Home

ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୭।୧୧(ପି.ଟି.): ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋର୍ଟରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ମଦ ବ୍ୟବସାୟୀ ସମୀର ମହାନ୍ଦ୍ରୁଙ୍କୁ ଅଭିଯୁକ୍ତ କରାଯାଇଛି। ଇଣ୍ଡୋସ୍ପିରିଟ୍‌ ମାଲିକ ମହାନ୍ଦ୍ରୁଙ୍କ ବିରୋଧରେ ମନିଲଣ୍ଡରିଂ ପ୍ରତିକାର…

ପିଓକେ କେତେ ଦୂର

ନୂଆଦିଲ୍ଲୀ/ଶ୍ରୀନଗର,୨୭।୧୧: ଗତ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚାଇନା ସୀମାନ୍ତ ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା ପରେ ସଶସ୍ତ୍ର ବଳକୁ ସମ୍ବୋଧନ କରିଥିଲେ। ରାଜନାଥ କହିଥିଲେ, ପିଓକେକୁ ନେଇ ୧୯୯୪ ଫେବୃୟାରୀ ୨୨ରେ ଭାରତୀୟ ପାର୍ଲାମେଣ୍ଟରେ ସର୍ବସମ୍ମତି…

କଶ୍ମୀରରେ ୫ ଲକ୍ଷ ନୂଆ ଭୋଟର

ଶ୍ରୀନଗର,୨୭।୧୧: ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ବିରୋଧ ସତ୍ତ୍ୱେ ଏହି କେନ୍ଦ୍ରଶାସିତ ଅଞ୍ଚଳ ଭୋଟର ତାଲିକାରେ ୫.୧ ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଭୋଟର ତାଲିକା ସଂଶୋଧନ ବେଳେ ଲଦାଖ ସହ ଜମ୍ମୁ-କଶ୍ମୀର ରାଜ୍ୟରେ ଭୋଟର…

ଅଲ୍‌ଟ୍ରା ଲଗ୍‌ଜୁରି ‘ସୁପର ସବ୍‌’

ଆମ୍‌ଷ୍ଟରଡାମ୍‌, ୨୭।୧୧: ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକଙ୍କ ଇଚ୍ଛା। ସେଥିପାଇଁ ଯାତ୍ରା ରୋମାଞ୍ଚକର ହେବା ଆବଶ୍ୟକ। ଯାତ୍ରୀମାନଙ୍କ ଏହି ଆଶା ପୂରଣ କରିବା ପାଇଁ ବହୁ ଇଞ୍ଜିନିୟର ବିଭିନ୍ନ ପ୍ରକାର ଯାନ ତିଆରି କରିବାରେ ଲାଗିଛନ୍ତି। ଆକାଶ ଯାତ୍ରା ସ୍ବତଃ…

ଚାଷୀ ନୁହେଁ, ଉପନିର୍ବାଚନ ବଡ଼

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ବିରୋଧୀ, ଶାସକ ଏକସ୍ବରରେ ଚାଷୀ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି। ମାତ୍ର ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଉତ୍ତର ଦେବାକୁ କୃଷି କିମ୍ବା ସମବାୟ ମନ୍ତ୍ରୀଙ୍କର ଦେଖାନାହିଁ, ଯାହାକୁ…

ହିନ୍ଦ ମହାସାଗରରେ ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତ ହେଉଛି ଚାଇନା! ଭାରତର ଅନୁପସ୍ଥିତିରେ ୧୯ ଦେଶଙ୍କ ସହ କଲା ବୈଠକ

ବେଜିଂ,୨୭ ।୧୧: ଚାଇନା ଚଳିତ ସପ୍ତାହ ଆରମ୍ଭରେ ଭାରତକୁ ବାଦ ଦେଇ ଦକ୍ଷିଣ ଏସିଆର ସମସ୍ତ ଦେଶ ସହିତ ହିନ୍ଦ ମହାସାଗର କ୍ଷେତ୍ରରେ ୧୯ ଦେଶଙ୍କ ସହ ବୈଠକ କରିଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି ବୈଠକକୁ ଭାରତକୁ…

ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚୁ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୬।୧୧ : ଲୋକେ ନ୍ୟାୟିକ ବ୍ୟବସ୍ଥା ପାଖରେ ପହଞ୍ଚିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ। ଏହାଦ୍ୱାରା ଆଇନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ସମ୍ବିଧାନ ଦିବସ ଅବସରରେ…

ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସେନନଙ୍କ ଫିଲ୍ମ ‘ଭେଡିୟା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ କ୍ରୀତି ବରୁଣ ଧାଓ୍ବନଙ୍କ ସହ ସ୍କ୍ରିନ ଶେୟାର କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦର୍ଶକ ମଧ୍ୟ ଏହି ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ଦେଇଛନ୍ତି।…

‘ଅଭିନେତ୍ରୀ ଅପେକ୍ଷା ସ୍ତ୍ରୀ ହୋଇ ଖୁସି ଥିଲି’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ହିନ୍ଦୀ ସିନେମାକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କାମ ବ୍ୟତିତ ନିଜର ରୋକଠୋକ୍‌ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ତେବେ ସମସ୍ତେ ଜାଣନ୍ତି ଯେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ…

ବାଲିଆ ବାଣ ବିସ୍ଫୋରଣ ମାମଲା, ସଙ୍କଟାପନ୍ନ ଅବସ୍ଥାରେ ୧୨ ଜଣ, ଗୁରୁତରଙ୍କ ମଧ୍ୟରେ ଡେରାବିଶର ୬ ଜଣ…

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ବଜାରରେ ଗତ ବୁଧବାର ରାତିରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବର ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ୩୪ ଜଣ…

ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ସପ୍ତଶଯ୍ୟା ଫାଉଣ୍ଡେଶନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର ସଢ଼େଇବେରଣା କଳାକୃତି ଗ୍ରାମଠାରେ ଚାଲିବ। ଏ ନେଇ ଶନିବାର ଭୁବନେଶ୍ୱରସ୍ଥିତ ଆଦିବାସୀ ସଂଗ୍ରହାଳୟଠାରେ ଫାଉଣ୍ଡେଶନ…

ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲାଙ୍କୁ ତିହାର ଜେଲରେ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଏହା ସହିତ ଏବେ ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪ । ଆଫତାବଙ୍କ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri