ଶିକ୍ଷାରେ ସୃଜନଶୀଳତାକୁ ଗୁରୁତ୍ୱ
ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଗରିବ ଓ୍ବାର୍କର୍ସ କଲୋନିରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ବେଶ୍ ସ୍ମରଣୀୟ। ଦୁର୍ଗାପୁରରୁ ପାଠପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ଅଧିକାରୀ ଭାବେ କାର୍ଯ୍ୟକରି ସେ ଅନେକ ସଫଳତା ହାସଲ କରିଛନ୍ତି। ଏପରିକି କର୍ମମୟ…
ମୋଦିଙ୍କ କାର୍ଯ୍ୟ ଶୈଳୀ ନେଇ ୭୨ ପ୍ରତିଶତରୁ ଅଧିକ ଲୋକ ଖୁସି…
ନୂଆଦିଲ୍ଲୀ,୨।୩ : ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ରାଜ୍ୟରେ ବିଧାନସଭା ର୍ନିବାଚନ ଗଣନା ଚାଲିଛି। ଏହି ତିନୋଟି ରାଜ୍ୟର ଫଳାଫଳ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୋଟ ଗଣତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ନେଇ…
ପୁରୁଣା ଭର୍ସନ କମ୍ପ୍ୟୁଟର କିଣିବାକୁ ଟେଣ୍ଡର
ଯାଜପୁର ଅଫିସ,୨ା୩: ଶିକ୍ଷାର ଗୁଣାମତ୍କ ମାନ ବୃଦ୍ଧି କରିବା ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲାରେ ଓଡ଼ିଶା ମିନେରାଲ…
ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ
ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ ସୌରଚାଳିତ ଶୀତଳ କକ୍ଷ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। ହେଲେ ସରକାରଙ୍କ ଏତାଦୃଶ୍ୟ ନିଷ୍ପତ୍ତିକୁ…
ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ
ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଇ ଥିବା ପାନୀୟଜଳ ପ୍ରକଳ୍ପର ଓଭରହେଡ୍ ଟାଙ୍କି କାମରେ ଲାଗୁ…
ମୟୂରଭଞ୍ଜରେ ପହଞ୍ଚିଲେ ୫-ଟି ସଚିବ
ବାରିପଦା ଅଫିସ,୨ା୩: ଗୁରୁବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଜିଲାର ଉଦଳା ଉଠଖଣ୍ଡ ଦେବକୁଣ୍ଡରେ ପହଞ୍ଚି ମା’ଅମ୍ବିକାଙ୍କ ଦର୍ଶନ କରିଥିଲେ। ଜିଲାପାଳ ବିନୀତ…
ପ୍ରଧାନମନ୍ତ୍ରୀ-ବିରୋଧୀ ଦଳର ନେତା-ପ୍ରଧାନ ବିଚାରପତିଙ୍କ କମିଟି କରିବେ ନିର୍ବାଚନ କମିଶନରଙ୍କ ଚୟନ: ସୁପ୍ରିମକୋର୍ଟଙ୍କ ରାୟ…
ନୂଆଦିଲ୍ଲୀ,୨।୩ : ନିର୍ବାଚନ ଆୟୋଗରେ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜଷ୍ଟିସ ଜୋସେଫ କହିଛନ୍ତି ଯେ ବର୍ତ୍ତମାନ କେବଳ ରାଷ୍ଟ୍ରପତି ନିର୍ବାଚନ ଆୟୋଗରେ କମିଶନର ନିଯୁକ୍ତ କରିବେ। କିନ୍ତୁ ତାଙ୍କର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀ…
ସୂର୍ଯ୍ୟମୁଖୀ ଚାଷକୁ ମିଳୁନି ପ୍ରୋତ୍ସାହନ
କେନ୍ଦ୍ରାପଡ଼ା ଅଫିସ,୨ା୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ। ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ…
ରାଜ ମହଲରୁ ବେଦଖଲ ହେଲେ ହ୍ୟାରି-ମେଘାନ…
ଲଣ୍ଡନ,୨।୩ : ବ୍ରିଟେନର ରାଜପ୍ରାସାଦ ୱିଣ୍ଡସର ଇଷ୍ଟେଟରୁ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନଙ୍କୁ ବେଦଖଲ କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ବର୍ତ୍ତମାନ ବ୍ରିଟେନରେ ପ୍ରିନ୍ସ ହ୍ୟାରିଙ୍କର ରହିବା ପାଇଁ କୌଣସି ସ୍ଥାନ ନାହିଁ। ପ୍ରିନ୍ସ ହ୍ୟାରି…
ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ
ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି।…
୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ
ଜଗତ୍ସିଂହପୁର ଅଫିସ,୨ା୩: ଜଗତ୍ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍ଷ୍ଟାଣ୍ଡ ଆଗ ଏଲ୍ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା…
ପାକିସ୍ତାନ ଆଙ୍କବାଦୀ ସଂଗଠନର ଘର: ନିକ୍କି ହେଲି…
ଓ୍ବାଶିଂଟନ,୨।୩ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମୂଳ ଭାରତୀୟ ନିକ୍କିି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ…
Archives


