Home

ଆମେରିକାର ନାକ ତଳେ ତେଲ ପରିବହନ କରିଆସୁଛି ଇରାନ, ଜାଣନ୍ତୁ କାହାକୁ କୁହାଯାଉଛି ‘ଭାସମାନ ପେଟ୍ରୋଲ ପମ୍ପ’

ତେହରାନ,୨୮।୪: ମଙ୍ଗଳବାର, ଆମେରିକାର ସେନା ଭାରତ ମହାସାଗରରେ ଏକ ନିଷିଦ୍ଧ ତୈଳ ଟ୍ୟାଙ୍କର୍‌ ଜବତ କରିଥିଲା। ପେଣ୍ଟାଗନ ବିବୃତ୍ତି ଅନୁଯାୟୀ, M/T Tifani ନାମକ ଏହି ଜାହାଜଟି ଇରାନୀ ଅଶୋଧିତ ତୈଳ ପରିବହନ କରୁଥିଲା। ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ…

ଲୁହଭିଜା କାହାଣୀ…ନାବାଳିକାଙ୍କୁ ଗଣବଳାତ୍କାର କଲେ ୩ ଯୁବକ, ପୋଲିସ ରଖିଲାନି FIR! ପୀଡିତା ପିଇଦେଲେ ବିଷ

ଭୋପାଳ,୨୮।୪: ମଧ୍ୟପ୍ରଦେଶର ଗୁନା ଜିଲାର ବାମୋରି ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ନାବାଳିକାକୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଗଣବଳାତ୍କାର ପରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଶିବପୁରୀ…

AC ଲଗାଉଥିଲେ ହୋଇଯାନ୍ତୁ ସାବଧାନ, ନଚେତ୍‌ ହୋଇପାରେ…

ଖରାଦିନେ ଏସି ବ୍ୟବହାର କରୁଥିଲେ ବିଭିନ୍ନ ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜାଣନ୍ତୁ ସେ ସମ୍ପର୍କରେ… -ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ କମ୍ପ୍ରେସର ଉପରେ ଚାପ ପଡ଼ିଥାଏ। ତେଣୁ ଠିକ୍‌ ସମୟରେ ଟେକ୍‌ନିସିଆନ୍‌ଙ୍କୁ ଡାକି ଏହାର ସର୍ଭିସିଂ କରାନ୍ତୁ। ନଚେତ୍‌…

ଦିଗପହଣ୍ଡିରେ ଆଇନଜୀବୀ ଦିବସ ପାଳିତ, ସାମୁହିକ ସମସ୍ଯାର ସମାଧାନ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାଗୃହରେ ପ୍ରଥମେ ମଧୁବାବୁଙ୍କ ଫଟୋ ଚିତ୍ରରେ…

ସାମ୍ନାରେ ଥିଲା ପାକିସ୍ତାନ ରାଜନାଥ କହିଲେ ଏମିତି କଥା, ଲାଗିଲା ଜୋରଦାର ଝଟକା

ନୂଆଦିଲ୍ଲୀ,୨୮।୪: ଏସସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲା, ବିଶେଷକରି ପହଲଗାମ ଆକ୍ରମଣକୁ ଉଲ୍ଲେଖ କରି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୈଠକରେ ପାକିସ୍ତାନ ମଧ୍ୟ ଉପସ୍ଥିତ ଥିଲା। ସୁଯୋଗର ଫାଇଦା ଉଠାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି। ଆଜି (୨୮ ଏପ୍ରିଲ), ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ପ୍ରତି…

ଦଳ ଛାଡିବେ ପଞ୍ଜାବର AAP ବିଧାୟକ? ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନେଲେ ବଡ଼ ନିଷ୍ପତ୍ତି

ଚଣ୍ଡଗଡ଼,୨୮।୪: ଆମ ଆଦମୀ ପାର୍ଟି (AAP)ର ସାତ ଜଣ ମପି (ସାଂସଦ) ବିଦ୍ରୋହୀ ମନୋଭାବ ଗ୍ରହଣ କରି ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ, ପଞ୍ଜାବରେ ରାଜନୈତିକ ତାପମାତ୍ରା ଅତ୍ୟନ୍ତ ଉଚ୍ଚରେ ରହିଛି। ଆସନ୍ତା ବର୍ଷ ପଞ୍ଜାବରେ…

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ବାଘପାଲି ଗ୍ରାମର ଦୀନବନ୍ଧୁ ମେହେର ଚୋରାରେ ଗ୍ରାମରେ ମଦ ବିକ୍ରି କରୁଥିବା…

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା ପାଇଁ ଏକ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛି। ଏହି ମ୍ୟାଚରେ ମଧ୍ୟ…

‘AC କାର ନୁହେଁ ପକେଟରେ ପିଆଜ ଦେଇ ଭାଜପା ନେତାଙ୍କୁ ଛାଡିଦିଅ,’ କାହିଁକି ଏମିତି କହିଲେ ଦିଗବିଜୟ? ଜାଣନ୍ତୁ ଏହା ପଛର କାହାଣୀ

ଗୁନା,୨୮।୪: କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭିଡିଓ, ଯେଉଁଥିରେ ସେ ତାଙ୍କ ପକେଟରେ ପିଆଜ ଧରିଥିବାର ଦେଖାଯାଉଛି – ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ଏହା ରାଜନୈତିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓ ଉପରେ…

ପ୍ରଶଂସକଙ୍କ ସହ ଫଟୋ ଉଠାଇବା ପାଇଁ ଟଙ୍କା ମାଗୁଛନ୍ତି ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୩:ଆଇପିଏଲ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ପଡିଆ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ଦେଖାଯାଉଛି। ପ୍ରଶଂସକମାନେ ବୈଭବଙ୍କ ସହ ଏକ ଫଟୋ ଉଠାଇବାକୁ ଆଗ୍ରହୀ ଦେଖାଯାଉଛନ୍ତି। କିନ୍ତୁ ବୈଭବ ସେମାନଙ୍କ ସହିତ ଏକ…

ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….

ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବଲାଙ୍ଗୀର ସହର ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?