Home

ଯାତ୍ରୀବାହୀ ଡଙ୍ଗାକୁ ବିପଦ ଡ୍ରେଜିଂ ଭେସଲର: ପଦକ୍ଷେପ ନେବାକୁ ଦାବିକଲେ ଅଞ୍ଚଳବାସୀ

ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ-ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏକ ସପ୍ତାହଧରି ଦକ୍ଷିଣ ଦିଗରୁ ପ୍ରବଳ ପବନ ବହିବା ଯୋଗୁ ସାମୁଦ୍ରିକ ଜୁଆର ଭଟ୍ଟାରେ ଯାତ୍ରୀବାହୀ…

ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି

ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ ହେବ ପୋଖରୀ ପାଣି ନିଷ୍କାସନ କରାଯାଇଛି ା କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ। ଏଭଳି ଘଟଣା ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଗାଁରେ ଦୈନନ୍ଦିନ ଘଟିଚାଲିଥିବା…

ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ: ବିଜେଡି ସହ ମେଣ୍ଟକୁ ନେଇ ଭକ୍ତ କରିଦେଲେ ବଡ଼ ଘୋଷଣା

ଭୁବନେଶ୍ୱର,୨୯ା୪ (ରବିନାରାୟଣ ଜେନା):ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସରୁ ଅଧିକ ଦିନ ରହିଛି। ହେଲେ ଏବେଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଗଣମାଧ୍ୟମକୁ ବିଜେଡି ସହ ମେଣ୍ଟ ହେବନାହିଁ…

ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସାଧୁ ନେପାକ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ସମସ୍ୟା ସମାଧାନ ଦାବିରେ ସୋମବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଭେଟିଥିଲେ। ନିର୍ବାହୀଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବିଦ୍ୟୁତ୍‌ ସମସ୍ୟା ସମୂହର ତ୍ୱରିତ…

ପତୋରା ଡ୍ୟାମ୍‌ ପାଣି ଶୁଖିଲା, ଚାଷୀଙ୍କ ଧାନ ମଲା

ନୂଆପଡ଼ା,୨୯ା୪ (ମକାରୁ ବେମାଲ):ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖିଲା ପରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ା ପୋଖରୀ, ମୁଡା, ନଈ ଥିବା ସ୍ଥାନରେ ଧାନ ବର୍ତ୍ତିଯାଇଥିବା ବେଳେ ପାଣି ମଡାଇବା ସୁବିଧା ନ…

ଚର୍ଚ୍ଚାରେ ବନ କର୍ମଚାରୀଙ୍କ ଆନ୍ଦୋଳନ: ଅଧେ ଛୁଟିରେ, ଅଧେ କାର୍ଯ୍ୟରତ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ କରିଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି। ଡିଏଫ୍‌ଓ ସେମାନଙ୍କୁ ଶାରୀରିକ, ମାନସିକ…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ସତ୍ୟବାଦୀ ଥାନା ବନପୁର ସାମିଲ…

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ କର ବା ମର ପରି ହେବ। ଏହି ସମୟରେ, ସେମାନେ ମିଡ-ସିଜନ ଟ୍ରାଏଲ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପଡ଼ିଆରେ ଅନାବଶ୍ୟକ କର୍ମଚାରୀଙ୍କ ପ୍ରବେଶ ଏବଂ ବାରମ୍ବାର ବାଧା ଯୋଗୁ ମ୍ୟାଚଗୁଡ଼ିକ…

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶରେ ଐତିହାସିକ କାର୍ଯ୍ୟ କରିଛନ୍ତି। ସେ…

ପୁଣି ଥରେ ଫୁନସୁକ ୱାଙ୍ଗଡୁ ଭୂମିକାରେ ଅଭିନୟ କରିବେ କି ଆମିର? ‘୩ ଇଡିଅଟ୍ସ’ର ସିକ୍ୱେଲ ଉପରେ ଚାଲିଛି କାମ

ମୁମ୍ବାଇ: ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କର ‘ଏକ ଦିନ’ ନାମକ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେଉଛି। ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ ଦ୍ୱାରା ନିର୍ମିତ ହେଉଛି। ସମ୍ପ୍ରତି ଆମିର ଖାନ ‘ଏକ ଦିନ’ ଫିଲ୍ମ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?