ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି
ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି। ବିଜୟ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ଲକ୍ଷ ଲକ୍ଷ ପ୍ରଶଂସକ…
ବିଜୟର ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ
ହାଇଦ୍ରାବାଦ୍,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର…
ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପା ନେତାଙ୍କ କାର୍ଯ୍ୟକ୍ରମରେ ପଥର ମାଡ
କୋଲକାତା,୨।୪: ପଶ୍ଚିମବଙ୍ଗରେ ରବିବାର ପୁଣି ଥରେ ହିଂସା ଦେଖାଦେଇଛି। ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ଏବଂ ଓ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି…
ଟସ୍ ଜିତିଲା ଆରସିବି
ବେଙ୍ଗାଲୁରୁ,୨।୪: ଆଇପିଏଲର ପଞ୍ଚମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଭେଟୁଛି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ…
ବିହାର, ପଶ୍ଚିମବଙ୍ଗ ହିଂସା ଉପରେ ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି
ନୂଆଦିଲ୍ଲୀ,୨।୪: ବିହାର ଏବଂ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସାକୁ ନେଇ ରାଜ୍ୟ ସଭା ଏମ୍ପି କପିଲ ସିବଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ସେ ପ୍ରଶ୍ନ ଉଠାଇ କହିଛନ୍ତି, ହିଂସା ପାଇଁ ୨୦୨୪…
‘ଯୋଗୀ ଆଦିତ୍ୟନାଥଙ୍କଠାରୁ ଟ୍ରେନିଂ ନିଅନ୍ତୁ ନୀତୀଶ’
ପାଟନା,୨।୪: ବିହାର ରୋହତସର ସାସାରାମ ସହରରେ ସାମ୍ପ୍ରଦାୟିକ ହିଂସା ଘଟିଛି। ଏଠାରେ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ସାସରାମ ସହରରେ ଘଟିଥିବା ହିଂସା ପାଇଁ ବିହାରର ରୋହତସ…
ଓକେ, ଓକେ କେବେଠୁ
ଦୁଇଟି ଲେଟର୍ ଥିବା ଏକ ଛୋଟିଆ ଶବ୍ଦ ହେଉଛି ‘ଓକେ’। ହେଲେ ଏହାର ବହୁଳ ବ୍ୟବହାର ହୁଏ ଆମ ଦୈନନ୍ଦିନ ଜୀବନରେ। ଦେଶ, ବିଦେଶ ସବୁଠି ହୁଏ ଏହି ଶବ୍ଦର ବ୍ୟବହାର। ଭାଷାଗତ ଭିନ୍ନତା ଥିଲେ ବି ଓକେ ଶବ୍ଦ ମନର…
ହାଇଦ୍ରାବାଦକୁ ୨୦୪ ରନ୍ ଟାର୍ଗେଟ୍ ଦେଲା ରାଜସ୍ଥାନ
ହାଇଦ୍ରାବାଦ୍,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୪ ରନ ଲକ୍ଷ୍ୟ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ…
ଗାଁ ମୁହାଁ ନାମିବ୍ୟା ଚିତା: ବନ ବିଭାଗ ନାକେଦମ
ଭୋପାଳ,୨।୪: କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ନାମିବ୍ୟା ଚିତା ଏବେ ଗାଁ ମୁହଁା ହୋଇଛନ୍ତି। ଓବାନ ନାମକ ଏକ ଚିତା ଉଦ୍ୟାନରୁ ବାହାରି ଏକ ଗାଁରେ ପହଞ୍ଚିଛି। ବାଘକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ପାଇବା ପରେ ବନ…
ଭାରତ ସହିତ ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଁଛି ନେପାଳ
କାଠମାଣ୍ଡୁ,୨ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ଭାରତ ସହିତ ୨୫ ବର୍ଷ ପାଇଁ ବିଜୁଳି ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଯୋଜନା କରିଛନ୍ତି। ଯଦିଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ସରକାରୀ ତାରିଖ…
ପାଣି କୁଣ୍ଡରେ ପଡ଼ି ଶିଶୁକନ୍ୟାର ଜୀବନ ଗଲା
ଫୁଲବାଣୀ ଅଫିସ,୨ା୪: ଫୁଲବାଣୀ ସଦର ଥାନା ଅଞ୍ଚଳରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ପାଣି କୁଣ୍ଡରେ ବୁଡ଼ିଯାଇ ଏକ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁସାରେ, ସଦର ଥାନା ଅନ୍ତର୍ଗତ ହାତିଗବା ଗ୍ରାମର ଗୋବର୍ଦ୍ଧନ କହଁରଙ୍କ ଦେଢ଼…
ଏତେ ବଡ଼ ପତ୍ର!
ପୋଖରୀରେ ଫୁଟିଥିବା କଇଁ ଫୁଲ ଏତେ ସୁନ୍ଦର ଦେଖାଯାଏ ଯେ, ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହୁଏ। ଆଉ ତାକୁ ତୋଳି ଆଣିବାକୁ ମନ ହୁଏ। କଇଁ ଫୁଲର ପତ୍ର ବି ସମସ୍ତେ ଦେଖିଥିବେ। ତେବେ ଆମେ ଏଠି ଯେଉଁ ପତ୍ର…

