Home

ବଢୁଛି ସ୍କେଟିଂ କ୍ରେଜ୍‌

ଢେଙ୍କାନାଳ ଅଫିସ,୩୦।୩: ‘ସ୍କେଟିଂ’ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଏକଦା ବରଫାବୃତ୍ତ ଦେଶରେ ଏହାକୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ। ତେବେ ଆଧୁନିକ ‘ସ୍କେଟିଂ’ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ। ସମୟ ସହିତ ଏଥିରେ ଅନେକ…

ଭାଇଜାନଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି…

ମୁମ୍ବାଇ,୩୦।୩ : ବଲିଉଡ ତାରକା ସଲମାନ ଖାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ଧେରୀ ମହାନଗର ନିଗମ ଦ୍ୱାରା ସଲମାନଙ୍କ ବିରୋଧରେ ଦିଆଯାଇଥିବା ସମନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ୨୦୧୯ରେ ସାଲମାନ ଖବରଦାତାଙ୍କୁ ଅସଦାଚରଣ ଏବଂ ଧମକ…

ତାଣ୍ଡବ ରଚିଲା କାଳବୈଶାଖୀ

କାମାକ୍ଷାନଗର,୩୦।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ମାତ୍ର ୩୦ ମିନିଟ୍‌ରେ ଅଞ୍ଚଳର ଚିତ୍ର ବଦଳାଇ ଦେଇଛି। କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ…

୩୦ ମିନିଟ୍‌ରେ ସର୍ବାଧିକ ୫୪୦୦ ଥର ବିଜୁଳି

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଏପ୍ରିଲ ୨ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଅନ୍ୟପକ୍ଷରେ ବୁଧବାର ରାଜ୍ୟର ବିଭିନ୍ନ…

ଓଏଚ୍‌ପିସିର ଦାୟିତ୍ୱ ହସ୍ତାନ୍ତରକୁ ନାପସନ୍ଦ

କଣିହାଁ ,୩୦ା୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମ୍‌ କଲୋନୀ ଅଞ୍ଚଳ ଓ ବଜାରର ଆଲୋକୀକରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ବା ଓଏଚ୍‌ପିସି ଏହି ଦାୟିତ୍ୱକୁ ଏକ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ…

କୋଟିଆବାସୀଙ୍କ ସହ ଓଡ଼ିଶା ଦିବସ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ବର,୩୦ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଭୁବନେଶ୍ୱର, କଟକ ଏବଂ କୋରାପୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କୋଟିଆରେ ଆୟୋଜିତ ‘ଓଡ଼ିଶା ଦିବସ’ ସମାରୋହରେ ସାମିଲ ହେବେ। ଧର୍ମେନ୍ଦ୍ର ଗୁରୁବାର କଟକ…

କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…

ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ ଔଷଧ ତିନି ବର୍ଷ ଧରି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ ଏସବୁକୁ…

ଅନ୍ତର୍ଜାତୀୟ ଟି-୨୦ରେ ଇତିହାସ ରଚିଲେ ଶାକିବ

ଚଟ୍ଟଗ୍ରାମ,୩୦।୩: ଆୟର୍ଲାଣ୍ଡ ବିପକ୍ଷରେ ବାଂଲାଦେଶ ୩ ମ୍ୟାଚ୍‌ବିଶିଷ୍ଟ ଟି-୨୦ ମ୍ୟାଚ୍‌ ସିରିଜ ଜିତିଛି। ଚଟ୍ଟଗ୍ରାମରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଭ୍ରମଣକାରୀ ଆୟର୍ଲାଣ୍ଡ ଦଳକୁ ୭୭ ରନ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି।…

ବିନା ଡାକ୍ତରରେ ଚାଲିଛି ୫ ସ୍ବାସ୍ଥ୍ୟକେନ୍ଦ୍ର

କେନ୍ଦୁଝର,୩୦ା୩(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାର ହାଟଡ଼ିହୀ ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍‌ରେ ଥିବା ୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଡାକ୍ତରରେ ଚାଲିଛି। ଏଥିସହ ଶାଳନୀୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମେତ ୧୪ କର୍ମଚାରୀ ପଦବୀ ଖାଲିପଡ଼ିଛି। ତଳିଆ କର୍ମଚାରୀ…

କନଷ୍ଟେବଲ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ ନିଯୁକ୍ତି

କଟକ ଅଫିସ,୩୦ା୩: ରାଜ୍ୟରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ୫ଟି ମାମଲାର ଏକତ୍ର ଶୁଣାଣି ବୁଧବାର ହୋଇଛି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାଗୁଡ଼ିକର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା…

ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…

ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ ଅପେକ୍ଷା କରିବା ପରେ ଆମେରିକାର କୋର୍ଟରେ ପହଞ୍ଚିଛନ୍ତି। ଇଟାଲୀର ଡେଭିଡ କୋଲେମାନ ହେଡଲିଙ୍କ…

ଆଜି ଶ୍ରୀରାମ ନବମୀ, ରାମମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଆଜି ଅର୍ଥାତ୍‌ ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?