Home

ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଏହି ବୌଦ୍ଧ କୀର୍ତ୍ତିରାଜିର ଇତିହାସ ବଖାଣୁଛି। ହେଲେ ବଦଳିନି ଚକ୍‌ମକ୍‌ ଧଉଳିର ଅନେକ ଐତିହ୍ୟର…

ଆବାସ ଯୋଜନାରୁ ବଞ୍ଚିତ ପୁଷ୍ପଲତା

ବୋଲଗଡ଼,୨୩ା୧୨(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମରେ ଆବାସ ଯୋଜନାରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଚାଳ ଛପର ଘରେ ପରିବାର ସହ ବାସ କରୁଥିବା ୩୭ଜଣ ବିପିଏଲ ହିତାଧିକାରୀଙ୍କ ନାମ ପୂର୍ବରୁ ଆବାସ ଯୋଜନା ତାଲିକାରେ ରହିଥିବା ବେଳେ ଚଳିତ…

ଚଢ଼ାଉ ସତ୍ତ୍ୱେ ବଢୁଛି ନିଶା କାରବାର

ଖୋର୍ଦ୍ଧା ଅଫିସ,୨୩ା୧୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୁଇନ୍ଦା, ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏବଂ ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି କାରବାର ଥମୁନାହିଁ। କୋଲକାତା, ବାଲେଶ୍ୱର ଓ ଜଳେଶ୍ୱରରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ବ୍ରାଉନସୁଗାର…

୫୦୪ ଗୋରୁ ଲମ୍ଫି ରୋଗରେ ଆକ୍ରାନ୍ତ

ସାକ୍ଷୀଗୋପାଳ,୨୩।୧୨ (ସ୍ବ.ପ୍ର./ଡି.ଏନ୍‌.ଏ.): ଦେଶର କେତୋଟି ସ୍ଥାନରେ ଗୋରୁଙ୍କୁ ଲମ୍ଫି ରୋଗ ହୋଇଥିବାବେଳେ ଏବେ ତାହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଡେଇଁଲାଣି। ଏହି ଲମ୍ଫି ରୋଗ ଦ୍ୱାରା ଗୋରୁଙ୍କ ମୃତ୍ୟୁ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ…

ଓଡ଼ିଶା ବାଳିକାଙ୍କୁ ରୌପ୍ୟ

ଭୁବନେଶ୍ୱର, ୨୩।୧୨(ସ୍ପୋଟର୍‌ସ ବ୍ୟୁରୋ):ଜାତୀୟ ସବ୍‌ଜୁନିୟର ମହିଳା ରଗ୍‌ବୀ ଚାମ୍ପିୟନଶିପରେ ଓଡ଼ିଶା ବାଳିକା ଦଳକୁ ମିଳିଛି ରୌପ୍ୟ ପଦକ। ଗୁଜରାଟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଥିଲା। ଫାଇନାଲରେ ଓଡ଼ିଶା ବାଳିକା ଦଳ ବିହାର ନିକଟରୁ ୨୦-୦ରେ ପରାଜିତ ହୋଇ ରୌପ୍ୟ…

ସଜେଇ ହେଉଛି ତାଳବଣିଆ ପଡ଼ିଆ

ପୁରୀ ଅଫିସ,୨୩ା୧୨: ଚଳିତ ମାସ ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ତା’ର ରୌପ୍ୟ ଜୟନ୍ତୀ ଉତ୍ସବ ପୁରୀରେ ଆୟୋଜନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ…

ଆଜି ଆଇପିଏଲ୍‌ ନିଲାମି

ନୂଆଦିଲ୍ଲୀ,୨୩ା୧୨: ମାର୍ଚ୍ଚ ମାସ ସୁଦ୍ଧା ଟି୨୦ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବ ମିନି ଅକ୍ସନ(ନିଲାମି)। ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ…

ଶ୍ରୀମନ୍ଦିରରେ ହୋଇପାରୁନି ସ୍ବତନ୍ତ୍ର ର଼୍ୟାମ୍ପ

ପୁରୀ ଅଫିସ,୨୩ା୧୨: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାର ନିକଟରେ ଏହି ବ୍ୟବସ୍ଥା କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ମାଷ୍ଟର ସେଫ୍‌ ଇଣ୍ଡିଆରେ ଓଡ଼ିଶାରୁ ଅବିନାଶ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ୍‌ ଇଣ୍ଡିଆ ଶୋ’ ଆରମ୍ଭ ହେବ। ପୂର୍ବରୁ ଓଡ଼ିଶାରୁ ଅନେକେ ଏଥିରେ ଅଂଶଗ୍ରହଣ କରି ବିଜେତା ହୋଇଛନ୍ତି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇଥିବା ନେଇ ସୋନି ଚ୍ୟାନେଲ ପକ୍ଷରୁ ବୁଧବାର…

ମୂର୍ତ୍ତି ଚୋରି ରାକେଟ ସକ୍ରିୟ, ଅଚିନ୍ତାରେ ପୋଲିସ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ଓଡ଼ିଶାର ବିଭିନ୍ନ ପୁରାତନ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି। ଲୋକମାନେ ତାଙ୍କ ଆରାଧ୍ୟ ଦେବଦେବୀଙ୍କୁ ପୂଜା କରୁଥିବା ବେଳେ ଏଗୁଡ଼ିକ ଐତିହ୍ୟ ଓ ସଂସ୍କୃକ୍ତିକୁ ଅଧିକ ସମୃଦ୍ଧ କରୁଛି। ହେଲେ ଏହି ବହୁମୂଲ୍ୟ ଅଷ୍ଚଧାତୁ…

ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସ୍ବଚ୍ଛତା, ସମୟାନୁବର୍ତ୍ତିତା, ଅନ୍‌ଲାଇନ ସେବା ତଥା ‘ଇ-ଅବକାରୀ’ ନୀତି ପାଇଁ ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ‘ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ନିମନ୍ତେ ଚୟନ କରାଯାଇଛି। ୨୦୨୩ ଜାନୁୟାରୀ ୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ…

ମେଟ୍ରୋ ଏଜିର ଇଣ୍ଡିଆ ବ୍ୟବସାୟକୁ ଅଧିଗ୍ରହଣ କରିବ ଆର୍‌ଆର୍‌ଏଲ୍‌

ନୂଆଦିଲ୍ଲୀ,୨୩।୧୨:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌) ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଲିମିଟେଡ୍‌ (ଆର୍‌ଆର୍‌ଏଲ୍‌) ଆଉ ଏକ ଜାତୀୟସ୍ତରର ବ୍ରାଣ୍ଡ୍‌କୁ ଅଧିଗ୍ରହଣ କରିବାକୁ ଯାଉଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ବାଣିଜି୍ୟକ ସଂସ୍ଥା ତଥା ମେଟ୍ରୋ ଏଜି ଗ୍ରୁପ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri