Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର ପରେ ଖଣ୍ଡ ଖଣ୍ଡ କଲେ ଯୁବକ

ଉଦୟପୁର,୪।୪: ୮ ବର୍ଷର ବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ଶରୀରକୁ ଖଣ୍ଡ ଖଣ୍ଡ କରିବା ଅଭିଯୋଗରେ ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ରାଜସ୍ଥାନର ଉଦୟପୁର ଜିଲା ମାଭ୍‌ଲି ଥାନା ଅଞ୍ଚଳରେ ଏହି ବର୍ବର କାଣ୍ଡ ଘଟିଛି। ମାର୍ଚ୍ଚ ୨୯ରେ ନାବାଳିକା ନିଖୋଜ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତ କମଳେଶ ରାଜପୁତଙ୍କ ଘର ନିକଟରେ ରକ୍ତ ଦାଗ ଦେଖି ଖୋଜାଖୋଜି ପରେ ମୃତଦେହର କଟା ଅଂଶ ମିଳିଥିଲା। କମଲେଶ ବଳାତ୍କାର ପରେ ହତ୍ୟା କରିଥିବା ସ୍ବୀକାର କରିଛି। ପରେ ସେ ନାବାଳିକାଙ୍କୁ ଏକାଧିକ ଖଣ୍ଡ କରି ଅଖାରେ ରଖି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୯ କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ: ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ଶିକ୍ଷାମନ୍ତ୍ରୀ…

ଥିରୁଭାନନ୍ତପୁରମ୍‌,୨୪।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି...

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ମଣିପୁର ଜଳିବା ପଛରେ ଭାଜପାର ଘୃଣା ରାଜନୀତି: ରାହୁଲ

ନୂଆଦିଲ୍ଲୀ, ୧୬ା୬: ମଣିପୁରରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ଏହାର ହିଂସା ରାଜନୀତି ପୂର୍ବାଞ୍ଚଳ ରାଜ୍ୟକୁ ଜାଳିଦେବା...

ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସର ୫୩୩ କର୍ମଚାରୀ କରୋନା ଆକ୍ରାନ୍ତ

ମୁମ୍ବାଇ, ୯।୯: ମହାରାଷ୍ଟ୍ର ପୋଲିସରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୩ ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟ ପୋଲିସ...

ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ

କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ...

ଦିଲ୍ଲୀର ପ୍ରଥମ ଟ୍ରାନ୍ସଜେଣ୍ଡର କାଉନସିଲର୍‌ ହେଲେ ବବି କିନ୍ନର

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ(ଏମ୍‌ସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବବି କିନ୍ନର ଇତିହାସ ରଚିିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମ୍‌ସିଡିର କାଉନସିଲର...

ସିଭିଲ ସର୍ଭିସ ଆଶାୟୀଙ୍କୁ ଲାଠିମାଡ଼

ପାଟନା,୩୧।୮: ବିହାର ପବ୍ଲିକ୍‌ ସର୍ଭିସ କମିଶନ (ବିପିଏସ୍‌ସି) ପରୀକ୍ଷାରେ ନୂଆ ଫର୍ମାଟକୁ ବିରୋଧରେ କରି ବୁଧବାର ପାଟନାସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା...

ରାଣା କପୁରଙ୍କୁ ଜାମିନ

ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍‌ଏଲ୍‌ଏ କୋର୍ଟ ସ୍ବତନ୍ତ୍ର ବିଚାରପତି...

Advertisement
Archives

Model This Week