କେସିଙ୍ଗାରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଆଉଟଲେଟ
ନୂଆଦିଲ୍ଲୀ,୩୦।୧: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଟ୍ରେଣ୍ଡ୍ସର ନୂତନ ଏକ୍ସକ୍ଲୁସିଭ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ୪୩୦୦…
‘ମାଇଁ ହେଲ୍ଥ କେୟାର ପ୍ଲାନର ଶୁଭାରମ୍ଭ’
ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସର ମଡ୍ୟୁଲାର ହେଲଥ ଇନ୍ସ୍ୟୁରାନ୍ସ ପ୍ରଡକ୍ଟ ‘ମାଇଁ ହେଲଥ କେୟାର ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଇଁ ହେଲଥ କେୟାର ପ୍ଲାନ ୫କୋଟି ପର୍ଯ୍ୟନ୍ତ ସମ୍…
‘ଦେଶ ପ୍ରଗତିରେ କଷ୍ଟ୍ ଆକାଉଣ୍ଟାଣ୍ଟ୍ସଙ୍କ ଭୂମିକା ଅତୁଳନୀୟ’
କଟକ,୩୦।୧: ଭାରତୀୟ କଷ୍ଟ୍ ଆକାଉଣ୍ଟାଣ୍ଟ୍ସ ପ୍ରତିଷ୍ଠାନର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଏବଂ କଟକ-ଜଗତ୍ସିଂହପୁର-କେନ୍ଦ୍ରାପଡ଼ା ଚାପ୍ଟର ଆନୁକୂଲ୍ୟରେ ୪୨ତମ ରିଜିଓନାଲ କଷ୍ଟ୍ କନ୍ଫରେନ୍ସ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ଏକ ୨ଦିନିଆ ଜାତୀୟ କର୍ମଶାଳା ସ୍ଥାନୀୟ ରେଭେନ୍ଶା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦ୍ଘାଟିତ…
କଞ୍ଜରଭେଟିଭ୍ ପାର୍ଟି ସଭାପତି ପଦରୁ ଜାହାଓ୍ବି ବହିଷ୍କୃତ
ଲଣ୍ଡନ,୩୦।୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର କଞ୍ଜରଭେଟିଭ୍ ପାର୍ଟି ସଭାପତି ପଦରୁ ଦାଧିମ ଜାହାଓ୍ବିଙ୍କୁ ବହିଷ୍କାର କରିଛନ୍ତି। ଜାହାଓ୍ବିଙ୍କ ବିରୋଧରେ ଟ୍ୟାକ୍ସ ଠକେଇ ଅଭିଯୋଗ ଆସିବା ପରେ ସୁନକ ଗତମାସରେ ଏ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ତେବେ ବ୍ରିଟେନ୍ର…
ଇରାନରେ ଭୂକମ୍ପ: ୩ ମୃତ, ୮୦୦ ଆହତ
ତେହରାନ,୩୦।୧ : ଉତ୍ତର-ପଶ୍ଚିମ ଇରାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୮୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶନିବାର ରାତିରେ ତୁର୍କୀ ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୯ ଥିଲା। କୋଠାଗୁଡ଼ିକ…
ବ୍ରଜରାଜନଗରରେ କ୍ରାଇମ୍ବ୍ରାଞ୍ଚ ଡିଜି
ଝାରସୁଗୁଡ଼ା ଅଫିସ୍, ୩୦ା୧:ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ପୋଲିସ୍ ଏଏସ୍ଆଇଙ୍କ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଛନ୍ତି। ଘଟଣାର ୭ଘଣ୍ଟା ପରେ କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ବ୍ରଜରାଜନଗର…
ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…
ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି…
ପାକିସ୍ତାନରେ ୨ ଦୁର୍ଘଟଣା: ୫୧ ମୃତ
ବେଲା/ପେଶାଓ୍ବର,୩୦।୧ : ପାକିସ୍ତାନରେ ରବିବାର ଦୁଇଟି ପୃଥକ୍ ଦୁର୍ଘଟଣାରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ବେଲୁଚିସ୍ତାନ ପ୍ରଦେଶରେ ଏକ ବସ୍ ବ୍ରିଜ୍ ପିଲାରକୁ ଧକ୍କା ଦେଇ ଗଭୀର ନାଳ ମଧ୍ୟକୁ ଖସିପଡ଼ିବାରୁ ୪୧ ଜଣଙ୍କ ଜୀବନ ଯାଇଥିବାବେଳେ ଖାଇବର ପଖତୁନଖ୍ବାରେ ଏକ…
କେବଳ ଜାତି ନାଁ ଧରିବା ଅପରାଧ ନୁହେଁ: ହାଇକୋର୍ଟ
ବେଙ୍ଗାଲୁରୁ,୩୦।୧ : ଅପମାନିତ କରିବା ଉଦ୍ଦେଶ୍ୟ ନ ଥାଇ କେବଳ ଜଣେ ବ୍ୟକ୍ତିଙ୍କ ଜାତି ନାଁ ଧରିବା ଅନୁସୂଚିତ ଜାତି, ଜନଜାତି(ଅତ୍ୟାଚାର ପ୍ରତିକାର) ଆଇନ, ୧୯୮୯ ଅନୁଯାୟୀ ଅପରାଧ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ନିକଟରେ ଟିପ୍ପଣୀ ଦେଇଛନ୍ତି। ଅତ୍ୟାଚାର ଆଇନର…
ନେପାଳରୁ ଆସିଲା ଦୁଇଟି ବିଶାଳ ଶିଳା, ଆଜି ପହଞ୍ଚିବ ଅଯୋଧ୍ୟା
କାଠମାଣ୍ଡୁ,୩୦ ।୧: ଅଯୋଧ୍ୟାରେ ଆରମ୍ଭ ହୋଇଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ବାଲ୍ୟ ରୂପକୁ ସ୍ଥାପନ କରିବାକୁ କାଲିଗଣ୍ଡକି ନଦୀରୁ ଆସୁଥିବା ଦୁଇଟି ବିଶାଳ ଶିଳା(ପଥର) ଜନକପୁରଧାମରୁ ସୋମବାର ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଏହି ଶିଳା ଶନିବାର…
ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ
ଭୁବନେଶ୍ବର,୩୦ା୧(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ନବଙ୍କ ମରଶରୀର ଦର୍ଶନ କରିବା…
ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଖଣ୍ଡଗିରି, ଜମୁଛି ବେପାର
ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ପବିତ୍ର କୁମ୍ଭମେଳାର ଦ୍ୱିତୀୟ ଦିନରେ ମନ୍ତ୍ରଧ୍ୱନି, ପାରାୟଣ, ପ୍ରବଚନ ଓ ଭଜନ କୀର୍ତ୍ତନରେ ଖଣ୍ଡଗିରି ପାହାଡ଼ ପ୍ରକମ୍ପିତ ହେଉଛି। ସକାଳରୁ ରାତି ଯାଏ ଭକ୍ତମାନେ ବାରଭୂଜା ପୀଠରେ ରାମଚରିତ ମାନସ ପାଠ ଶୁଣୁଛନ୍ତି। ସାରା ଦେଶରୁ ସାଧୁ ଓ…
Archives


