ସହାୟତା ଅପେକ୍ଷାରେ ପବିତ୍ରଙ୍କ ପରିବାର
ନିରାକାରପୁର,୨୦ା୧(ଡି.ଏନ୍.ଏ.): ଦିନ ଥିଲା ରାଜନେତାଙ୍କଠାରୁ ଆରମ୍ଭ କରି ବଣିକ ସଂଘ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଥିଲେ ନିରାକାରପୁର ପଞ୍ଚାୟତର ପବିତ୍ର ମୋହନ ସାହୁ ଓରଫ ପବି। ତେବେ ସେ ମୁଖ କର୍କଟ ରୋଗରେ ପୀଡ଼ିତ ହେବା ପରେ ଯେପରି ସମସ୍ତଙ୍କ ପାଇଁ…
ବେଦାନ୍ତର ନିକ୍ଷୟ ମିତ୍ର ଅଭିଯାନ
ଭୁବନେଶ୍ୱର,୨୦।୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ପକ୍ଷରୁ ନିକ୍ଷୟ ମିତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ କମ୍ପାନୀ ଦୃଢ଼ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛି। ସେହିଭଳି ୨୦୨୫ ଶେଷ ସୁଦ୍ଧା…
ଗୋରୁଙ୍କଠାରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ
ଯାଆଁଳା ,୨୦ା୧(ଡି.ଏନ୍.ଏ.): ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ପଞ୍ଚାୟତରେ ଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।…
‘ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଇମଣ୍ଡ ସେଲ୍’
ନୂଆଦିଲ୍ଲୀ,୨୦।୧:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ନିକଟରେ ‘ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଏମଣ୍ଡ ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ର ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଶପିଂ ଅନୁଭବ ପ୍ରଦାନ କରାଇବା ପାଇଁ ଆକର୍ଷଣୀୟ ଡିଜାଇନ, ୟୁନିକ୍ କଲେକ୍ସନ ଓ…
କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ଗିରଫ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍କୋ ବସ୍ତିରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିବା ଘଟଣାରେ ଗୁରୁବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଏଠାରେ ରହୁଥିବା…
‘ଅନ୍ତର୍ଜାତୀୟ ବଜାରରେ ସେବା ଯୋଗାଇବ ଇଭୋସ୍’
ଭୁବନେଶ୍ୱର,୨୦ା୧:ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍ କମ୍ପାନୀ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଆଗାମୀ ଦିନରେ ଜାତୀୟ ଓ ଅନ୍ତଜାତୀୟ ବଜାରରେ ଆନୁଷ୍ଠାନିକ ସେବା ଯୋଗାଇବ ବୋଲି ଇଭୋସ୍ ପକ୍ଷରୁ କୁହାଯାଇଛି। ଏପରିକି ଇଭୋସ୍ ଦୁବାଇ,ସାଉଦି ଆରବ, ଇଂଲଣ୍ଡ, କୁଏତ୍ ଭଳି ୧୨ଟି…
ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ
ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୦ା୧ (ଡି.ଏନ୍.ଏ.): ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ। ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି। ଜାନୁୟାରୀ ୨୦ତାରିଖ ଭିତରେ…
ଓର୍ସାକ୍କୁ ଗୋଲ୍ଡ ସ୍କଚ୍ ଆଓ୍ବାର୍ଡ
ଭୁବନେଶ୍ୱର, ୨୦।୧(ବ୍ୟୁରୋ):ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍ସାକ୍) ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଗୋଲ୍ଡ ସ୍କଚ୍ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି। ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି। ବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ୍…
ଶନିବାର କ୍ୟାବିନେଟ
ଭୁବନେଶ୍ୱର,୨୦ା୧(ବ୍ୟୁରୋ):ଆସନ୍ତା ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ମିଳିଥିବା ସୂଚନା…
ମହିଳା କର୍ମଚାରୀଙ୍କୁ ମୋଟି କହି ଫସିଲେ ମାଲିକ, ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା
ମହିଳାଙ୍କ ବିରୋଧରେ ଆପତ୍ତିଜନକ କାର୍ଯ୍ୟ ଏବଂ ବିବୃତ୍ତି ସବୁ ସ୍ଥାନରେ ଭୁଲ୍ ବୋଲି ଧରାଯାଏ। ତା’ପରେ ସେହି ମନ୍ତବ୍ୟ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯାତନା ସହିତ ଜଡ଼ିତ ହୋଇପାରେ। ଏସବୁ ବିରୋଧରେ ଅନେକ ଦେଶରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।…
ଭିସେରା ରିପୋର୍ଟକୁ ଅପେକ୍ଷା
ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନାହିଁ। ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା…
ପ୍ରେମିକାଙ୍କୁ ଭିଡିଓ କଲ୍ କରି ଯୁବକଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୨୦ା୧(ବ୍ୟୁରୋ):ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଫ୍ୟାନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ସର୍ବେଶ୍ୱର ପରିଡ଼ା ଓରଫ ପିଙ୍କୁ…
Archives


