Home

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍‌ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ…

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ଅତିଥି ସାମିଲ ହେବେ। ବିବାହ…

କୃଷକଙ୍କୁ ହୋଲିର ଉପହାର ଦେଲେ ଯୋଗୀସରକାର

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଯୋଗୀ ସରକାର ନିକଟରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ୟୁପି ସରକାରରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ଏହି ବଜେଟ ଉପସ୍ଥାପନ କରିଥିଲେ। ବଜେଟରେ ସମସ୍ତ ବିଭାଗ ସହିତ କୃଷକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବଜେଟ ପରେ ମୁଖ୍ୟମନ୍ତ୍ରୀ…

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ଆନନ୍ଦ ଓ ସୌରଭ…

ୟୁନେସ୍କୋ, କିସ୍‌, ଓଡ଼ିଶା ସରକାର ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ୱର, ୨୫ା୨(କ୍ରୀଡ଼ା ପ୍ରତିନିଧି): ୟୁନେସ୍କୋର ‘ଫିଟ୍‌ ଫର୍‌ ଲାଇଫ୍‌’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍‌ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ…

ଶ୍ରୀଲଙ୍କା କ୍ରିକେଟର ରେକର୍ଡ ଆୟ

କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି ଏବଂ ଆଇସିସିର ବାର୍ଷିକ ସଦସ୍ୟ ବଣ୍ଟନ ଆଦି ୪ଟି ମାଧ୍ୟମରୁ ଆୟ ହୋଇଛି। କ୍ରୀଡ଼ାମନ୍ତ୍ରୀ…

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ସିଜନ ଆରମ୍ଭରେ ସିନ୍ଧୁଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଏହି…

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨, ୨୧-୧୮ରେ…

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସାମାନ୍ୟ ଇଞ୍ଜୁରି ପାଇଁ କର୍ତ୍ତୃପକ୍ଷ ଏହି ଦୁଇ ଖେଳାଳିଙ୍କୁ ଦଳରୁ…

ଦେଶରେ କୋଭିଡ ଭ୍ୟାକ୍ସିନ ବଞ୍ଚାଇଛି ୩୪ ଲକ୍ଷ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୨୫ ।୨: ଠିକ୍ ସମୟରେ ନାଗରିକଙ୍କୁ ଭ୍ୟାକ୍ସିନ ଦେଇ ଭାରତ ୩୪ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଏକଥା କହିଛି ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକ ରିପୋର୍ଟ, ଯେଉଁଥିରେ ଭାରତର କୋଭିଡ ଭ୍ୟାକ୍ସିନ ଉପରେ ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚ…

ଏଚ୍‌ପିର ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୨: ଦେଶର ପ୍ରମୁଖ ଆଇଟି ବ୍ରାଣ୍ଡ୍‌ ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ‘ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର’ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି। ଏପରିକି ଇ ମାର୍ଟ ଫର୍‌ ୟୁ ପ୍ରାଇଭେଟ୍‌ ଲିମିଟେଡ୍‌…

ଟ୍ରମ୍ଫକୁ ହତ୍ୟା ଧମକ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମାରିବାକୁ ଇରାନ ପ୍ରସ୍ତୁତ କରିଛି କ୍ରୁଜ ମିଶାଇଲ

ତେହରାନ,୨୫ ।୨: ଇରାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଇରାନର ଟପ କମାଣ୍ଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏଥିପାଇଁ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବାର କ୍ଷମତା ରଖିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri