‘ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ନୂଆ ଆହ୍ବାନକୁ ଗୁରୁତ୍ୱ’
ଭୁବନେଶ୍ୱର,୭।୧୨: ସୀମାଶୁଳ୍କ ଆୟୋଗ ଭୁବନେଶ୍ୱର ପକ୍ଷରୁ କଷ୍ଟମ୍ସ ଆକ୍ଟ ବା ସୀମାଶୁଳ୍କ ଅଧିନିୟମ-୧୯୬୨ର ୬୦ତମ ବାର୍ଷିକ ଉତ୍ସବ ସୋମବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅଡିଟୋରିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର ଜିଏମ ରୂପ୍ ନାରାୟଣ…
‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’
ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେଇ ଆସୁଛି। ସେହିଭଳି ଉନ୍ନତମାନର…
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ: ଆମେରିକା ଉସୁକାଉଥିବା ଅଭିଯୋଗ…
ମସ୍କୋ/ଓ୍ବାଶିଂଟନ,୭।୧୨ : ୟୁକ୍ରେନ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୁଷିଆରେ ପ୍ରବେଶ କରି ଏହାର ଅନ୍ୟ ଏକ ବାୟୁସେନା ବେସକୁ ଧ୍ୱଂସ କରିଛି। ଡ୍ରୋନ ଆକ୍ରମଣରେ ବାୟୁସେନା ବେସରୁ ଧୂଆଁ ଏବଂ ନିଆଁର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ନିଜ ଉପରେ…
ଇସିଆର୍ ପକ୍ଷରୁ ମହାପରିନିର୍ବାଣ ଦିବସ
ଭୁବନେଶ୍ୱର,୭।୧୨: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ କର୍ମଚାରୀମାନେ…
ବୃଦ୍ଧି ପାଇଛି କୋଇଲା ଉତ୍ପାଦନ
ନୂଆଦିଲ୍ଲୀ, ୭।୧୨: ଚଳିତ ବର୍ଷ ନଭେମ୍ବରରେ କୋଇଲା ଉତ୍ପାଦନ ୧୧.୬୬% ବୃଦ୍ଧି ପାଇ ୭୫.୮୭ ମିଲିୟନ ଟନ୍ରେ ପହଞ୍ଚଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧ରେ ୬୭.୯୪ ମିଲିୟନ୍ ଟନ୍ ହୋଇଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ତାହା…
‘ଭାରତ ଡ୍ରୋନ୍ ଟେକ୍ନୋଲୋଜିର କେନ୍ଦ୍ର ହେବ’
ନୂଆଦିଲ୍ଲୀ,୭।୧୨: ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ ବୃହତ୍ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତକୁ ଅତି କମ୍ରେ ୧ ଲକ୍ଷ ଡ୍ରୋନ୍ ପାଇଲଟ୍ଙ୍କର ଆବଶ୍ୟକତା ପଡ଼ିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ…
ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର
ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବାକୁ ଦାବି କରିଥିବା ଜଣାପଡ଼ିଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ…
ଘରକୁ ଘର ପ୍ରଚାର ଲାଗି ଭାଜପା ନେତାଙ୍କୁ କହିଲେ ନଡ୍ଡା
ନୂଆଦିଲ୍ଲୀ,୭।୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରକୁ ଘର ଯାଇ ଲୋକଙ୍କ ସହ ଭାବାତ୍ମକ ସମ୍ପର୍କ ରଖିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଙ୍ଗଳବାର ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।…
ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର
ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ୍ (ଆଇଏଲ୍ଓ) ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା…
୩୧% ମହିଳାଙ୍କ ପାଖରେ ଫୋନ୍
ନୂଆଦିଲ୍ଲୀ,୭।୧୨: ଭାରତରେ ୩୧% ମହିଳାଙ୍କ ନିକଟରେ ନିଜସ୍ବ ଫୋନ୍ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍ ସଂଖ୍ୟାରେ ଫୋନ୍ ବ୍ୟବହାର କରୁଥିବା ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦେଶରେ ମୋଟ ୬୦% ପୁରୁଷଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍…
୩୩ ସପ୍ତାହରେ ଗର୍ଭପାତକୁ ହାଇକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ,୭।୧୨(ପି.ଟି.): ଭ୍ରୂଣର ମସ୍ତିଷ୍କରେ ଅସ୍ବାଭାବିକତା ଥିବାରୁ ଜଣେ ୨୬ ବର୍ଷୀୟା ମହିଳା ଗର୍ଭପାତ କରିବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଭ୍ରୂଣରେ ସମସ୍ୟା ଯୋଗୁ ତାଙ୍କର ମାନସିକ ଏବଂ ସାମାଜିକ ସ୍ବାସ୍ଥ୍ୟ ତଥା ଶିଶୁର ସ୍ବାସ୍ଥ୍ୟକୁ ଚିନ୍ତା କରି ସେ…
ଓ୍ବାଇଏସ୍ଆର୍ସି ନେତାଙ୍କୁ ଛୁରିଭୁସି ହତ୍ୟା
ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍ପିପିର ଉପସଭାପତି ଏବଂ ଶ୍ରୀକାକୁଲମ ଗ୍ରାମର ପୂର୍ବତନ ସରପଞ୍ଚ। ବିଭିନ୍ନ ବ୍ୟବସାୟ ସହ ସେ ସମ୍ପୃକ୍ତ ଥିଲେ। ସେ ପ୍ରାତଃ…
Archives


