Home

ଆଫଗାନିସ୍ତାନରରେ ଶରିୟତ ଆଇନ: ଦୋଷୀଙ୍କ ହାତ କଟା ଗଲା-ବର୍ଷିଲା କୋରଡା ମାଡ଼…

କାବୁଲ,୧୮।୧ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ପ୍ରାୟ ଦେଢ଼ ବର୍ଷ ବିତିଗଲାଣି। କ୍ଷମତା ଦଖଲ କରିବା ପରେ ତାଲିବାନ ବିଶ୍ୱକୁ ପ୍ରତିଶ୍ରୁତି ଦେଇଥିଲା ଯେ ବର୍ତ୍ତମାନ ପରିବର୍ତ୍ତିତ ତାଲିବାନକୁ ବିଶ୍ୱ ଦେଖିବାକୁ ମିଳିବ, କିନ୍ତୁ ତାଲିବାନ କ୍ଷମତା ହାସଲ…

ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣ୍ଡନଙ୍କ ମୁଖପାତ୍ର ଡେଭିଡ ଟାଭେଲା କହିଛନ୍ତି ଯେ ମଙ୍ଗଳବାର…

‘ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ’

ଭୁବନେଶ୍ବର,୧୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ବଚ୍ଛ ଓ ନିରପେକ୍ଷଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ। ଏଥିଲାଗି ଯେପରି ଉଚିତ ପଦକ୍ଷେପ ନିଆଯିବ ସେନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର…

୨୦୨୪ ପର୍ଯ୍ୟନ୍ତ ସମୀର ରାଜ୍ୟ ଭାଜପା ସଭାପତି ରହିବେ: ପୃଥ୍ବୀରାଜ

ଭୁବନେଶ୍ବର,୧୮।୧(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭାଜପା ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି କାର୍ଯ୍ୟ ଜାରି ରଖିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢିଲେ ସେହି ଅନୁସାରେ…

ମୃତ୍ୟୁ ପ୍ରମାଣପତ୍ରରେ କରୋନା ନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ…

ବେଜିଂ,୧୮।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଚାଇନା ସରକାର ପରିସ୍ଥିତିକୁ ଲୁଚାଇବା ପାଇଁ ପ୍ରତ୍ୟେକ କୌଶଳ ଅବଲମ୍ବନ କରୁଛନ୍ତି। ସର୍ବଶେଷ କ୍ରମରେ ଚାଇନା ସରକାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଯେ…

ସରକାର ଆର୍ଥିକ ଅସମାନତା ବଢ଼ାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୮।୧(ପି.ଟି.): ଭାଜପା ନେତୃତ୍ୱାଧୀନ ସରକାର ଦେଶରେ ଆର୍ଥିକ ଅସମାନତା ବଢ଼ାଉଥିବା କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ପ୍ରତିଶତ ରହିଥିବାବେଳେ ତଳସ୍ତରରେ ଥିବା ୫୦ ପ୍ରତିଶତଙ୍କ ପାଖରେ ମାତ୍ର ୩…

କଂଗ୍ରେସ ଛାଡ଼ିଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୮।୧(ବ୍ୟୁରୋ): ସତ୍ୟପ୍ରକାଶ ନାୟକ ମଙ୍ଗଳବାର କଂଗ୍ରେସ ଛାଡ଼ିଛନ୍ତି। ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ ସେ କଂଗ୍ରେସ ଛାଡ଼ିଥିବା କଥା ସୂଚାଇ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ତାଙ୍କ…

ବରୁଣଙ୍କ ନୀତିକୁ ଗ୍ରହଣ କରିପାରିବି ନାହିଁ: ରାହୁଲ

ହୋଶିଆରପୁର,୧୮।୧: ଭାଇ ବରୁଣ ଗାନ୍ଧୀଙ୍କୁ ଭେଟିବା ଏବଂ କୋଳାଗ୍ରତ କରିବାକୁ ପ୍ରସ୍ତୁତ ଅଛି, ହେଲେ ତାଙ୍କ ନୀତି ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ ଭାଜପା ଏମ୍‌ପି ବରୁଣ…

ସବୁ ବର୍ଗର ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୧୮।୧: ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଆହ୍ବାନ ଦେଇଛନ୍ତି। ଭୋଟରମାନଙ୍କ ସହ ଯୋଡ଼ିହୋଇ ରହିବା ଲାଗି ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକ…

ନାବାଳିକାଙ୍କ ଜବରଦସ୍ତ ବିବାହ ବନ୍ଦ କର

ଇସ୍‌ଲାମାବାଦ,୧୮।୧(ଆଇଏଏନ୍‌ଏସ୍‌): ଧର୍ମୀୟ ସଂଖ୍ୟାଲଘୁଙ୍କୁ ନ୍ୟାୟ ପ୍ରଦାନରେ ପାକିସ୍ତାନ କ୍ରମାଗତ ଭାବେ ବିଫଳ ହୋଇଆସିଛି। ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯିବା ସହ ସେମାନଙ୍କୁ ଦୁଇଗୁଣ ବୟସର ପୁରୁଷଙ୍କ ସହ ବିବାହ କରିଦିଆଯାଉଛି। ପାକିସ୍ତାନରେ ନାବାଳିକା ଅପହରଣ ଓ…

ଚାଇନା ଜନସଂଖ୍ୟାରେ ହ୍ରାସ

ହଂକଂ,୧୮।୧: ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଚାଇନାର ଜନସଂଖ୍ୟା ୧.୪୧୨୬୦ ବିଲିୟନ୍‌ରୁ ଗତବର୍ଷ ୧.୪୧୧୭୫ ବିଲିୟନକୁ ଖସିଥିବା ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ରିପୋର୍ଟ ଅନୁସାରେ,…

ରାଜସ୍ଥାନ ହାଇକୋର୍ଟରେ ୨ ଜଜ୍‌ ଦମ୍ପତି

ଜୟପୁର,୧୮।୧: ରାଜସ୍ଥାନ ହାଇକୋର୍ଟରେ ସୋମବାର ୯ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ୨ ଜଜ୍‌ ଦମ୍ପତି କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ, ଡା. ନୂପୁର ଭଟି ଓ ତାଙ୍କ ସ୍ବାମୀ ପୁଷ୍ପେନ୍ଦ୍ର ଭଟି ଏବଂ ମହେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri