Home

ଭାରତୀୟ କନ୍‌ସୁଲେଟ୍‌କୁ ଖଲିସ୍ତାନୀଙ୍କ ଟାର୍ଗେଟ

ମେଲ୍‌ବୋର୍ନ,୨୫ା୨(ପି.ଟି.): ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ରେ ଥିବା ଭାରତର ଅନରାରି କନ୍‌ସୁଲେଟ୍‌କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ସେମାନେ କନ୍‌ସୁଲେଟ୍‌ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଏହା ସଦ୍ୟତମ ଉଗ୍ରବାଦୀ କାର୍ଯ୍ୟ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ…

୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୫ା୨: ଏୟାରବସ୍‌ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ ଚଳିତ ବର୍ଷ ୯୦୦ ପାଇଲଟ ଏବଂ ୪,୨୦୦ରୁ ଊର୍ଦ୍ଧ୍ୱ କ୍ୟାବିନ୍‌ କର୍ମଚାରୀ ନିଯୁକ୍ତ କରିବା…

ଚାଇନା ଦେଲା ଶାନ୍ତି ପ୍ରସ୍ତାବ

ବେଜିଂ,୨୫ା୨: ୟୁକ୍ରେନ୍‌ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ମସ୍କୋ ସହ ଘନିଷ୍ଠତା ନ ବଢ଼ାଇବାକୁ ବେଜିଂକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି…

ଅଜେୟ ୟୁକ୍ରେନ୍‌

କିଭ୍‌,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍‌ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଆମ ଦେଶ ସାରା ବିଶ୍ୱକୁ ପ୍ରେରଣା…

ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା

ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ ଆମେରିକି ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି । ସେ ଦାବି କରି କହିଛନ୍ତି, ଆମେରିକାକୁ ଲାଗୁନାହିଁ…

ଶେଷ ନିଃଶ୍ୱାସ ଯାଏ ଭାଜପା ଲାଗି ଲଢ଼ିବି: ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ବିଧାନସଭାରେ ବିଦାୟ ଭାଷଣ ଦେଇଛନ୍ତି। ଏଥିରେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭାଜପାକୁ ଜିତାଇବା ଲାଗି ସେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି। ବିଧାନସଭାରେ…

ନଓ୍ବାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପତ୍ନୀ, କହିଲେ…

ବମ୍ବେ: ଅଭିନୟରେ ଯେତିକି ସଫଳ, ବ୍ୟକ୍ତିଗତ ଜୀବନରେ ସେତିକି ଅସଫଳ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ଦୀର୍ଘଦିନ ଧରି ତାଙ୍କର ପାରିବାରିକ ବିବାଦ ଚର୍ଚ୍ଚାରେ ରହି ଆସୁଛି। ଏବେ ପତ୍ନୀ ଆଲିଆ ଅଭିନେତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ସେ…

୫୧୨ କିଲୋ ପିଆଜ ବିକି ପାଇଲେ ମାତ୍ର ୨.୪୯ ଟଙ୍କା, ଚାଷୀ କହିଲେ ‘କିଭଳି ବଞ୍ଚିବୁ’

ସୋଲାପୁର,୨୪।୨: ଦେଶରେ ଚାଷୀଙ୍କ ଅବସ୍ଥା କାହାକୁ ବା ଅଛପା। କଠିନ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପ୍ରାପ୍ୟ ନ ପାଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ଚାଷୀ। ଏହାର ଏକ ସଦ୍ୟ ଉଦାହରଣ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି। ରାଜ୍ୟର ସୋଲାପୁରର ଜଣେ କୃଷକ…

ଫେରୁଛନ୍ତି ମୋହସିନ! ଅନୁପମାଙ୍କ ବୋହୂଙ୍କ ସହ ରୋମାଣ୍ଟିକ ଫଟୋ ଭାଇରାଲ ପରେ…

ବମ୍ବେ: ଟେଲି ପରଦାକୁ ପୁଣି ଫେରୁଛନ୍ତି ଅଭିନେତା ମୋହସିନ ଖାଁ। ଅନୁପମାଙ୍କ ଗେହ୍ଲି ବୋହୂ କିଞ୍ଜଲ ଓରଫ ନିଧି ଶାହାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ପ୍ରଶଂସକ ଏଥିରେ…

୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ: ଆୟବ୍ୟୟ ନେଇ ବିସ୍ତୃତ ତଥ୍ୟ ଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ରେକର୍ଡ ପରିମାଣର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ଅନେକ ନୂଆ ଯୋଜନା ଘୋଷଣା କରାଯିବା ସହ ସ୍ବାସ୍ଥ୍ୟ,…

୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟରେ ନୂଆ ରେକର୍ଡ କରିଥିଲେ ସଚିନ: ଚୌକା-ଛକା ବର୍ଷା କରି…

ନୂଆଦିଲ୍ଲୀ,୨୪।୨: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଜଣାଶୁଣା। ସେ ୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ୍‌…

ସିଡବ୍ଲ୍ୟୁସି ପାଇଁ ହେବନି ନିର୍ବାଚନ

ରାୟପୁର,୨୪।୨: ଚଳିତ ବର୍ଷ କଂଗ୍ରେସର ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ପାଇଁ ନିର୍ବାଚନ ନକରିବାକୁ ଶୁକ୍ରବାର ଷ୍ଟିଅରିଂ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂତନ ସିଡବ୍ଲ୍ୟୁସି ଗଠନ ପାଇଁ ଦଳର ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି। ସୂଚନାଅନୁସାରେ, ପ୍ରାୟ ୪୫ଜଣ ନେତା ସିଡବ୍ଲ୍ୟୁସି ପ୍ରସଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri