ନର୍ଲା ପୋଲିସର ବଡ଼ ସଫଳତା: ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ
ରୁପ୍ରାରୋଡ,୮।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଇତିମଧ୍ୟରେ କୌଣସି ସୂତ୍ରରୁ ଖବରପାଇ ପୋଲିସ ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର କେନାଲ ନିକଟରୁ ଏକ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ…
ଗୁମୁରାରେ ନିଆରା ହୋଲି ଖେଳ ପାଳିତ
କେନ୍ଦୁଝର,୮।୩(ସ୍ବ.ପ୍ର.): ବୁଧବାର ସବୁଆଡେ ବିଭିନ୍ନ ରଙ୍ଗ ଓ ଅଭିର ଲଗାଇବା ସହ ନାଚଗୀତ ଆସରରେ ଲୋକେ ହୋଲି ପାଳନ କରିଛନ୍ତି। ଇତିମଧ୍ୟରେ କେନ୍ଦୁଝର ସହର ନିକଟ ଗୁମୁରା ଗ୍ରାମରେ ଏକ ନିଆରା ହୋଲି ଖେଳ ହୋଇଥିବା ଦେଖିବାକୁ ମିଳିଛି। ଯୁବକ ଯୁବତୀମାନେ…
୧୧ ଚାଇନା ମୋବାଇଲ ବ୍ରାଣ୍ଡ ନେଇ ସେନାକୁ ସତର୍କ ସୂଚନା ଜାରି, ଯବାନଙ୍କୁ ଫୋନ ବଦଳାଇବାକୁ ପରାମର୍ଶ…
ନୂଆଦିଲ୍ଲୀ,୮।୩ : ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ସାମରିକ ଗୁପ୍ତଚର ସଂସ୍ଥା ଭାରତୀୟ ସୈନ୍ୟ ବ୍ୟବହାର କରୁଥିବା ଚାଇନାର ମୋବାଇଲ ଫୋନ ବ୍ୟବହାର ବିରୁଦ୍ଧରେ ଏକ ସତର୍କ ସୂଚନା ଜାରି…
ଇମ୍ରାନ-ଫୱାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲେ ନିର୍ବାଚନ କମିଶନ…
ଇସଲାମାବାଦ,୮।୩ : ତୋସଖାନା ମାମଲାରେ ଅଡୂଆରେ ପଡିଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ଅସୁବିଧା କମିବାର ନା ନେଉନାହଁି। ଏପରିସ୍ଥଳେ ନିର୍ବାଚନ ଆୟୋଗ (ଇସିପି) ବୁଧବାର ଇମ୍ରାନ ତଥା ତାଙ୍କ ଦଳର ନେତା ଫୱାଦ ଚୌଧୁରୀଙ୍କ ବିରୋଧରେ…
ଦାରିଙ୍ଗବାଡ଼ିରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଦାରିଙ୍ଗବାଡି, ୮।୩ (ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ପଡିଆଠାରେ ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବ୍ଲକର ୨୫ ପଞ୍ଚାୟତରୁ ଶତାଧିକ ମହିଳା ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ନାରୀ ମହାସଙ୍ଘ ପକ୍ଷରୁ ପ୍ରତିବର୍ଷ…
ମୋଦି-ଆଲବାନେ ଦେଖିବେ ଅହମଦାବାଦ ଟେଷ୍ଟ…
ଆହମଦାବାଦ,୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଅହମଦାବାଦରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଦେଖିବେ। ମାର୍ଚ୍ଚ ୯ ଗୁରୁବାରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ନେତା…
ଲିଙ୍ଗଗତ ସମାନତା ହାସଲ କରିବାକୁ ଲାଗିବ ୩୦୦ ବର୍ଷ : ଜାତିସଂଘ ମୁଖ୍ୟ…
ଜେନେଭା,୮।୩ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଲିଙ୍ଗଗତ ସମାନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସ୍ଥିତି ସମ୍ପର୍କରେ ଗୁଟେରସ କହିଛନ୍ତି ଯେ ଲିଙ୍ଗଗତ ସମାନତା ଦିଗରେ ଅଗ୍ରଗତି ଆମ ଆଖି…
ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…
ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହେବ। ଏହା ଯୋଗୁ ଏସୀୟ ଦେଶମାନଙ୍କୁ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ…
ମୋ ପିତା କରିଥିଲେ ମୋର ଯୌନ ଶୋଷଣ, ସତ କହିଥିବାରୁ ମୁଁ ଲଜ୍ଜିତ ନୁହେଁ: ଖୁସ୍ବୁ ସୁନ୍ଦର…
ହାଇଦ୍ରାବାଦ,୮।୩ : ଭାରତୀୟ ଜନତା ପାର୍ଟିର ନେତା ତଥା ଜାତୀୟ ମହିଳା ଆୟୋଗର ସଦସ୍ୟା ଖୁସ୍ବୁ ସୁନ୍ଦର କହିଛନ୍ତି ଯେ ତାଙ୍କ ପିତା ତାଙ୍କର ଯୌନ ଶୋଷଣ କରିଥିଲେ ଏବଂ ମୁଁ ଯାହା କହିଛି ସେଥିପାଇଁ ମୁଁ ଲଜ୍ଜିତ ନୁହେଁ। ମୁଁ…
୫ ବର୍ଷରେ ୬୫୫ ମିଥ୍ୟା ଏନକାଉଣ୍ଟର, ସର୍ବାଧିକ ୧୯୧ ଛତିଶଗଡ଼ରେ-ୟୁପିରେ ୧୧୭…
ନୂଆଦିଲ୍ଲୀ,୮।୩ : ମିଥ୍ୟାଏନକାଉଣ୍ଟର ନେଇ ଅନେକ ଥର ପ୍ରଶ୍ନ ଉଠିଥାଏ। ସରକାରଙ୍କୁ ନୋଟିସ ମଧ୍ୟ ପଠାଯାଇଥାଏ। ମିଥ୍ୟା ଏନକାଉଣ୍ଟର ନେଇ କେନ୍ଦ୍ରର ତଥ୍ୟ ମଧ୍ୟ ଏକ ସାକ୍ଷ୍ୟ ଅଟେ। ଫେବୃଆରୀ ରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଥ୍ୟା ଏନକାଉଣ୍ଟର ତଥ୍ୟ ସଂସଦରେ…
ଗୁରୁବାର ଅହମଦାବାଦ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି…
ଅହମଦାବାଦ,୮।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଆରମ୍ଭ ହେବ। ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି…
ନୌସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର…
ମୁମ୍ବାଇ,୮।୩ : ଏକ ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗରରେ ମଝି ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଛି। ୩ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ଅନୁଯାୟୀ, ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଲଏଚ)…
Archives


