Home

ମେ’ ୭ରେ ଏନ୍‌ଇଇଟି ୟୁଜି, ୨୧ରୁ ସିୟୁଇଟି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି) ୨୦୨୩ ମେ’ ୭ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପେନ୍‌-ପେପର ମୋଡ୍‌ରେ କରାଯିବ। ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ କମନ ୟୁନିଭର୍ସିଟି…

ଅପରାଜିତା ଉଠାଇଲେ ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ, କହିଲେ- ନିମ୍ନମାନର ଦର୍ଶାଇ ହୋଇଛି କୋଟି କୋଟି ଟଙ୍କା ହଡ଼ପ

ଭୁବନେଶ୍ବର,୧୬ା୧୨(ବ୍ୟୁରୋ): କୋଭିଡ୍‌ ସମୟରେ ଓଡ଼ିଶାରେ ହୋଇଛି ଖଣି ଦୁର୍ନୀତି । ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଶୁକ୍ରବାର ଲୋକ ସଭାରେ ରାଜ୍ୟରେ ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ।…

ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ: ଦକ୍ଷତା ବିକାଶ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଆଇଏଏସ୍‌ ଅଫିସରସ୍ତରରେ ଅଦଳ ବଦଳ କରାଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଉଷା ପାଢୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି…

୩୮ ବର୍ଷର ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିିଛି l ଏଠାରେ ଜଣେ ମା’ ନିଜ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…

କୁଲଦୀପଙ୍କ ସହ ହେଉଛି ପକ୍ଷପାତିତା…? ୫ ବର୍ଷରେ ଖେଳିଛନ୍ତି ମାତ୍ର ୮ ଟେଷ୍ଟ ମ୍ୟାଚ୍‌…

ଚଟ୍ଟଗ୍ରାମ,୧୬।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ। ପ୍ରଥମ ଇନିଂସରେ ସେ ୪୦ ରନ୍‌ କରିଥିବା ବେଳେ ୫ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତୃତୀୟ ଥର ଲାଗି ସେ…

ମାତ୍ର ୧୫ ରନ୍‌ରେ ଅଲ୍‌ଆଉଟ୍‌

ସିଡନୀ,୧୬।୧୨: ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ। ମାତ୍ର ୧୫ ରନ୍‌ରେ ଆଉଟ୍‌ ହେଲା ଟିମ୍‌। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ ଟୁର୍ନାମେଣ୍ଟ(ବିଗ୍‌ ବ୍ୟାସ ଲିଗ୍‌)ରେ ଏଭଳି ସ୍କୋର ଦେଖିବାକୁ ମିଳିଛି। ଆଡିଲେଡ୍‌ ଷ୍ଟ୍ରାଇକର୍ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଶୁକ୍ରବାର…

୪ ବର୍ଷ ପରେ କ୍ୟାରିୟରର ଦ୍ରୁତତମ ଶତକ ମାରିଲେ ପୂଜାରା

ଚଟ୍ଟଗ୍ରାମ,୧୬।୧୨:ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟରେ ଭାରତୀୟ ଟିମ୍‌ର ଉପଅଧିନାୟକ ଚେତେଶ୍ୱର ପୂଜାରା ବିରୋଧୀ ଟିମ୍‌ର ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ସବୁଠାରୁ ଦ୍ରୁତତମ ଶତକ ମାରିଛନ୍ତି। ପ୍ରାୟ ୪ ବର୍ଷ ପରେ ପୂଜାରା…

ବାଲାଂଦେଶ ବୋଲର୍‌ଙ୍କୁ ଘାଇଲା କଲେ ଶୁଭମନ

ଚଟ୍ଟଗ୍ରାମ, ୧୬।୧୨: ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟର ଦ୍ୱିତୀୟ ପାଳିରେ ଚମକିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ସେ ୧୪୭ ବଲ୍‌ରେ ନିଜର ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ମାରିବାରେ ସଫଳ ହୋଇଛନ୍ତି। ଏଥିରେ ତାଙ୍କର ୧୦ ଚୌକା ଏବଂ…

ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ

ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ ମୋଦି…

କୋର୍ଟରେ ଜାମିନ ପାଇଁ ଆବେଦନ କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ପୁନାଓ୍ବାଲା ବର୍ତ୍ତମାନ ତିହାର ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୂତନ ପଇଁତରା ଆପଣାଇଛନ୍ତି। ଏହି ମାମଲାରେ ହତ୍ୟାକାରୀ ଆଫତାବ ପୁନାୱାଲା ଦିଲ୍ଲୀର ସାକେତ…

ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଥରୁର ଶୁକ୍ରବାର  ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବିଶ୍ରାମ କରୁଛନ୍ତି। ଶୁକ୍ରବାର…

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri