୟାଣ ଏକତରଫା ପ୍ରେମ କରୁଥିଲେ। ସେ ଲାୟାସ୍ମିତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।…

ସୀମା ଚୁକ୍ତି ମାନୁନାହିଁ ଚାଇନା: ଜୟଶଙ୍କର

ଭିଏନା,୪।୧: ଭାରତ ସହ ସୀମା ଚୁକ୍ତିକୁ ଚାଇନା ମାନୁନାହିଁ। ଏଥିଯୋଗୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜୁଛି ବୋଲି ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଅଷ୍ଟ୍ରିଆର ସରକାରୀ ଟିଭି ଚ୍ୟାନେଲ ଓଆର୍‌ଏଫ୍‌କୁ…

ଘୃଣା ବକ୍ତବ୍ୟ ସମ୍ବିଧାନ ଉପରେ ଆକ୍ରମଣ, ରାଜନୈତିକ ଦଳ ସଦସ୍ୟଙ୍କ ଉପରେ ନିୟନ୍ତ୍ରଣ ଆଣିବା ଜରୁରୀ: ବିଚାରପତି ନାଗରତ୍ନା…

ନୂଆଦିଲ୍ଲୀ,୩।୧ : ଜଣେ ମନ୍ତ୍ରୀଙ୍କ ଘୃଣା ଭାଷଣ ପାଇଁ ସୁପ୍ରିମ୍‌କୋର୍ଟ ବିଚାରପତି ବି.ବି. ନାଗରତ୍ନା ସରକାରଙ୍କୁ ଉତ୍ତରଦାୟୀ ବୋଲି କହିଛନ୍ତି। ଘୃଣାର ବକ୍ତବ୍ୟ ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ମୂଳ ଲକ୍ଷ୍ୟ ଉପରେ ଆକ୍ରମଣ କରିଥାଏ, ଯାହା ଆମ ସମ୍ବିଧାନରେ ଦର୍ଶାଯାଇଥିବା…

କରୋନା ଚତୁର୍ଥ ଡୋଜ୍‌ ସରକାରୀ ଯୋଜନାର କାର୍ଯ୍ୟସୂଚୀରେ ନାହିିଁ…

ନୂଆଦିଲ୍ଲୀ,୩।୧ : ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତରେ କରୋନା ଟିକାର ଦ୍ୱିତୀୟ ବୁଷ୍ଟର ଡୋଜ ଅର୍ଥାତ୍‌ ଚତୁର୍ଥ ଡୋଜ ବିଷୟରେ ଆଲୋଚନା ହେଉଛି। ଏହି ସମୟରେ ସରକାରୀ ସୂତ୍ରରୁ ପ୍ରକାଶ ଯେ କରୋନା ଟିକାର…

ଚାଇନାରେ କରୋନା ଅଣାୟତ୍ତ: ୭ ଦିନରେ ୩୦ ଲକ୍ଷରୁ ଅଧିକ ଆକ୍ରାନ୍ତ…

ବେଜିଂ,୩।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ…

ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ ଭାରତରେ କୋଭିଡ-୧୯ ର ଓମିକ୍ରନ ଭାରିଆଣ୍ଟର ଏବଂ ଏହାର ସବ-ଭାରିଆଣ୍ଟର ପ୍ରଭାବ ଦୃଷ୍ଟି ଗୋଚର…

ରାଜଦରବାରରେ ପୁରୁଷ ହକି ବିଶ୍ୱକପ୍‌ ଟ୍ରଫିକୁ ସ୍ବାଗତ

ମଥୁରାନଗରୀ,୩।୧ :ପୁରୁଷ ହକି ବିଶ୍ୱକପ୍‌ ଟ୍ରଫି ମଙ୍ଗଳବାର ସନ୍ଧ୍ୟାରେ ମଥୁରାନଗରୀ (ବରଗଡ଼)ରେ ପହଞ୍ଚିବା ପରେ ଟ୍ରଫିକୁ ନିଆରା ଭାବେ ସ୍ବାଗତ କରାଯାଇଛି। ଧନୁଯାତ୍ରା ଚାଲିଥିବାବେଳେ ଟ୍ରଫିକୁ କଂସ ଦରବାର(ରାଜ ଦରବାର)କୁ ନିଆଯାଇଥିଲା। ସେଠାରେ କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ଗହଣରେ ଟ୍ରଫି…

ମାସକ ଲାଗି ରାଜଧାନୀରେ ନିର୍ମାଣ କାର୍ଯ୍ୟକୁ ମନା

ଭୁବନେଶ୍ୱର,୩।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଲାଯିବାକୁ ଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏସବୁ ମଧ୍ୟରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ…

ବରିଷ୍ଠ ସାମ୍ବାଦିକ ତଥା ପ୍ରଯୋଜକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୩।୧ (ବ୍ୟୁରୋ): ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ହେତୁ ସେ କିଛିଦିନ ହେଲା କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ବିୟୋଗ…

ଆସନ୍ତା ୬ରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୩।୧(ବ୍ୟୁରୋ): ଆସନ୍ତା ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ରାଜଭବନ ଉଦ୍ୟାନ ଖୋଲା ରହିବ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri