Home

ସୁନା ବ୍ୟବସାୟ ଆଳରେ ସାଇବର କ୍ରାଇମ୍‌

ବରଗଡ଼ ଅଫିସ୍‌,୨୩।୧୨: ସୁନା ବ୍ୟବସାୟ ଆଳ ଦେଖାଇ ବରଗଡ଼ରେ ଏକ ସାଇବର କ୍ରାଇମ ଘଟଣା ସାମ୍ନାକୁ ଆସିଛି। ନକଲି ସୁନା ଦେଇ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୮ ବାନ୍ଦୁଟିକ୍ରା ନିବାସୀ ପ୍ରତିମାରାଣୀ ପ୍ରଧାନଙ୍କଠାରୁ ୧୩ଲକ୍ଷ ୭୨ହଜାର ଟଙ୍କା ଠକେଇ…

ପୁଣି କରୋନା ତଥ୍ୟ ଲୁଚାଉଛି ଚାଇନା

ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡିଛି। ଡାକ୍ତରଖାନାରେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଆଉ ବେଡ୍‌ ମିଳୁନାହିଁ। ଦିନକୁ ଦିନ ନୂଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ବର୍ତ୍ତମାନ ଚାଇନାରେ ୫୪ ଲକ୍ଷରୁ ଅଧିକ କରୋନା…

ସରକାରୀ ରାଜକୋଷ ଲୁଟ୍‌ ଯୋଜନା

ସମ୍ବଲପୁର,୨୩ା୧୨(ବ୍ୟୁରୋ): ଏନ୍‌ଏଚ୍‌ଏଆଇ ପକ୍ଷରୁ ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ନେକଲେସ ରାସ୍ତା ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ୩ (ଏ) ନୋଟିସ ହେବା ପରେ ମଧ୍ୟ ଅଧିକ କ୍ଷତିପୂରଣ ପାଇବା ଆଶାରେ ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା…

ସମ୍ପୂର୍ଣ୍ଣ ହେଉନି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟ

ରାୟଗଡ଼ା,୨୩ା୧୨(ସ୍ବ.ପ୍ର.): ଶୀତଳ ଭଣ୍ଡାରରେ ରାୟଗଡ଼ା ରେଳ ଡିଭିଜନ। ୨୦୧୯ ରେ ରେଳ ଡିଭିଜନ ଘୋଷଣା ହୋଇଥିଲା। ଏହାମଧ୍ୟରେ ୩ ବର୍ଷ ବିତିଗଲାଣି। ଅନୁଦାନ ଗୃହୀତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଯୋଗୁ କାମ…

ଜେଲରୁ ମୁକୁଳିଲେ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଉମର ଖଲିଦ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖଲିଦ ଜେଲରୁ ମୁକୁଳିଛନ୍ତି। ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର କର୍କାର୍ଡୋମା କୋର୍ଟରୁ ଉମର ଖାଲିଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ଯାହା ପରେ ତାଙ୍କୁ ଶୁକ୍ରବାର ଜେଲ୍‌ରୁ ମୁକ୍ତ କରାଯାଇଛି। ଖଲିଦଙ୍କ…

ଜାନୁୟାରୀରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

କୋରାପୁଟ,୨୩ା୧୨(ସ୍ବ.ପ୍ର.): କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ…

ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ ଛକରେ ୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଥିଲା। ରାସ୍ତାରୋକୋରେ ସାମିଲ ହୋଇ ଉମରକୋଟ ବିଧାୟକ, ଭାଜପା…

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ ଭାରତ ସୀମା ନିକଟରେ ପୁଲମୋରନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି…

ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା ହୋଇଛି।…

କିଷାନ ଦିବସ: କୃଷକଙ୍କ ବିକାଶରେ ଦେଶର ଉନ୍ନତି

କୃଷକ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୨୩ରେ ଭାରତ କିଷାନ ଦିବସ ପାଳନ କରାଯାଇଥାଏ। କୃଷକମାନେ ଦେଶର ଅର୍ଥନୀତିର ଏକ ପ୍ରମୁଖ ଶକ୍ତି…

ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଉଭୟ ବନଖଣ୍ଡର ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନବିଭାଗ…

ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ

ନୂଆଦିଲ୍ଲୀ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱ ଏନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri