ରାଜ୍ୟ ବଜେଟ: ଜାଣନ୍ତୁ କ’ଣ ରହିଛି ନୂଆ, କେଉଁ ଯୋଜନାରେ କେତେ ବ୍ୟୟବରାଦ…
ଭୁବନେଶ୍ୱର,୨୪।୨(ବ୍ୟୁରୋ): ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ…
ରାଜ୍ୟ ବଜେଟରେ ‘ମିଶନ ଶକ୍ତି ସ୍କୁଟର ଯୋଜନା’: ହୋଇଛି ୫୦ କୋଟିର ବ୍ୟୟବରାଦ
ଭୁବନେଶ୍ୱର,୨୪।୨(ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ମିଶନ ଶକ୍ତି ବିଭାଗ ପାଇଁ ୨୫୫୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଶେଷକରି ମିଶନ ଶକ୍ତି…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ୧୩୯ କୋଟି ଟଙ୍କା ବ୍ୟୟବରାଦ: ଅର୍ଥମନ୍ତ୍ରୀ
ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଅପରାହ୍ନରେ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି। ୩୪,୫୦୦ ଛାତ୍ରୀଛାତ୍ରଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ…
ଭଗଓ୍ବନ୍ତ ମାନଙ୍କୁ ଝଟ୍କା: ବଜେଟ ଅଧିବେଶନ ପାଇଁ ମଞ୍ଜୁରୀ ଦେଲେନି ରାଜ୍ୟପାଳ
ଚଣ୍ଡିଗଡ଼,୨୪।୨: ପଞ୍ଜାବର ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି। ଚଳିତ ଥର ବଜେଟ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ମନା କରିଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳ ଭଗଓ୍ବନ୍ତ ମାନଙ୍କୁ ନିୟମିତ ଚିଠି ଲେଖିଛନ୍ତି।…
ଜେଲ୍ରୁ ମୁକୁଳିଲେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ: ଶୁଭିଲା ‘ଜୋ ବୋଲେ ସୋ ନିହାଲ’ ସ୍ଲୋଗାନ୍
ଚଣ୍ଡିଗଡ଼,୨୪।୨: ଖଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ବାହାରିବା ପରେ ତୁଫାନ ଓ ସଂଗଠନର ଅନ୍ୟ ଲୋକମାନେ ‘ଜୋ ବୋଲେ ସୋ ନିହାଲ’ର ସ୍ଲୋଗାନ୍…
କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ, କହିଲେ ‘ଭାରତ ମୋ ପାଇଁ ସବୁକିଛି’
ବମ୍ବେ: ଭାରତରେ ଥାଇ ବି କାନାଡିୟ ନାଗରିକତ୍ୱ ଥିବାକୁ ନେଇ ଟ୍ରୋଲ ହୋଇ ଆସୁଛନ୍ତି ବଲିଉଡ୍ର ଖିଲାଡି କିଙ୍ଗ ଅକ୍ଷୟ କୁମାର। ଅନେକ ଥର ତାଙ୍କୁ ଏଥିଲାଗି କଟାକ୍ଷ କରାଯାଇଛି। ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼…
୨୦୨୩-୨୪ ରାଜ୍ୟ ବଜେଟ: କୃଷି ପାଇଁ ୨୪ ହଜାର ୮୨୯ କୋଟି
ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି। ବଜେଟରେ ଚାଷୀଙ୍କୁ ଅଧିକ…
ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା
ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର ନୂତନ ଦିଗ ସୃଷ୍ଟି କରିବାକୁ ଆଲୋଚନା କରୁଥିବାବେଳେ ବିରୋଧୀ ତ୍ରୁଟି ଗଣନା କରି ସରକାରଙ୍କ…
ଋତୁସ୍ରାବ ସମୟରେ ଛୁଟି ସମ୍ବନ୍ଧୀୟ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୨: ମାସିକ ଋତୁସ୍ରାବ ସମୟରେ ସ୍କୁଲ ଏବଂ କାର୍ଯ୍ୟସ୍ଥଳରୁ ଛୁଟି ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୧୯୬୧ ମାତୃତ୍ୱ ସୁବିଧା ଆଇନକୁ ଦର୍ଶାଇ ଛାତ୍ରୀ ଏବଂ କାର୍ଯ୍ୟରତ ମହିଳାମାନଙ୍କୁ ନିଜ କର୍ମକ୍ଷେତ୍ରରେ ଛୁଟି ପ୍ରଦାନ…
ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ବୋନି
ମୁମ୍ବାଇ: ଆଜି ବଲିଉଡ୍ର ସୌନ୍ଦର୍ଯ୍ୟ ରାଣୀ ଶ୍ରୀଦେବୀଙ୍କ ୫ମ ମୃତ୍ୟୁ ବାର୍ଷିକୀ। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀ ଦୁନିଆରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରେ ଶ୍ରୀଦେବୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କର ଅନୁପସ୍ଥିତି କେବେ ବି ପୂରଣ ହୋଇପାରିବ ନାହିଁ।…
ମିଡିଆ ଉପରେ ଲାଗିପାରିବନି ରୋକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୨: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ମିଡିଆ କଭରେଜ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଶୁକ୍ରବାର କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଏ ଚନ୍ଦ୍ରଚୁଡ…
୩୬୫ ଦିନରେ ଯୁଦ୍ଧ
ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ ରୁଷିଆର ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ତୈଳ ଓ ଗ୍ୟାସ୍ ରପ୍ତାନି ଭଳି ରାଜସ୍ବର…
Archives


