ଜାତିସଂଘରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା…
ଜେନେଭା,୧୮।୩ : ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି। ଏହି ଅବସରରେ ଅଣ-ସରକାରୀ ସଂଗଠନଗୁଡ଼ିକ ଭାରତୀୟ ଶିକ୍ଷା ମଡେଲ ଉପରେ ଆଲୋକ ପାତ କରିଥିଲେ ଏବଂ ଏହାର ଗୁଣ…
ଜିନ୍ସ ବଟନ୍ରୁ ମହିଳାଙ୍କ ଜୀବନ୍ତ କଳାକୃତି, ଭିଡିଓ ଦେଖିଲେ…
ଅନେକ ଥର ଆମେ ଏପରି କିଛି କଳାକୃତି ଦେଖିବାକୁ ପାଇଥାଉ, ଯାହା ଚକିତ କରିଥାଏ। ବର୍ତ୍ତମାନ ସମୟରେ କଳାକାରମାନେ କିଛି ଅଲଗା କରିବାକୁ ଚେଷ୍ଟା କରିବାକୁ ଯାଇ ବୋତଲ କ୍ୟାପ୍, ପଲିଥିନ ପ୍ୟାକେଟ, ବର୍ଜିତ ଔଷଧ ବୋତଲ ଏବଂ ବର୍ଜ୍ୟବସ୍ତୁକୁ ଆକୃତି…
୧୦ ଦିନ ଧରି ଧର୍ମଘଟ କରିବେ ବିମାନବନ୍ଦର ସୁରକ୍ଷାକର୍ମୀ
ଲଣ୍ଡନ,୧୮ା୩: ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ୧୦ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିବେ। ଦରମା ବୃଦ୍ଧି ଦାବିରେ ସମସ୍ତ କର୍ମଚାରୀ ଏହି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁନିଅନ ୟୁନିଟ୍ କହିଛି, ୟୁରୋପର ଅନ୍ୟତମ ବ୍ୟସ୍ତବହୁଳ ବିମାନବନ୍ଦର ହେଥ୍ରୋ ବିମାନବନ୍ଦରରେ କାର୍ଯ୍ୟ…
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ
କଟକ ଅଫିସ,୧୮ା୩: ମାଟ୍ରିକ ପରୀକ୍ଷାରେ ଶନିବାର ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଟ୍ ‘ବି’ ଭିତରେ ‘ଏ’ ସେଟ୍ର ପ୍ରଶ୍ନ ପଡ଼ିଥିଲା। ଆଜି ବରଗଡ଼, ଢେଙ୍କାନାଳରୁ ଏପରି ଖବର ଆସିଥିଲା। ତେବେ ଏହି ଭୁଲ୍କୁ ସ୍ବୀକାର କରିଛନ୍ତି…
କମଲ ଆର୍ ଖାଁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି
ବମ୍ବେ: ଅଡ଼ୁଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ଆର୍ ଖାଁ। ସର୍ବଦା ସେ ସୋସିଆଲ ମିଡିଆରେ ଫିଲ୍ମ ନଚେତ ଲୋକପ୍ରିୟ ସେଲିବ୍ରିଟିଙ୍କୁ କଟାକ୍ଷ କରୁଥିବା ଦେଖାଯାଏ। ଗତ ବର୍ଷ ସେ ଭାରତୀୟ ଫିଲ୍ମଜଗତର ବହୁମୁଖୀ ପ୍ରତିଭାଙ୍କ ମଧ୍ୟରୁ ଜଣେ,…
ଆସାମରେ ୨ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ…
ଗୁଆହାଟୀ,୧୮।୩ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା। ଉଭୟ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ରିକ୍ଟର ସ୍କେଲରେ ୩.୬…
ନଦୀପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
କେସିଙ୍ଗା,୧୮ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ତେଲ୍ ନଦୀପଠାରୁ ଏକ ଶିଶୁପୁତ୍ର ଶନିବାର ଉଦ୍ଧାର ହେଇଛି। ସୂଚନାନୁଯାୟୀ, କେସିଙ୍ଗା ବ୍ଲକ ତହସିର ଗ୍ରାମର ଜଣେ ଲୋକ ଶୌଚ ପାଇଁ ନଦୀପୀଠକୁ ଯାଇ ଥିବା ବେଳେ ପ୍ରଥମେ ସେ ସେହି ଶିଶୁଟିକୁ ଦେଖିଥିଲେ। ପରେ…
ଫ୍ରେଣ୍ଡଶିପ୍ ପାଇପ ଲାଇନ ଲୋକାର୍ପଣ କଲେ ମୋଦି-ହସିନା…
ନୂଆଦିଲ୍ଲୀ,୧୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍ ପାଇପ ଲାଇନର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ…
ଭାରତ-ଚାଇନା ସ୍ଥିତି ବିପଜ୍ଜନକ: ଜୟଶଙ୍କର…
ନୂଆଦିଲ୍ଲୀ,୧୮।୩ : ଭାରତ ଏବଂ ଚାଇନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ବଡ ବିବୃତ୍ତି ଆସିଛି। ପଶ୍ଚିମ ହିମାଳୟ ଅଞ୍ଚଳରେ ଲଦାଖର ଭାରତ ଏବଂ ଚାଇନ ମଧ୍ୟରେ ପରିସ୍ଥିତିକୁ ସେ ଗୁରୁତର ଏବଂ ବିପଜ୍ଜନକ…
୨ ସପ୍ତାହରେ ୪୯ ଫିଲ୍ମ କରିଥିଲେ ସାଇନ୍
ମୁମ୍ବାଇ: ହିନ୍ଦୀ ଫିଲ୍ମର ପ୍ରତ୍ୟେକ କଳାକାରଙ୍କ କ୍ୟାରିୟରରେ ଏକ ସମୟ ଆସିଥାଏ ଯେତେବେଳେ ସେ ବହୁତ ନାଁ କମାଇଥାନ୍ତି। ୯୦ ଦଶକରେ ବଲିଉଡ୍ର ହାସ୍ୟ ଅଭିନେତା ଗୋବିନ୍ଦା ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ଲାଗୁଛି ଗୋବିନ୍ଦାଙ୍କ ଯୁଗ ଯେମିତି ଶେଷ…
ବିରୋଧୀଙ୍କ ଜେପିସି ଦାବି ଯଥାର୍ଥ, ରାହୁଲ ମାଗିବେନି କ୍ଷମା: କଂଗ୍ରେସ…
ନୂଆଦିଲ୍ଲୀ,୧୮।୩ : ଆଦାନୀ ମାମଲାରେ ଜେପିସି ଗଠନ ଲାଗି ବିରୋଧୀ ଦଳର ଦାବି ଏବଂ ବ୍ରିଟେନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଦାବି ନେଇ ସଂସଦ ଅଚଳ ହୋଇଯାଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ…
ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ
ବେଗୁନିଆପଡ଼ା,୧୮ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ଏନ୍ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ। ସୂଚନାନୁଯାୟୀ, ସଫେଇ କର୍ମଚାରୀମାନେ ପ୍ରତିଦିନ ଖଟିଲେ ନିଜର ପରିବାର ପ୍ରତିପୋଷଣ କରନ୍ତି।…
Archives


