Home

ଜାତୀୟ କରାଟେ ଚାମ୍ପିୟନଶିପ୍‌: ଉତ୍ତରପ୍ରଦେଶ ଗସ୍ତରେ ଯିବେ ଲୋଇସିଂହାର ୭ ପ୍ରତିଯୋଗୀ

ଲୋଇସିଂହା,୨୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ରାଇଜିଂ କ୍ଲବର ପ୍ରଶିକ୍ଷାର୍ଥୀମାନେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଜାତୀୟ ଓପନ କରାଟେ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ। ଖୁବଶୀଘ୍ର ପ୍ରଶିକ୍ଷକ ଅଲେଖ ଛତରଙ୍କ ନେତୃତ୍ୱରେ ୭ ଜଣିଆ ଦଳ…

ପାହାଡ଼ ଶିଖର ମାଟିତଳେ ଲୁଚାଇ ଚାଲିଥିଲା ଗଞ୍ଜେଇ କାରବାର, ମାଡିବସିଲା ପୋଲିସ

ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ପୋଲିସ ସୋମବାର ଜବତ କରିଛି । ଗୁପ୍ତ ସୂଚନାକୁ ଆଧାର କରି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଛି। ଏଆଇ ଆଧାରିତ ହ୍ୟୁମାନ୍‌ ଇମେଜ୍‌ ସିନ୍ଥେସିସ୍‌ କୌଶଳ ଭାବେ…

ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରିପାଦେରୀ ଗ୍ରାମର ଉଜ୍ଜ୍ୱଳ ସିଂ ଦିଗାଲ (୩୦)ବୋଲି ଜଣାପଡିଛି। ମୃତଦେହଟି…

ମିତ୍ର ହେବତ ରୁଷିଆ ପରି! UNରେ ଇରାନକୁ ହାତ ବଢ଼ାଇଲା, ହର୍ମୁଜ ବନ୍ଦ କରିବାର ଅଧିକାର….

ମସ୍କୋ,୨୮ା୪: ବିଶ୍ୱ ରାଜନୀତି କ୍ଷେତ୍ରରେ ରୁଷିଆକୁ ସବୁଠାରୁ ବଡ଼ ମିତ୍ର ଭାବରେ ବିବେଚନା କରାଯାଏ । କେବଳ ଏତିକି ନୁହେଁ ଯେତେବେଳେ ମିତ୍ର କଥା ଆସେ ସେତେବେଳେ ଶେଷ ପର୍ଯ୍ୟନ୍ତ ବନ୍ଧୁ ହୋଇ ରହିଥାଏ । ରୁଷିଆ ପୁଣି ଥରେ ଜାତିସଂଘ…

ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଶଙ୍କର: କାର୍ଯ୍ୟର ପ୍ରଥମ ଦିନରେ ଘଟିଲା ଅଘଟଣ

ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସମଗ୍ର ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା…

୨୦୮୫ ବେଳକୁ ବିଶ୍ୱରେ ଘଟିପାରେ ଏମିତି କିଛି: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୮ା୪(ପି.ଟି.):ବିଶ୍ୱ ତାପନ ଜାରି ରହିଲେ ୨୦୮୫ ବେଳକୁ ଜୀବଜଗତର ଏକ-ତୃତୀୟାଂଶ ଅତ୍ୟଧିକ ଚରମ ପାଣିପାଗ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ନେଚର ଇକୋଲୋଜି ଆଣ୍ଡ ଇଭଲ୍ୟୁଶନ ନାମକ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ତେବେ…

ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୨୮।୪(ପି.ଟି.): ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ…

ପଟିଆଲା ରେଳ ଲାଇନରେ ବଡ଼ ଧରଣର ବିସ୍ଫୋରଣ, ବଡ଼ ଷଡ଼ଯନ୍ତ୍ରର ସନ୍ଦେହ

ଚଣ୍ଡିଗଡ଼,୨୮।୪: ସୋମବାର ବିଳମ୍ବିତ ରାତିରେ, ପଞ୍ଜାବର ପଟିଆଲା ଜିଲାର ରାଜପୁରା ଏବଂ ଶମ୍ଭୁ ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଡେଡିକେଟେଡ୍ ଫ୍ରେଟ୍ କରିଡର (DFCCI) ର ରେଳ ଲାଇନରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସମଗ୍ର…

୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବାଚସ୍ପତିଙ୍କୁ ଲିଖିତ ଜଣାଇଲା ବିଜେଡି

ଭୁବନେଶ୍ୱର, ୨୮।୪(ସୁନିତ୍‌ ମିଶ୍ର):ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍‌ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବ କିଶୋର ମଲିକ, ଚକ୍ରମଣି କହଁର, ସନାତନ ମହାକୁଡ ଏବଂ ଅରବିନ୍ଦ…

ଚାଦ୍‌ରେ ପାଣି ପାଇଁ ସଂଘର୍ଷ: ୪୨ ମୃତ

ନୂଆଦିଲ୍ଲୀ,୨୮।୪: ପୂର୍ବ ଚାଦ୍‌ରେ ଏକ ଜଳ ଉତ୍ସକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷରୁ ହିଂସାକାଣ୍ଡରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଏହି ସଂଘର୍ଷ ପ୍ରତିଶୋଧମୂଳକ ଆକ୍ରମଣର ଏକ ଚକ୍ରରେ ପରିଣତ ହୋଇଥିଲା।…

ପ୍ରତିଶୋଧ ନେଲା RCB: ଭୁବି-ହାଜେଲଉଡ୍‌ଙ୍କ ଆଗରେ DCର ଆତ୍ମସମର୍ପଣ

ନୂଆଦିଲ୍ଲୀ,୨୭ା୪:ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ଦିଲ୍ଲୀରେ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଜୋଶ୍‌ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ପରେ ଦେବଦତ୍ତ ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଆରସିବି ୯ ଉଇକେଟରେ ଦିଲ୍ଲୀକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?