ଯନ୍ତ୍ରଣାରୁ ମୁକ୍ତିଦେବ କୁଇକ୍
ଭୁବନେଶ୍ୱର,୨୫ା୨: ଦେଶର ସର୍ବପୁରାତନ ଆୟୁର୍ବେଦ କମ୍ପାନୀ ଓଜୋନ୍ ଫାର୍ମାସ୍ୟୁଟିକାଲର ପ୍ରମୁଖ ବ୍ରାଣ୍ଡ୍ କୁଇକ୍ର ନୂତନ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ୟୁନିଟ୍ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ…
କାନାରା ବ୍ୟାଙ୍କର ମେଗା ରିଟେଲ ଲୋନ୍ ଏକ୍ସପୋ
ଭୁବନେଶ୍ୱର,୨୫ା୨: କାନାରା ବ୍ୟାଙ୍କର ୨ ଦିନିଆ ମେଗା ରିଟେଲ ଲୋନ୍ ଏକ୍ସପୋ ଶୁକାବାରଠାରୁ ଆରମ୍ଭ ହୋଇଯାଇଛି। ଏହା ଜେନେରାଲ ମ୍ୟାନେଜର ବି.ଏଲ୍.ମୀନାଙ୍କ ନେତୃତ୍ୱରେ ବ୍ୟାଙ୍କର ସର୍କଲ ଅଫିସ୍ ପରିସରରେ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର ଏବଂ ନାମୀଦାମୀ ଗାଡ଼ିର…
ସଫଳ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର
ଭୁବନେଶ୍ୱର,୨୫ା୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲରେ ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷହୋଇଛି। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ୍ରି ହସ୍ପିଟାଲ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବିଶେଷକରି ଓଡ଼ିଶାରେ ପ୍ରଥମକରି ରୋବୋଟିକ୍ ମେଶିନ…
ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ହିଜବୁଲର ମୁଖ୍ୟ ସଲାଉଦ୍ଦିନ
ଇସଲାମାବାଦ,୨୫ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ତା’ର ପୂର୍ବ ପ୍ରକୃତିକୁ ଛାଡି ପାରୁ ନାହିଁ । ବିଶ୍ୱ ସଙ୍ଗଠନର ବହୁ ପ୍ରତିବନ୍ଧକ ପରେ ବି ଏଠାରେ ସଡ଼କରେ ଖୋଲାଖୋଲି ଭାବେ ବୁଲୁଛନ୍ତି ଆତଙ୍କବାଦୀ । ନିକଟରେ…
ନ୍ୟୁ ପୋକୋ ସି୫୫ ଉନ୍ମୋଚିତ
ନୂଆଦିଲ୍ଲୀ,୨୫ା୨: ଦେଶର ପ୍ରମୁଖ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋର ସି-ସିରିଜ୍ ସ୍ମାର୍ଟଫୋନ୍ ପୋକୋ ସି୫୫ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ପୋକୋ ସି୫୫ ଏକ ଷ୍ଟାଇଲିଶ ଲେଦର-ଭଳି ଷ୍ଟିଚ୍ ଡିଜାଇନ୍ ଓ ଏକ ବୃହତ୍ ୬.୭୧ ଇଞ୍ଚ ଏଚ୍ଡି+ ଡିସ୍ପ୍ଳେ…
ପୁରୀରେ ଖିମ୍ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୨୫ା୨: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ପୁରୀ ସହରର ଭିଆଇପି ରୋଡ୍ସ୍ଥିତ ପୋଲିସ ଲାଇନଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମୁଖ୍ୟ ଅତିଥି…
ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଫଳତା ଲୁଚାଯାଇଛି: ଭାଜପା
ଭୁବନେଶ୍ବର,୨୫ା୨(ବ୍ୟୁରୋ): ମିଥ୍ୟା ତଥ୍ୟର ଦସ୍ତାବିଜ ହେଉଛି ଗୁରୁବାର ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଦ୍ଧସତ୍ୟ, ଗୋଲାପୀ ସ୍ବପ୍ନ ଆଧାରିତ ଏହି ରିପୋର୍ଟରେ ଅନେକ ବିଫଳତାକୁ ରାଜ୍ୟ ସରକାର ଲୁଚାଇଛନ୍ତି। ଆସନ୍ତା ଫେବୃୟାରୀ ୨୮ରେ ଜାତୀୟ ଆୟ ୨୦୨୨-୨୩ର…
ରାୟପୁରରେ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦ
ଭୁବନେଶ୍ବର,୨୫ା୨(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ୮୫ ତମ ମହା ଅଧିବେଶନରେ ଯୋଗଦେବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବହୁ ନେତା ଶୁକ୍ରବାର ଛତିଶଗଡ଼ର ରାୟପୁର ଗସ୍ତରେ ଯାଇଛନ୍ତି।…
ୟୁଏନ୍ଜିଏରେ ପାକିସ୍ତାନକୁ ଭାରତର ନିନ୍ଦା
ଜାତିସଂଘ,୨୫ା୨(ପି.ଟି.): ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ୍ ଉପରେ ସ୍ବତନ୍ତ୍ର ଅଧବେଶନ ବସିଥିବାବେଳେ ସେଠାରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର ନିନ୍ଦା କରିଛି। ଇସ୍ଲାମାବାଦ ଏଭଳି ପ୍ରସଙ୍ଗ ଉଠାଇବା ଦୁଃଖଦାୟକ ଓ ଭୁଲ୍ ଉପସ୍ଥାପନା ବୋଲି ନୂଆଦିଲ୍ଲୀ କହିଛି। ଆତଙ୍କବାଦୀଙ୍କୁ…
ଭାରତୀୟ କନ୍ସୁଲେଟ୍କୁ ଖଲିସ୍ତାନୀଙ୍କ ଟାର୍ଗେଟ
ମେଲ୍ବୋର୍ନ,୨୫ା୨(ପି.ଟି.): ଅଷ୍ଟ୍ରେଲିଆରେ ବ୍ରିସ୍ବେନ୍ରେ ଥିବା ଭାରତର ଅନରାରି କନ୍ସୁଲେଟ୍କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ସେମାନେ କନ୍ସୁଲେଟ୍ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଏହା ସଦ୍ୟତମ ଉଗ୍ରବାଦୀ କାର୍ଯ୍ୟ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ…
୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୫ା୨: ଏୟାରବସ୍ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ ଚଳିତ ବର୍ଷ ୯୦୦ ପାଇଲଟ ଏବଂ ୪,୨୦୦ରୁ ଊର୍ଦ୍ଧ୍ୱ କ୍ୟାବିନ୍ କର୍ମଚାରୀ ନିଯୁକ୍ତ କରିବା…
ଚାଇନା ଦେଲା ଶାନ୍ତି ପ୍ରସ୍ତାବ
ବେଜିଂ,୨୫ା୨: ୟୁକ୍ରେନ୍ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ମସ୍କୋ ସହ ଘନିଷ୍ଠତା ନ ବଢ଼ାଇବାକୁ ବେଜିଂକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି…
Archives


