ମୋଦିଙ୍କ ସୁରକ୍ଷାରେ ତ୍ରୁଟି
ବେଙ୍ଗାଲୁରୁ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ଜଣେ ଯୁବକ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଯାଇ ତାଙ୍କ ନିକଟତର ହୋଇଥିଲେ। ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ଦେବାକୁ ଚାହୁଁଥିଲେ,…
ଭାରତକୁ ୨୧୬ ରନ୍ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା
କୋତକାତା,୧୨।୧: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୨୧୬ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍ ହୋଇଛି। ମହମ୍ମଦ ସିରାଜ ୫.୪ ଓଭରରେ ୩୦ ରନ ଦେଇ ୩ଟି…
୧୮ ବର୍ଷରେ ଆରେଞ୍ଜ ମ୍ୟାରେଜ୍, ଏବେ ଦୁଇ ସନ୍ତାନର ଜନନୀ; ଜାଣନ୍ତୁ ଜୁନିୟର ଏନ୍ଟିଆରଙ୍କ ପତ୍ନୀ କିଏ…
ହାଇଦ୍ରାବାଦ: ଆର୍ଆର୍ଆର୍ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆର୍। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ଜିତିଛି। ତେବେ କେବଳ ଯେ ଅଭିନେତା ନୁହନ୍ତି ପୁରା ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏହା ଖୁସି…
କାଞ୍ଝାଓ୍ବାଲା ମୁତ୍ୟୁ ମାମଲା: ଆଶୁତୋଷଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ତାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା…
୨୦୨୪ ଶେଷ ହେବା ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ: ନିତିନ ଗଡକରୀ
ନୂଆଦିଲ୍ଲୀ,୧୨।୧: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ୨୦୨୪ ଶେଷ ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି…
ଓବିସିରେ ୨୦ ଜାତି ସାମିଲ ସୁପାରିସ
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଓବିସିରେ ସାମିଲ ପାଇଁ ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲି ଚିନାରା ସୂଚନା ଦେଇଛନ୍ତି। ଭୁଲ ବନାନ ଯୋଗୁ ବହୁ ଜାତି ପଛୁଆ ବର୍ଗ ତାଲିକାରୁ ବାଦ୍ ପଡ଼ିଛନ୍ତି। ୨୦ ଜାତିକୁ ଚିହ୍ନଟ…
ନୁପୂରଙ୍କୁ ମିଳିଲା ଲାଇସେନ୍ସ
ନୂଆଦିଲ୍ଲୀ,୧୨।୧: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି। ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୁପୂର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।…
ଶ୍ରଦ୍ଧାଞ୍ଜଳିଙ୍କୁ ସମନ
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି କରିଛନ୍ତି। ଆସନ୍ତା ୨୪ ତାରିଖରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲା ଓ ଦୌରାଜଜ୍ କୋର୍ଟଙ୍କ ପକ୍ଷରୁ ସମନ…
ବାଦ୍ ପଡ଼ିଲେ ଚହଲ, ସୂର୍ଯକୁମାର-ଇଶାନଙ୍କୁ ମିଳିଲାନି ସୁଯୋଗ
କୋଲକାତା,୧୨।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଗୁରୁବାର ଇଡେନ୍ ଗାଡେନ୍ସ ମଇଦାନରେ ଖେଳାଯାଉଛି। ମ୍ୟାଚ୍ରେ ଭାରତୀୟ ଟିମ୍ରେ ଏକ ପରିବର୍ତ୍ତନ କରାଯାଇଛି। ଦଳରୁ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ…
ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ମୃତ
ପାନିପତ,୧୨।୧: ହରିୟାଣାର ପାନିପତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ ୪ ଶିଶୁ ସାମିଲ ଅଛନ୍ତି। ଏହି ଘଟଣା ପାନିପତ ଜିଲାର ବିଚପାରି ଗ୍ରାମ ନିକଟ…
ବଢୁଛି ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା
ନୂଆଦିଲ୍ଲୀ,୧୨।୧: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ ରବିଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ରାଜ୍ୟପାଳ ରବିଙ୍କ ସମ୍ପର୍କରେ ଏକ ଚିଠି ସରକାରଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ଚିଠିରେ କ’ଣ ଅଛି…
ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ
ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି ରାଜସ୍ଥାନର ଚୁରୁରେ। ଏଠାରେ ପାଗକୁ ନେଇ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରାତିରେ…
Archives


