ସନ୍ତାନର ଜନକ ହେଲେ ଓ୍ବିଲେନ
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍ରେ ଜର୍ମାନୀ-ବେଲ୍ଜିୟମ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଏକଦା ପଛୁଆ ସ୍ଥିତିରେ ରହି ଜର୍ମାନୀ ସଫଳ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ପରେ ବେଲ୍ଜିୟମ ମ୍ୟାଚକୁ ବରାବର ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲା। ମ୍ୟାଚର ଏହି ଫଳାଫଳ…
କିଟ୍ ଓ କିସ୍ ପରିଦର୍ଶନ କଲେ ୱେଲ୍ସ ହକି ଦଳ
ଭୁବନେଶ୍ୱର,୧୮।୧(ସ୍ପୋଟ୍ସ ର୍ ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍ରେ ଭାଗ ନେବାକୁ ଆସିଥିବା ୱେଲ୍ସ ହକି ଦଳ ମଙ୍ଗଳବାର କିଟ୍ ଓ କିସ୍ ପରିଦର୍ଶନ କରିଥିଲେ। କିସ୍ରେ ପାଠ ପଢୁଥିବା ୩୦ ହଜାର ଛାତ୍ରୀଛାତ୍ରଙ୍କୁ ଦେଖି ୱେଲ୍ସ ହକି ଦଳର ଖେଳାଳି ଓ…
ଏମବିବିଏସରେ ନାମଲେଖା ପରେ ୧୦ ବର୍ଷ ପର୍ଯ୍ୟନ୍ତ ଦେଇ ହେବ ନେକ୍ସଟ ପରୀକ୍ଷା: ବୋର୍ଡ ଗଠନ ପାଇଁ ଏନଏମସି ନିଷ୍ପତ୍ତି…
ନୂଆଦିଲ୍ଲୀ,୧୮।୧ : ଚଳିତ ବର୍ଷ ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଥିବା ନେକ୍ସଟ ପରୀକ୍ଷା ପ୍ରକ୍ରିୟା,ଏମବିବିଏସରେ ନାମଲେଖା ପରେ ୧୦ ବର୍ଷ ପାଇଁ ବାରମ୍ବାର ଦିଆଯାଇପାରିବ। ବର୍ଷରେ ଥରେ ନିୟମିତ ଏବଂ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଯଦି ଜଣେ…
ଜାପାନ ଦଳରୁ ଖେଳିଲେ ୧୨ ଜଣ
ଭୁବନେଶ୍ୱର,୧୮।୧ (କ୍ରୀଡ଼ା ପ୍ରତିନିଧି): ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବନାମ ଦକ୍ଷିଣ କୋରିଆ ହକି ବିଶ୍ୱକପ୍ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଜାପାନ ୧-୨ ଗୋଲରେ ପଛୁଆ ରହିଥିବାରୁ ମ୍ୟାଚର ଶେଷ ୩ ମିନିଟ ଅଲ୍ଆଉଟ ଖେଳିଥିଲା।…
ପିତାଙ୍କ ମୃତ୍ୟୁ ପରେ ପୋଷ୍ୟ ସନ୍ତାନଙ୍କୁ ମିଳିବନି ପେନସନ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୮।୧ : ପାରିବାରିକ ପେନସନ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ଯଦି ଜଣେ ସରକାରୀ କର୍ମଚାରୀ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ତେବେ…
ଭାରତୀୟ ଦଳର ଜୋରଦାର ଅଭ୍ୟାସ
ଭୁବନେଶ୍ୱର, ୧୮।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍ରେ ନିଜର ପ୍ରଥମ ୨ଟି ମ୍ୟାଚ ରାଉରକେଲାର ବିର୍ସା ମୁୁଣ୍ଡା ଷ୍ଟାଡିୟମରେ ଖେଳିଥିବା ଭାରତୀୟ ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚରେ…
ଆମ୍ରି ହସ୍ପପିଟାଲରେ ବିରଳ ଅସ୍ତ୍ରୋପ୍ରଚାର
ଭୁବନେଶ୍ୱର,୧୮।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି। ଏପରିକି ଆମ୍ରି ହସ୍ପପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଦିବ୍ୟାରଞ୍ଜନ ବେହେରାଙ୍କ ନେତୃତ୍ୱରେ ଉକ୍ତ ରୋଗୀ ଓ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା।…
ସ୍ପାଇସ୍ମନିର ଉଦ୍ୟମ ସେବା
ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଘରୋଇ ଆଇଟି ସଂସ୍ଥା ଡିଜିସ୍ପେସ୍ ଟେକ୍ନୋଲୋଜିସ୍ର ସହାୟକ କମ୍ପାନୀ ସ୍ପାଇସ୍ମନିର ଉଦ୍ୟମ ସେବାର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାମୀଣ ଭାରତରେ ବାସ କରୁଥିବା ଲୋକମାନଙ୍କ ପାଖରେ ସରକାରୀ ସେବାଗୁଡ଼ିକୁ ପହଞ୍ଚାଇବାର ଉଦ୍ୟମ ଜାରି ରଖାଯାଇଛି। ଏପରିକି…
ରୟାଲ ଏନ୍ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ
ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍ ବ୍ରାଣ୍ଡ୍ ରୟାଲ ଏନ୍ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ ଏନ୍ଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ୍ କହିଛନ୍ତି,ଆମ ପୋର୍ଟଫୋଲିଓରେ ଥଣ୍ଡର ବାର୍ଡକୁ ରିପ୍ଲେସ୍ କରିଥିବା ରୟାଲ…
୩ୟ ତ୍ରୈମାସରେ ବିଓଆଇର ୧୧୫୧ କୋଟି ଲାଭ
ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର କାରବାର ୨୦% ବୃଦ୍ଧି ଘଟି କ୍ରମାଗତ ଲାଭରେ ୧୧୫୧ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ଅପରେଟିଂ…
ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…
ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ର ଆବେଦନ ଶୁଣିବାବେଳେ ଆଗ୍ରା ବିମାନ ବନ୍ଦରରୁ ବିମାନ…
ବିଓଏମ୍ର ୩ୟ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବିଓଏମ୍ର ନେଟ୍ ସୁଧ ଆୟରେ ବୃଦ୍ଧି ଘଟି ୧୩୮.୭୬% ଅଭିବୃଦ୍ଧି ହାରରେ ୭୭୫ କୋଟି ଟଙ୍କାର ନେଟ୍ ଲାଭ…
Archives


