ଭଡ଼ା ଦେଇ ପାରିଲେ ନାହିିଁ ଏଲନ ମସ୍କ, ଟୁଇଟର କାର୍ଯ୍ୟାଳୟର ସାମଗ୍ରୀ ବିକ୍ରୟ ପାଇଁ ଅନଲାଇନ ୨୭ ଘଣ୍ଟିଆ ନିଲାମ…
ଓ୍ବାଶିଂଟନ,୧୮।୧ : ଏଲନ ମସ୍କ ଟୁଇଟର ଅଧିଗ୍ରହଣ କରିବା ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅବସ୍ଥା ଭଲ ନାହିିଁ। ପ୍ରଥମେ କର୍ମଚାରୀଙ୍କ ଛଟେଇ, ତାପରେ ସୁବିଧା ହ୍ରାସ କରାଯାଇଥିଲା। ବର୍ତ୍ତମାନ ଭଡା ନଦେବା କାରଣରୁ ଅଫିସ ଖାଲି ହେବା ପରେ…
ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ
ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ…
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ
ହାଇଦ୍ରାବାଦ୍,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଦଳ ପାଇଁ…
୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ତାପମାତ୍ରାକୁ ଏଲ ନିନୋ ପ୍ରଭାବିତ କରିବ। ନାସା ଏ ବିଷୟରେ…
ଦୂତି ଚାନ୍ଦଙ୍କୁ ବଡ଼ ଝଟ୍କା: ଡୋପ ଟେଷ୍ଟରେ ଧରାପଡିବା ପରେ ହେଲେ ନିଲମ୍ବିତ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୧: ଏସିଆନ୍ ଗେମ୍ସ ପୂର୍ବରୁ ଭାରତୀୟ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟ୍କା ଲାଗିଛି। ଡୋପ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଦୂତି ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର ସେବନ କରୁଥିବା ଜଣାପଡିଛି। ତାଙ୍କ…
ଫେବୃୟାରୀ ୧୬ରେ ତ୍ରିପୁରାରେ, ଫେବୃୟାରୀ ୨୭ରେ ମେଘାଳୟ-ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ, ମାର୍ଚ୍ଚ ୨ରେ ଭୋଟ ଗଣତି…
ନୂଆଦିଲ୍ଲୀ,୧୮।୧ : ଦେଶର ତିନୋଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇଛି। ତ୍ରିପୁରାରେ ୧୬ ଫେବୃୟାରୀରେ ମତଦାନ ହେବ। ସେହିପରି ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃୟାରୀ ୨୭ରେ ମତଦାନ କରାଯିବ। ମୁଖ୍ୟ ନିର୍ବାଚନ…
ଛୋଟପିଲାଙ୍କ ପ୍ଲେ ସ୍କୁଲ ଉପରେ ଖସିଲା ହେଲିକପ୍ଟର: ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ…
କିଭ୍,୧୮।୧ : ୟୁକ୍ରେନର ରାଜଧାନୀ କିଭ୍ରେ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ଅଛନ୍ତି। ଏହି ହେଲିକପ୍ଟରଟି କିଭ୍ରେ ଥିବା…
ଜନବହୁଳ ଦେଶ ମୁହାଁ ଭାରତ: ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୩ କୋଟି ଛୁଇଁବ…
ନୂଆଦିଲ୍ଲୀ,୧୮।୧ : ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନା ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜନସଂଖ୍ୟାରେ ଏକ ବିରାଟ ହ୍ରାସ ପଞ୍ଜିକୃତ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ଚଳିତ ବର୍ଷ…
ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ
ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଭାରତ ଏକାଦଶରେ…
କଂଗ୍ରେସକୁ ବଡ଼ ଝଟ୍କା
ଚଣ୍ଡିଗଡ,୧୮।୧: ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଏଠାରେ ସିଦ୍ଧୁଙ୍କ ନିକଟତର ତଥା ଜଣେ ଶକ୍ତିଶାଳୀ ନେତା ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ରାହୁଲ ଗାନ୍ଧୀଙ୍କ…
ଏମିତି ମନ୍ଦିର, ଯେଉଁଠି କି ଜିନ୍ସ, ଟି-ଶର୍ଟ ପିନ୍ଧି ଯିବା ମନା
ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ…
ବ୍ୟାଟିଂ କରିବ ଭାରତ
ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ୧୦…
Archives


