Home

ପୃଥିବୀର ଲୋକପ୍ରିୟ ନେତା ମୋଦି, ବାଇଡେନ-ସୁନକଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୩।୪ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ମୂଳ ଭାରତୀୟ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପୃଥିବୀର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ଏହି ସର୍ବଶେଷ…

ବାତ ମାରୁଥିଲେ…

କୌଣସି ଛୋଟ ପିଲା କିମ୍ବା ବ୍ୟକ୍ତିଙ୍କୁ ବାତ ମାରୁଥିଲେ କେତୋଟି ବିଷୟ ପ୍ରତି ପ୍ରାଥମିକତା ଦେବା ନିହାତି ଜରୁରୀ। ଗୋଟିଏ କଥା ମନେରଖନ୍ତୁ ଯେ, ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତ ମାରିବା…

ଗଣତନ୍ତ୍ର-ନ୍ୟାୟ ମାର୍ଗରେ ବଡ ପ୍ରତିବନ୍ଧକ ଦୁର୍ନୀତି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସିବିଆଇ ନ୍ୟାୟର ବ୍ରାଣ୍ଡ ଭାବରେ ଲୋକଙ୍କ ସ୍ବରରେ ଅଛି। ସିବିଆଇ ୬୦ ବର୍ଷର…

ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା

ଦେବଗଡ଼,୩।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିରଖିଛନ୍ତି। ଫଳରେ ଆଗକୁ ଉନ୍ନତିକରଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା…

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ମଞ୍ଜୁଙ୍କ ପରିବାର

ପଲମ,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତସ୍ଥିତ ଟୁଟିଙ୍ଗ ଗ୍ରାମରେ ଅସହାୟ ଅବସ୍ଥାରେ ରହୁଛନ୍ତି ବିଧବା ମଞ୍ଜୁ ଦୁର୍ଗା(୫୦)ଙ୍କ ପରିବାରବର୍ଗ। ପରିବାର ପ୍ରତିପୋଷଣ କରିବା ପାଇଁ ରାଜ୍ୟ ବାହାରୁ କାମ କରିବାକୁ ଯାଇଥିଲେ ମଞ୍ଜୁଙ୍କ ସ୍ବାମୀ ସାଧୁରାମ ଦୁର୍ଗା। କିନ୍ତୁ…

ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ ଅଞ୍ଚଳରେ ମୋଟ ୯ ଗୋଟି ପ୍ଳାଣ୍ଟ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ଠେମରା ଓ…

ହାଓ୍ବଡ଼ା ହିଂସା ନେଇ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ…

କୋଲକାତା,୩।୪ : ସୋମବାର କଲିକତା ହାଇକୋର୍ଟ ହାୱଡା ହିଂସା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ହାଓ୍ବଡା ହିଂସା ମାମଲାର ତଦନ୍ତ କରିବାକୁ ଏନଆଇଏ ଦାବି କରି ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ…

ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଖଡ଼ିଆଳ,୩।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମପଞ୍ଚାୟତ ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକରେ ଚାଲୁଥିବା ଜଣାପଡ଼ିଛି। ଜିଲାର ଅନେକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ତୁକୁଲା ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ୧୯୯୨ରେ ସ୍ଥାପିତ ଏହି ବିଦ୍ୟାଳୟ…

ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଫାଟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଏବେ ଫାଟ ଦେଖିବାକୁ ମିଳିଛି। ଏକାଥରକେ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି ଓ ସହସମ୍ପାଦକ ସମେତ ୪ଜଣ ଇସ୍ତଫା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ପ୍ରତ୍ୟକ୍ଷ ହେଉ କିମ୍ବା…

ଆବେଲ ପୁରସ୍କାର-୨୩

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଅନ୍ତର୍ଜାତୀୟ ବିଶିଷ୍ଟ ପୁରସ୍କାର। ଏହାକୁ ନରଓ୍ବେ ସରକାର ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲ୍ସ ହେନେରିକ୍‌ ଆବେଲଙ୍କ ନାମରେ ପ୍ରତିଷ୍ଠା କରିଛନ୍ତି। ୨୦୦୩ରୁ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଗଣିତଜ୍ଞଙ୍କୁ ଏହା…

ଅବ୍ୟବସ୍ଥାରେ କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ

କେସିଙ୍ଗା,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୋଷ୍ଟ ଅଫିସ ଦିନକୁ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଓ ଅବହେଳା ଯୋଗୁ ଅବ୍ୟବସ୍ଥା ଲାଗି…

ଅନ୍ୟ ଗ୍ରହରେ ଜୀବନ ସନ୍ଧାନ

ସୂର୍ଯ୍ୟଙ୍କଠାରୁ ଦୂରତାକ୍ରମରେ ଚତୁର୍ଥ ଏବଂ ପୃଥିବୀ ନିକଟରେ ଥିବା ଅନ୍ୟ ଗ୍ରହଟି ହେଉଛି ମଙ୍ଗଳ ବା ଲୋହିତ ଗ୍ରହ। ଏହି ଗ୍ରହଟି ସୌର ମଣ୍ଡଳର ‘ଗୋଲଡିଲକ୍‌’ ଜୋନ୍‌ ବାହାରେ ଥିଲେ ମଧ୍ୟ ୨୦୧୫ ମସିହାରେ ‘ନାସା’ର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?