୧୯୬୨ ସହିତ ୨୦୨୦କୁ ତୁଳନା କରାଯାଇ ପାରିବ ନାହିଁ: ଜୟରାମ ରମେଶ…
ନୂଆଦିଲ୍ଲୀ,୩୦।୧ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିରୋଧୀ ଦଳଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଚାଇନା ଭାରତ ଜମି ଏବେ ଦଖଲ କରିନାହିଁ। ଏହା ୧୯୬୨ ମସିହାରେ…
୨୦୨୨ରେ ୧୬୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ, ୩ ଜଣରେ ଜଣେ ବଳାତ୍କାରୀ…
ନୂଆଦିଲ୍ଲୀ,୩୦।୧ : ଗତ ୨୦୨୨ ବର୍ଷରେ ସମଗ୍ର ଦେଶରେ ଟ୍ରାଏଲ କୋର୍ଟ ୧୬୫ ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୨୨ ବର୍ଷ ପାଇଁ ଏହି ସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ। ଏହାପୂର୍ବରୁ ୨୦୨୧ ମସିହାରେ ୧୪୬ ଜଣଙ୍କୁ…
ଅଟା ଦାମ ବୃଦ୍ଧି ନେଇ ଭାରତର ବଢ଼ିଲା ଚିନ୍ତା: ଗୋଟିଏ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି…
ନୂଆଦିଲ୍ଲୀ,୩୦।୧ : ପଡୋଶୀ ଦେଶ ପାକିସ୍ତାନରେ ଅଟା ସଙ୍କଟ ମଧ୍ୟରେ ଏହାର ମୂଲ୍ୟ ଭାରତରେ ମଧ୍ୟ ଆକାଶଛୁଆଁ ହେବା ଆରମ୍ଭ କରିଛି। ଜାନୁୟାରୀ ମାସରେ ଅଟାର ଦାମ ଦୁଇଥର ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ଅଟା ଖୋଲା ବଜାରରେ କିଲୋଗ୍ରାମ…
ବାପୁଙ୍କ ଅବଦାନ କେବେ ଭୁଲି ହେବନି: ମୋଦି
ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ ତାଙ୍କ ପୂଣ୍ୟତିଥିରେ ପ୍ରଣାମ କରୁଛି ଏବଂ ତାଙ୍କର ଗଭୀର ଚିନ୍ତାଧାରାକୁ ମନେ ପକାଉଛି। ମୁଁ…
ରେକର୍ଡ ଭାଙ୍ଗିଲା ‘ପଠାନ’
ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ…
ଇରାନରେ ଡ୍ରୋନ ଆକ୍ରମଣ: ଇସ୍ରାଏଲ ଉପରେ ସନ୍ଦେହ…
ତେହେରାନ,୩୦।୧ : ଇରାନର ଏକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଡ୍ରୋନ ଆକ୍ରମଣ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ଇରାନର ଇସ୍ଫାହାନ ସହରରେ ଅବସ୍ଥିତ ଏକ କାରଖାନା ଉପରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଆକ୍ରମଣରେ…
ଜଳିଗଲା ବସ୍: ୧୫ ଚକ୍ଷୁ ଅପରେଶନ ରୋଗୀ ଆହତ
ନୟାଗଡ ଅଫିସ୍,୩୦।୧: ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନାର ଫାଲପାଦୁ ନିକଟରେ ଡିଭାଇଡରକୁ ଧକା ଦେଇ ଏକ ବସ ଜଳି ଯାଇଛି। ବସରେ ୩୦ ଆଖି ଅପରେସନ ରୋଗୀ ଥିଲେ। ଏଥିରୁ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ଘର…
ଉଚ୍ଚଶିକ୍ଷାରେ ନାମଲେଖାରେ ରେକର୍ଡ: ପ୍ରଥମ ଥରପାଇଁ ୪ କୋଟି ଟପିଲା, ମହିଳାଙ୍କ ସଂଖ୍ୟାରେ ବୃଦ୍ଧି…
ନୂଆଦିଲ୍ଲୀ,୩୦।୧ : ଭାରତରେ ଉଚ୍ଚଶିକ୍ଷାରେ ଡ୍ରପଆଉଟ ହାର ଧୀରେ ଧୀରେ ହ୍ରାସ ପାଉଛି। ଚଳିତ ବର୍ଷ ଏଥିରେ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ୪.୧୪ କୋଟିରୁ ଅଧିକ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେଥିମଧ୍ୟରେ ଦୁଇ କୋଟିରୁ ଅଧିକ ଛାତ୍ରୀ…
ଧର୍ମାନ୍ତରୀକରଣ ନେଇ ନୂଆ ଆବେଦନ: ୫ ଜଣିଆ ପୀଠରେ ବିଚାର ପାଇଁ ଦାବି…
ନୂଆଦିଲ୍ଲୀ,୩୦।୧ : ଧର୍ମାନ୍ତରୀକରଣ ମାମଲାରେ ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ ଦାଖଲ କରାଯାଇଛି। ଏଥିରେ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଅଭିଯୋଗ ସହ ଜଡିତ ମାମଲାଗୁଡ଼ିକୁ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇବାକୁ ଦାବି କରାଯାଇଛି। ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ…
ଇମ୍ରାନଙ୍କ ଦାବି ଯୋଗୁ ପାକିସ୍ତାନରେ ରକ୍ତପାତ ହେବାର ଆଶଙ୍କା…
ଇସଲାମାବାଦ,୩୦।୧ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ବିଷୟରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନୂଆ ଦାବି ଦେଶର ରାଜନୀତିରେ ଅଶାନ୍ତି ସୃଷ୍ଟି କରିଛି। ଏହି ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଇମ୍ରାନ…
‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’
ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ଦିନ ଥିଲା କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। କାଠରେ କଣ୍ଢେଇ…
ମୋତେ ମିଶାଇଲରେ ଉଡାଇ ଦେବାକୁ ପୁଟିନ ଦେଇଥିଲେ ଧମକ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଲଣ୍ଡନ,୩୦ ।୧: ରାଷ୍ଟ୍ରପତି ପୁଟିନ ମୋତେ ମିଶାଇଲରେ ଉଡାଇ ଦେବାକୁ ଧମକ ଦେଇଥିଲେ । ଏମିତି ଦାବି କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବିବିସିର ନ୍ୟୁ ଡକ୍ୟୁମେଣ୍ଟାରୀରେ ବୋରିସ ଜନସନ କହିଛନ୍ତି, ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ…
Archives


