ଏହି ଅଭିନେତ୍ରୀ କେବେ କରିନାହାନ୍ତି କିସ୍ ସିନ୍, କାରଣ ଜାଣିଲେ…
ମୁମ୍ବାଇ: ଏକ ସମୟ ଥିଲା. ଯେତେବେଳେ ବୋଲ୍ଡ ସିନ୍ ଦେବା ଇଣ୍ଡଷ୍ଟ୍ରିରେ ବଡ଼ କଥା ଥିଲା। ଆଜିର ଫିଲ୍ମରେ ବୋଲ୍ଡ ଏବଂ ଅନ୍ତରଙ୍ଗ ସିନ୍ ସାଧାରଣ ହୋଇଗଲାଣି। କିସ୍ ସିନ୍ ତ ଦୂରର କଥା ସେହି ସମୟରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ…
ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା
ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୨୦ଆଦିବାସୀ ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକେ ବାସ କରନ୍ତି।…
ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ
ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୯୯ ରନ ସ୍କୋର କରିପାରିଥିଲା। ତେବେ ୧୦୦ ରନ୍ର ଟାର୍ଗେଟକୁ…
ଦକ୍ଷିଣ ଆଫ୍ରିକାରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼,୮ ମୃତ…
କେପଟାଉନ,୩୦।୧ : ଦକ୍ଷିଣ ଆଫ୍ରିକାର ପୂର୍ବ କେପର କ୍ୱାଜାଚେଲେ ସହରରେ ଜଣେ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ମଧ୍ୟ ଆହତ ହୋଇଛନ୍ତି। କୁହାଯାଉଛି ଯେ ଲୋକେ ପାର୍ଟି କରିବା ଲାଗି ଏକାଠି…
ଝାରସୁଗୁଡ଼ାରେ ନବ ଦାସଙ୍କ ପାର୍ଥିବ ଶରୀର
ଝାରସୁଗୁଡ଼ା ଅଫିସ,୩୦ା୧: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମରଶରୀର ସୋମବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସରବାହାଲସ୍ଥିତ ତାଙ୍କ ବାସଭବନକୁ ନିଆଯାଉଛି। ଶେଷଦର୍ଶନ ପାଇଁ…
ବିବିସି ଡକ୍ୟୁମେଣ୍ଟାରିର ଶୁଣାଣି ଫେବୃୟାରୀ ୬ରେ…
ନୂଆଦିଲ୍ଲୀ,୩୦।୧ : ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରି ଉପରେ ହୋଇଥିବା ନିଷେଧାଦେଶର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଫେବୃଆରୀ ୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚ୍ୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସମ୍ମୁଖରେ…
ଭାଜପାରେ ସାମିଲ ହୋଇଥିବା ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ କହିଲା ସିପିଆଇଏମ୍…
ଅଗରତାଲା,୩୦।୧ : ସୋମବାର ତ୍ରିପୁରା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଏମ) ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଇଥିବା ଦଳର ବିଧାୟକ ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ ବୋଲି କହିଛି। ବରିଷ୍ଠ ସିପିଆଇ (ଏମ) ନେତା ପବିତ୍ର କର କହିଛନ୍ତି ଯେ ମବଶର…
ଛାତ ଉପରେ ଗୁଡ଼ି ଉଡ଼ାଉଛି ମାଙ୍କଡ଼, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପଶୁମାନେ ଏମିତି କିଛି କାମ କରିଥାନ୍ତି, ଯାହା ଆଶ୍ଚର୍ଯ୍ୟ କରିଥାଏ। ମଣିଷମାନେ ଯାହା କରନ୍ତି, ସେମାନେ ଏହାକୁ ନକଲ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ମାଙ୍କଡ଼ ଗୁଡ଼ି ଉଡ଼ାଉଥିବାର ଭିଡିଓ ଭାଇରାଲ ହେଉଛି। ଏମିତିରେ ମାଙ୍କଡ଼ମାନେ ମଣିଷର…
ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩୦।୧ : ସୋମବାର ଜାନୁୟାରୀ ୩୦ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ ତମ ପୁଣ୍ୟ ତିଥିରେ ରାଜଘାଟରେ ବାପୁଙ୍କ ସମାଧିସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଜାତିରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…
ଗୁଜରାଟରେ ଭୂକମ୍ପ ଝଟ୍କା
ଅହମ୍ମଦାବାଦ୍,୩୦।୧: ଗୁଜରାଟର କୁଚ ଜିଲାରେ ସୋମବାର ସାକଳୁ ଭୂsକମ୍ପ ଝଟ୍କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲାରେ ୪.୨ ରହିଛି। ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଏସ୍ ଆର୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି…
ସୁସ୍ଥତା ହାର ୯୮.୮୧ ପ୍ରତିଶତ, ଶହେ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩୦।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। କେନ୍ଦ୍ର ସ୍ବାସ୍ଥ୍ୟ…
୧୯୬୨ ସହିତ ୨୦୨୦କୁ ତୁଳନା କରାଯାଇ ପାରିବ ନାହିଁ: ଜୟରାମ ରମେଶ…
ନୂଆଦିଲ୍ଲୀ,୩୦।୧ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିରୋଧୀ ଦଳଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଚାଇନା ଭାରତ ଜମି ଏବେ ଦଖଲ କରିନାହିଁ। ଏହା ୧୯୬୨ ମସିହାରେ…
Archives


