Home

ନାବାଳିକାଙ୍କୁ ବଳାତ୍କାର ପରେ ଖଣ୍ଡ ଖଣ୍ଡ କଲେ ଯୁବକ

ଉଦୟପୁର,୪।୪: ୮ ବର୍ଷର ବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ଶରୀରକୁ ଖଣ୍ଡ ଖଣ୍ଡ କରିବା ଅଭିଯୋଗରେ ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ରାଜସ୍ଥାନର ଉଦୟପୁର ଜିଲା ମାଭ୍‌ଲି ଥାନା ଅଞ୍ଚଳରେ ଏହି ବର୍ବର କାଣ୍ଡ ଘଟିଛି।…

୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା କ୍ଷେତ୍ରରେ ଉନ୍ନତି ଯୋଗୁ ବର୍ତ୍ତମାନ ସମୟରେ ବହୁ ଦୁଃସାଧ୍ୟ ରୋଗକୁ ଭଲ କରାଯାଇ ପାରୁଛି।…

ଶିଖ୍‌ ଭାଜପା ନେତାଙ୍କୁ ଅମ୍ରିତ୍‌ପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ, ୪।୪: ଦିଲ୍ଲୀର ଶିଖ୍‌ ଭାଜପା ନେତା ଇମ୍ପ୍ରିତ୍‌ ସିଂ ବାକ୍ସିଙ୍କୁ ଖଲିସ୍ତାନୀଙ୍କଠାରୁ ହତ୍ୟା ଧମକ ମିଳିଥିବା ସୋମବାର ସେ ଅଭିଯୋଗ କରିଛନ୍ତି। କେହି ଜଣେ ନିଜକୁ ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂ ବୋଲି ଦାବିକରି ଏଭଳି ଧମକ ଦେଇଛନ୍ତି। ଖଲିସ୍ତାନ…

ଆଜି ନାଟୋରେ ସାମିଲ ହେବ ଫିନ୍‌ଲାଣ୍ଡ

ବ୍ରସେଲ୍ସ, ୪।୪: ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ୩୧ତମ ସଦସ୍ୟ ଭାବେ ଫିନ୍‌ଲାଣ୍ଡ ମଙ୍ଗଳବାର ସାମିଲ ହେବାକୁ ଯାଉଛି। ଏନେଇ ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ସୂଚନା ଦେଇଛନ୍ତି। ଶେଷ ରାଷ୍ଟ୍ର ଭାବେ ତୁର୍କୀ ଫିନ୍‌ଲାଣ୍ଡର ସଦସ୍ୟତାକୁ…

ଭାରତରେ ଭୁଟାନ ରାଜା ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୪।୪: ଭୁଟାନ ରାଜା ଜିଗ୍‌ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍‌ ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବଙ୍ଗଚୁକ୍‌ଙ୍କୁ ସ୍ବାଗତ କରିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ…

ଷ୍ଟାଲିନ୍‌ଙ୍କ ସାମାଜିକ ନ୍ୟାୟ ସମ୍ମିଳନୀରେ ବିରୋଧୀ ଏକାଠି

ଚେନ୍ନାଇ, ୪।୪: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ଅଣ୍ଟା ଭିଡ଼ିଛନ୍ତି। ସୋମବାର ସେ ଡାକିଥିବା ସାମାଜିକ ନ୍ୟାୟ ବୈଠକରେ ଅଧିକାଂଶ ବିରୋଧୀ ଦଳ…

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ, ୪।୪(ପି.ଟି.): ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ। ଦୁର୍ନୀତିଗ୍ରସ୍ତ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି, ନିଃସଙ୍କୋଚରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରୀୟ…

ମାଲିଆନା ଦଙ୍ଗା ମାମଲାରେ ୪୦ ଦୋଷମୁକ୍ତ

ମିରଟ, ୪।୪: ୩୬ ବର୍ଷ ତଳର ମାଲିଆନା ସାମ୍ପ୍ରଦାୟିକ ଦଙ୍ଗା ମାମଲାର ୪୦ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଦେଇଛନ୍ତି। ୧୯୮୭ ମେ’ ୨୩ରେ ଘଟିଥିବା ଏହି ଦଙ୍ଗାରେ ୭୨ ଜଣ ମୁସଲମାନ ନିହତ ହୋଇଥିଲେ। ବାବ୍ରୀ ମସ୍‌ଜିଦ-ରାମ…

ଭାରତୀୟ ବଂଶୋଦ୍ଭବ ପ୍ରଫେସରଙ୍କୁ ୟୁରୋଲୋଜିଷ୍ଟ ଅଫ୍‌ ଦି ଇୟର ପୁରସ୍କାର

ନ୍ୟୁୟର୍କ, ୪।୪: ନ୍ୟୁୟର୍କର ଆଲବର୍ଟ ଆଇନଷ୍ଟାଇନ୍‌ କଲେଜ ଅଫ୍‌ ମେଡିସିନ୍‌ରେ ଆସୋସିଏଟ୍‌ ପ୍ରଫେସର ଥିବା ଭାରତୀୟ-ଆମେରିକୀୟ ଡ. ନିତ୍ୟା ଆବ୍ରାହାମଙ୍କୁ ୟଙ୍ଗ୍‌ ୟୁରୋଲୋଜିଷ୍ଟ ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ମୋଣ୍ଟେଫିଓର ୟୁରୋଲୋଜି ରେସିଡେନ୍ସି କାର୍ଯ୍ୟକ୍ରମର ପ୍ରୋଗ୍ରାମ ଡାଇରେକ୍ଟର ଥିବା…

ଭାରତ ମହାସାଗର ଉପରେ ଚାଇନା ନଜର

ବେଜିଂ, ୪।୪: ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍‌ କରିଛି ଚାଇନା। ଏଣିକି ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନାର କଡ଼ାକଡ଼ି ନଜର ରହିବ। ନାଚୁରାଲ୍‌ ସାଇନ୍ସ ଫାଉଣ୍ଡେଶନ୍‌ ଅଫ୍‌ ଚାଇନା (ଏନ୍‌ଏସ୍‌ଏଫ୍‌ସି) ପକ୍ଷରୁ ମେରାଇନ୍‌ ସର୍ଭେ ଡେଟା ପ୍ରସ୍ତୁତ…

ଓଡ଼ିଶାରେ ବଢ଼ିଛି ବାଲ୍ୟବିବାହ

ନୂଆଦିଲ୍ଲୀ, ୪ା୪: ମହିଳା ସଶକ୍ତୀକରଣ ଲାଗି ‘ବେଟି ବଚାଓ-ବେଟି ପଢ଼ାଓ’ ଏବଂ ଅନ୍ୟାନ୍ୟ ଯୋଜନା ସତ୍ତ୍ୱେ ବାଲ୍ୟ ବିବାହ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଏବେ ବି ସାମାଜିକ ବ୍ୟାଧି ଭାବେ ରହିଆସିଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ…

ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍‌ସିଇଆର୍‌ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍‌ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍‌ସିଇଆର୍‌ଟିକୁ ଅନୁସରଣ କରୁଥିବା ସିବିଏସ୍‌ଇ ସମେତ ଉତ୍ତରପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?