Home

ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଏପ୍ରିଲ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ,୩୦ା୩: ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆସ୍ଥିତ କାର୍ଯ୍ୟାଳୟ ପରିସରରେ ୨୦୨୧ ଜାନୁୟାରୀ ୫ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଧରିତ୍ରୀରେ ବିସ୍ତୁତ ଭାବେ…

ରାହୁଲଙ୍କ ସଦସ୍ୟତା ରଦ୍ଦ ମାମଲା: ପ୍ରତିକ୍ରିୟା ପ୍ରକାଶ କଲା ଜର୍ମାନୀ

ବର୍ଲିନ୍‌/ନୂଆଦିଲ୍ଲୀ,୩୦।୩: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ବାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ…

ଠିକାଦାର ଶ୍ରମ ଆଇନ ମାନିନାହାନ୍ତି

ଜଗତ୍‌ସିଂହପୁର ଅଫିସ,୩୦ା୩: ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ଜମିରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ବିଲ୍ଡିଂ ପାର୍ଶ୍ୱରେ ବନ୍ଧା ଯାଇଥିବା ବାଉଁଶଭାରା ଭୁଶୁଡ଼ି ପଡ଼ିବାରୁ େସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ୩ ଶ୍ରମିକ ତଳେ ପଡ଼ି ଆହତ ହୋଇଥିଲେ।…

ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର ଅଫିସ,୩୦ା୩: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନି ପୁଣି ପଦାକୁ ଆସିଛି। ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀରେ କେନାଲ ଉପରେ ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ…

ତାଇଓ୍ବାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ: ଅସନ୍ତୋଷ ବ୍ୟକ୍ତ କଲା ଚାଇନା…

ତାଇପେ/ବେଜିଂ/ଓ୍ବାଶିଂଟନ,୩୦।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବୁଧବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଏଥିରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିନପିଙ୍ଗ କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ଆମେରିକାର ବାଚସ୍ପତିଙ୍କୁ ନ ଭେଟିବା ଉଚିତ।…

ଫ୍ଲୋରିଡା ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାରର ଦାନ…

ଓ୍ବାଶିଂଟନ,୩୦।୩ : ଭାରତୀୟ ଆମେରିକୀୟ ବ୍ୟବସାୟୀ ରମେଶ ଭୁଟାଡା ଆମେରିକାର ଫ୍ଲୋରିଡାସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାର ଦାନ କରିଛନ୍ତି। ହିନ୍ଦୁ ବିଶ୍ୱବିଦ୍ୟାଳୟ ହେଉଛି ଆମେରିକାର ଏକମାତ୍ର ଅନୁଷ୍ଠାନ ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଦର୍ଶନ ଉପରେ ଆଧାର କରି…

ଚିଲିରେ ମଣିଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ: କୁକୁଡା ରପ୍ତାନୀ ବନ୍ଦ…

ସାଣ୍ଟିଆଗୋ,୩୦।୩ : ଚିଲିରେ ମନୁଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ବାର୍ଡ ଫ୍ଲୁରେ ଆକ୍ରାନ୍ତ…

ରାମ ନବମୀର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୩ : ଗୁରୁବାର ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ରାମ…

ଏନ୍‌ସିଏ କ୍ୟାମ୍ପରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ବିସିସିଆଇ ଘରୋଇ ସିଜନ ୨୦୨୨-୨୩ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଓଡ଼ିଶାର ୧୯ ବର୍ଷରୁ କମ୍‌ ୫ ମହିଳା ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) କ୍ୟାମ୍ପପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ…

କ୍ୟାପିଟାଲ୍ସ ଦଳରେ କିପିଂ ସମସ୍ୟା

ନୂଆଦିଲ୍ଲୀ, ୩୦।୩ : ତାରକା ଖେଳାଳି ରିଷଭ ପନ୍ତ ଦୁର୍ଘଟଣା ଜନିତ ଆହତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଉଇକେଟ କିପରଙ୍କୁ ନେଇ ସମସ୍ୟା ଦେଖା ଦେଇଛି।…

ହକି ଇଣ୍ଡିଆ ୧୧,୦୦୦ ଷ୍ଟିକ୍‌, ୩,୩୦୦ ବଲ୍‌ ବାଣ୍ଟିବ

ନୂଆଦିଲ୍ଲୀ, ୩୦।୩: ଦେଶରେ ହକିର ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ହକି ଇଣ୍ଡିଆ ଏହାର ରାଜ୍ୟ ଯୁନିଟ ଏବଂ ନିର୍ଦ୍ଧିଷ୍ଟ କେତେକ ହକି ଏକାଡେମୀକୁ ୧୧,୦୦୦ ହକି ଷ୍ଟିକ୍‌, ୩,୩୦୦ ବଲ୍‌ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଖେଳ…

କଳିଙ୍ଗରେ ଟେନିସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହୋଇଛି ଆଉ ଏକ ନୂଆଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଟେନିସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଟିଏଫ୍‌(ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ)ଏସିଆନ ଟେନିସ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?