Home

ସ୍ବାମୀ ହେବ ତ ଏମିତି, ସ୍ତ୍ରୀଙ୍କ କଥାକୁ ବାସ୍ତବ ରୂପ ଦେବା ପାଇଁ…

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ। କେଉଁଠି ଶାହାଜାହାନ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଦେଖାଯାଏ। କୋଲକାତାରେ ତାପସ…

ସ୍ପାଇସ୍‌ଜେଟ୍‌ ବିମାନରେ ବୋମା ସୂଚନା: ଦିଲ୍ଲୀ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ

ନୂଆଦିଲ୍ଲୀ,୧୨।୧: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇ)ରେ ସ୍ପାଇସ୍‌ ଜେଟ୍‌ର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ବିମାନ ଦିଲ୍ଲୀରୁ ପୁଣେ ଯାଉଥିଲା। ଏତିକିବେଳେ…

ସ୍ଥାନାନ୍ତର ହେବେ ସେନା

ଡେରାଡୁନ୍‌,୧୨।୧: ଉତ୍ତରାଖଣ୍ଡ ଚାମୋଲି ଜିଲା ଜୋଷୀମଠରେ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। ଏଠାରେ ଶହ ଶହ ଘରେ ଫାଟ ହେବା ପରେ ଉଦ୍ଧରା କାର୍ଯ୍ୟ ଜାରି ରହିଛି। ଏଥିସହ ସହରକୁ ଭୂସ୍ଖଳନ ଜୋନ୍‌ ଘୋଷଣା କରାଯିବା ପରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ…

ପୁଣି ଟିମ୍‌ସି ନେତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୋଲକାତା, ୧୨।୧: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଟଙ୍କାର ପାହଡ଼ ଦେଖିବାକୁ ମିଳିଛି। ଶିକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମ୍‌ସି ନେତା ବିବାଦ ଘେରକୁ ଚାଲି ଆସିଛନ୍ତି। ମୁର୍ଶାଦାବାଦର ଟିଏମ୍‌ସି ବିଧାୟକ ଜାକିର…

୬ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌

ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏ ନେଇ ପ୍ରେସ୍‌ ଇନ୍‌ଫମେଶନ୍‌ ବ୍ୟୁରୋ (ପିଆଇବି) ଏବଂ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ (ଏଫ୍‌ସିୟୁ)ର ଯଥେଷ୍ଟ ପ୍ରମାଣ…

ଭାରତର ୨କଫ୍‌ ସିରପ୍‌କୁ ନେଇ ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୨।୧: କଫ୍‌ ସିରପ୍‌ରେ ଉପଯୁକ୍ତ ପରିମାଣର ଡାଇଇଥିଲନ୍‌ ଗ୍ଲାଇକୋଲ ନ ଥିବା ଯୋଗୁ ଭାରତ ନିର୍ମିତ ଦୁଇ କଫ୍‌ ସିରପ୍‌ ଛୋଟ ପିଲାଙ୍କୁ ନ ଦେବାକୁ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ସତର୍କ କରିଛି। ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ୧୯…

ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ: ରାହୁଲଙ୍କ ଅର୍ଦ୍ଧଶତକ ରଖିଲା ସମ୍ମାନ

କୋଲକାତା,୧୨।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ ରାହୁଲଙ୍କ…

ସୁରକ୍ଷାରେ ତ୍ରୁଟି: କେନ୍ଦ୍ରମନ୍ତ୍ରୀଙ୍କ କନ୍‌ଭେ ଉପରେ ପଥରମାଡ଼

ବକ୍ସର,୧୨।୧: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ କନ୍‌ଭେ ଉପରେ ଗୁରୁବାର ସନ୍ଧ୍ୟାରେ ପଥରମାଡ଼ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ବର୍ତ୍ତିଯିବା ସହ ସୁରକ୍ଷାକର୍ମୀଙ୍କ ବଳୟରେ ସୁରକ୍ଷିତ ଭାବେ ତାଙ୍କୁ ବାହାରକୁ ନିଆଯାଇଥିଲା। ଏହି ଘଟଣା ବିହାରର ବକ୍ସର ଜିଲାର ବନାରପୁର ଗ୍ରାମରେ ଘଟିଛି।…

ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ରାୟପୁର,୧୨।୧: ଛତିଶଗଡରେ ସରକାରୀ ଚାକିରି ଆଶାରେ ବସିଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଦୁଇ ଦିନ ପୂର୍ବରୁ ଆଇଟିଆଇରେ ୪୦୦ ପଦବୀକୁ ସିଧାସଳଖ ନିଯୁକ୍ତି ପାଇଁ ସରକାର ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗତ ବର୍ଷଠାରୁ ଅଟକି ରହିଥିବା…

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ ଆଦେଶ ଜାରି କରିଛନ୍ତି। ଉକ୍ତ ଆଦେଶରେ କୁହାଯାଇଛି ଯେ, ତାଲିବାନର ମହିଳାମାନେ ପୁରୁଷ ଡାକ୍ତରଙ୍କ…

ପୂର୍ବତନ ଅର୍ଥ ସଚିବଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ ଏହି ଚଢ଼ାଉ ଜାରି ରହିଛି। ଏପର୍ଯ୍ୟନ୍ତ ଚଢ଼ାଉରେ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି।…

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ

ଭବାନୀପାଟଣା,୧୨ା୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ। ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ଜଣେ ଷ୍ଟାଫ୍‌ଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri