Home

ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଲାଓ୍ବଲଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ: ପାକିସ୍ତାନ ଗଣମାଧ୍ୟମର ଦାବି…

ଇସଲାମାବାଦ,୨୪।୧ : ପାକିସ୍ତାନର ଅର୍ଥନୈତିକ ସଙ୍କଟ ଜାରି ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିକଟରେ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଥିଲେ। ତେବେ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏବେ ପାକିସ୍ତାନୀ ଗଣମାଧ୍ୟମରୁ ଏକ ବଡ…

ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ

ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଯଦି କେବେ ବି ମୁଁ ଗୁଲାମ…

ମୃତ୍ୟୁ ହାର ହ୍ରାସ ପାଇ ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଚାଇନାରେ ଆତଙ୍କ…

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରମାଣ ଦେବା ଆବଶ୍ୟକତା ନାହିଁ: ରାହୁଲ

ଶ୍ରୀନଗର,୨୪।୧: ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ପୁଲଓ୍ବାମା ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଦେଇଥିବା ବୟାନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ଦୂରେଇ ରଖିଛନ୍ତି। ଏଥିସହ ରାହୁଲ କହିଛନ୍ତି, ଦିଗ୍‌ବିଜୟ ସିଂହ ଯାହା କହିଛନ୍ତି ସେଥିରେ ସହମତ ନୁହଁନ୍ତି।…

ମଧୁର ଦାମ୍ପତ୍ୟ କଥା…

”ବିବାହ ପୂର୍ବରୁ ହେଉ ଅବା ପରେ ନିଜ ବୈବାହିକ ଜୀବନକୁ ନେଇ ଅନେକେ ରଙ୍ଗିନ ସ୍ବପ୍ନ ଦେଖିଥାଆନ୍ତି । ହେଲେ ଏହି ସମୟରେ ପରସ୍ପର ଭିତରେ ଉତ୍ତମ ବୁଝାମଣା ହିଁ ଏହାକୁ ସଫଳ କରିବାରେ ସହାୟକ ହୋଇଥାଏ। ଯଦି ପରସ୍ପର ଭିତରେ…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ଦିନିକିଆ ଇନ୍ଦୋରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି…

ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା

ଓ୍ବାଶିଂଟନ୍‌,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି ତାହା…

ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମା’, ପଛ ସିଟ୍‌ରେ ପିଲାଟିର କାର୍ଯ୍ୟ ଦେଖି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଛୋଟ ପିଲାମାନଙ୍କୁ ସେମାନଙ୍କ ମାତାପିତା ସ୍କୁଲ ନେବାଆଣିବା କରନ୍ତି। ଅନେକ ଥର ପିଲାମାନେ ବିଦ୍ୟାଳୟକୁ ନ ଯିବାର ଜିଦ ଧରିଥାନ୍ତି। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମାତାପିତା ପିଲାଙ୍କୁ ସ୍କୁଲ ନେଇଯାଆନ୍ତି। ବିଦ୍ୟାଳୟକୁ ନ ଯିବା ପାଇଁ, ଅନେକ ଥର ପିଲାମାନେ…

ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧: ବାଗେଶ୍ୱର ଧାମର ପୀଠାଧୀଷ ଧୀରେନ୍ଦ୍ର ଶାସ୍ତ୍ରୀ ଆଜିକାଲି ବିବାଦ ଘେରରେ ରହିଛନ୍ତି। ସେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଏବଂ ନିଜକୁ ଚମତ୍କାର ବୋଲି କହୁଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସରେ ଏକ ଅଭିଯୋଗ ମଧ୍ୟ ଦିଆଯାଇଛି। ଏବେ ତାଙ୍କୁ…

ଇତିହାସ ରଚିଲେ ଏହି କ୍ରିକେଟର୍‌: ମାତ୍ର ୨୪ ବର୍ଷ ବୟସରେ…

ନୂଆଦିଲ୍ଲୀ,୨୪।୧: ଆଫଗାନିସ୍ତାନ ସ୍ପିନର ରଶିଦ ଖାନ ନିଜ ବୋଲିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି। ବିଶ୍ୱର ଅନେକ ଫ୍ରାଞ୍ଚାଇଜ ତାଙ୍କୁ ଟି-୨୦ ଲିଗରେ ନିଜ ଦଳରେ ସାମିଲ କରିବାକୁ ଏକପ୍ରକାର ପ୍ରତିଯୋଗିତା କରନ୍ତି। ଏସଏସ୍‌ ଟି-୩୦ ଲିଗରେ ଏମ୍‌ଏଇ କେପଟାଉନ…

ନିଜ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୪।୧: ଆଇସିସି ୨୦୨୨ ବର୍ଷ ପାଇଁ ପୁରୁଷ ଟି-୨୦ ଦଳ ଘୋଷଣା କରିଛି। ପାକିସ୍ତାନର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ତେବେ ରିଜୱାନଙ୍କ ସମୟ ଏବେ ଭଲ ଚାଲିନାହିଁ। ସେ ସବୁ ଦିଗରୁ…

ବଦଳିଲା ଦିଗ୍‌ବିଜୟ ସିଂଙ୍କ ସ୍ବର

ନୂଆଦିଲ୍ଲୀ,୨୪।୧: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦିଗ୍‌ବିଜୟଙ୍କ ମନ୍ତବ୍ୟକୁ ନେଇ କେବଳ ଭାଜପା ତାଙ୍କୁ ଟାର୍ଗେଟ୍‌ କରିନାହିଁ, ତାଙ୍କ ଦଳ କଂଗ୍ରେସ ମଧ୍ୟ ଏଥିରୁ ନିଜକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri