ଭାଜପାର ଘୋଷଣାପତ୍ର: ୨୦ ଲକ୍ଷ ନିଯୁକ୍ତି- ଝିଅଙ୍କୁ ମାଗଣା ସ୍କୁଟି…
ଅହମଦାବାଦ,୨୬।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ଘୋଷଣାପତ୍ର ପ୍ରକାଶ ପାଇଛି। ରାଜ୍ୟରେ ପ୍ରାୟ ତିନି ଦଶନ୍ଧି ଧରି ଶାସନ କରିଆସୁଥିବା ଭାରତୀୟ ଜନତା ପାର୍ଟି ଶନିବାର ଏହା ପ୍ରକାଶ କରିଛି। ସଙ୍କଳ୍ପପତ୍ରରେ ଭାଜପା ୪୦ ଟି ପ୍ରତିଶ୍ରୁତି ଦେଇଛି।…
ମହିଳାଙ୍କୁ ନେଇ ରାମଦେବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା, ମଞ୍ଚରେ ଉପସ୍ଥିତ ଥିଲେ ଫଡନାଭିସଙ୍କ ସ୍ତ୍ରୀ…
ପୁଣେ,୨୬।୧୧ : ଯୋଗ ଗୁରୁ ବାବା ରାମଦେବ ମହିଳାଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରର ପୁଣେରେ ଥିବା ଏକ ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ଯେ ମହିଳାମାନେ ଶାଢି, ସାଲୱାର ଏବଂ ଶୁଟରେ…
ପିଏସଏଲଭି-ସି-୫୪ର ସଫଳ ଉତ୍କ୍ଷେପଣ…
ଶ୍ରୀହରିକୋଟା,୨୬।୧୧ : ସମୁଦ୍ରର ବୈଜ୍ଞାନିକ ଅଧ୍ୟୟନ ଏବଂ ସାଇକ୍ଲୋନ ଉପରେ ନଜର ରଖିବା ପାଇଁ ଇସ୍ରୋ ଶନିବାର ତୃତୀୟ ପିଢିର ପିଏସଏଲଭି-ସି-୫୪ର ସଫଳ ଉତ୍କ୍ଷେପଣ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରକେଟ ପିଏସଏଲଭି-ସି-୫୪ର ଆଠଟି ନାନୋ ଉପଗ୍ରହକୁ ପୃଥିବୀର…
୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ
ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ ଥିବା ଜଣାପଡ଼ିଛି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ମେକ୍ସିକୋ ଗଲ୍ଫରେ ଥିବା ଏକ କ୍ରୁଜ ଜାହାଜରୁ…
ଯୁଦ୍ଧ ପାଇଁ ପୁଟିନଙ୍କ ମନରେ ନାହିଁ ପଶ୍ଚାତାପ…
ମସ୍କୋ,୨୬।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାକୁ ପ୍ରାୟ ନଅ ମାସ ବିତିଲାଣି। ଉଭୟ ପକ୍ଷର ହଜାର ହଜାର ସୈନିକଙ୍କ ମୃତ୍ୟୁ ଘଟିଛି। ନେକ ସହର ଧ୍ୱଂସ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି, କିନ୍ତୁ…
ପଥର ତଳେ ଘର ନିର୍ମାଣ କରୁଥିଲେ ଲୋକେ, କାରଣ ଜାଣିଲେ…
ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ…
ପାକିସ୍ତାନରେ ବଢୁଛି ଆତଙ୍କବାଦ : ଚିନ୍ତାରେ ସରକାର, ନିର୍ବାଚିତ ପ୍ରତିନିଧୀଙ୍କଠାରୁ ଚାନ୍ଦା ସଂଗ୍ରହ…
ଇସଲାମାବାଦ,୨୬।୧୧ : ପାକିସ୍ତାନରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଆତଙ୍କବାଦୀମାନେ ନିର୍ବାଚିତ ପ୍ରତିନିଧୀଙ୍କଠାରୁ ମଧ୍ୟ ଦାନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନର…
ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପରେ ତୁର୍କୀ ଯୋଗଦେବ…
ବେଜିଂ/ଇସଲାମାବାଦ,୨୬।୧୧ : ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପ (ସିପିଇସି)କୁ ନେଇ ପାକିସ୍ତାନ ବର୍ତ୍ତମାନ ଏକ ନୂଆ ପଦକ୍ଷେପ ନେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବର୍ତ୍ତମାନ ତୁର୍କୀକୁ ଏହି ପ୍ରକଳ୍ପରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ସରିଫ ଏହି ପଦକ୍ଷେପ ନେଇଛନ୍ତି ଯେଉଁ…
ଚିତ୍ରକରଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ୪୯ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ…
ଆଲଜେରିସ,୨୬।୧୧ : ଆଲଜେରିଆର ରାଜଧାନୀର ଏକ କୋର୍ଟ ଚିତ୍ରକର ଜାମିଲ ବେନ ଇସମାଇଲଙ୍କୁ ପିଟି ପିଟି ହତ୍ୟା କରିବା ନେଇ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଆଇନଜୀବୀଙ୍କ କହିବାନୁସାରେ, ମୃତ ବ୍ୟକ୍ତି ଜଣକ ଜଙ୍ଗଲରେ ନିଆଁ ଲଗାଇବାର…
ପୁଣି ଆତଙ୍କ: ଲଗାତାର ୩ ଦିନ ଧରି ଚାଇନାରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ…
ବେଜିଂ,୨୬।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…
ଦୈନିକ ସଂକ୍ରମଣ ୪ ଶହ ତଳେ…
ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…
ରାସ୍ତାରେ ବୁଲେଟ୍ ଚଢ଼ି ସମସ୍ତଙ୍କ ହୃଦୟ ଜିତିଲେ ମହିଳା, ଭିଡିଓ ଦେଖିଲେ…
ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଭିନ୍ନ ଏବଂ ଅନନ୍ୟ ଶୈଳୀରେ ହୋଇଥିବାରୁ ଲୋକମାନେ ଏହାକୁ ବାରମ୍ବାର ଦେଖିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି…
Archives


