Home

ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପହଞ୍ଚିଲା କାଠମାଣ୍ଡୁ…

ଓ୍ବାଶିଂଟନ,୧୬।୪ : ପୃଥିବୀର ପ୍ରଦୂଷିତ ସହର ତାଲିକାରେ ନେପାଳର ରାଜଧାନୀ କାଠମାଣ୍ଡୁ ଶୀର୍ଷରେ ରହିଛି। ଆଇକ୍ୟୁ ଏୟାର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ବାୟୁ ଗୁଣବତ୍ତା ଆଧାରରେ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ କାଠମାଣ୍ଡୁ ଶୀର୍ଷରେ ରହିଛି। ବିଶ୍ୱ…

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୮୬ ରନ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚ ରବିବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ବୁଲେଟ ଶାସନ -ଭିଡ଼ ହିଂସା ଶାସନ ଗଣତନ୍ତ୍ର ବିରୋଧୀ: ମଲ୍ଲିକାର୍ଜୁନ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦେଶର ସମ୍ବିଧାନ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ଲୋକମାନଙ୍କ…

ଅତିକ-ଅଶ୍ରଫ ହତ୍ୟା ମାମଲା: ୩ ଜଣିଆ ନ୍ୟାୟିକ ଆୟୋଗ ଗଠନ କଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ନ୍ୟାୟିକ ଆୟୋଗ ଗଠନ କରାଯାଇଛି। ଏହି ତିନି ଜଣିଆ ନ୍ୟାୟିକ ଆୟୋଗ ଦୁଇ ମାସ ମଧ୍ୟରେ ଘଟଣାର…

ରାଜନୈତିକ ଉଦ୍ଦେଶ୍ୟ ନେଇ ଆଇନ ସହିତ ଖେଳିବା ଗଣତନ୍ତ୍ର ପାଇଁ ବିପଜ୍ଜନକ: ପ୍ରିୟଙ୍କା ଗାନ୍ଧୀ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଦେଶର ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋର ଦଣ୍ଡ…

୩୨ ବିଧାୟକ-୭୦ କାଉନସିଲରଙ୍କୁ ଗିରଫ କରିଛି ପୋଲିସ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୧୬।୪ : ଏକ୍ସାଇଜ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ମାମଲାରେ ସିବିଆଇର ପଚରାଉଚରା ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି। ଏହାପୂର୍ବରୁ ସିବିଆଇ ପ୍ରଶ୍ନ ପଚରାଯିବା ସହ ତାଙ୍କୁ…

ବୟଫ୍ରେଣ୍ଡଙ୍କ ସହ ଗ୍ରୀଷ୍ମ ଛୁଟି କାଟିବାକୁ ବାହାରିଲେ ଜାହ୍ନବୀ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶେଖର ପହାଡିଆଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବାକୁ ରବିବାର ସକାଳେ ମୁମ୍ବାଇ ଛାଡ଼ିଥିବାର ନଜର ଆସିଥିଲେ। ମୁମ୍ବାଇରେ ପ୍ରବଳ ଗରମ ହେଉଥିବାରୁ ଜାହ୍ନବୀ ଏକ ଓଭରସାଇଜ୍‌…

ଆମେରିକାର ଅଲବାମାରେ ଏକ ବାର୍ଥ ଡେ’ ପାର୍ଟିରେ ଗୁଳିକାଣ୍ଡ, ୨୦ରୁ ଅଧିକଙ୍କୁ ଲାଗିଛି ଗୁଳି

ଅଲବାମା,୧୬।୪: ଆମେରିକା ଅଲବାମାର ଡେଡଭିଲେରେ ଏକ ଡ୍ୟାନ୍ସ ଷ୍ଟୁଡିଓରେ ରଖାଯାଇଥିବା ବାର୍ଥ ଡେ’ ପାର୍ଟିରେ ଅତିକମରେ ୨୦ ଜଣ ଲୋକଙ୍କୁ ଗୁଳି କରାଯାଇଛି। ଜଣେ ଝିଅର ଜନ୍ମଦିନ ପାଳନ କରିବାକୁ ଏମାନେ ଏକାଠି ହୋଇଥିଲେ। ଉପସ୍ଥିତ ଥିବା ଲୋକେ ଓ ମିଡିଆ…

ପରିବେଶ ପ୍ରତି ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା କରାଯାଇ ପାରିବ: କେନ୍ଦ୍ରମନ୍ତ୍ରୀ…

ଟୋକିଓ,୧୬।୪ : ପରିବେଶ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ହେବା ଆବଶ୍ୟକ । ଜାପାନର ସାପୋରୋରେ ଅନୁଷ୍ଠିତ ଜି-୭ ବୈଠକରେ ଭାରତ ଏହି କଥା କହିଛି। ଜଳବାୟୁ, ଶକ୍ତି ଏବଂ ପରିବେଶ ପ୍ରସଙ୍ଗରେ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର…

ଅତିକଙ୍କୁ ହତ୍ୟା ଲଜ୍ଜାଜନକ ଘଟଣା: ଗର୍ଜିଲେ ମମତା ଦିଦି…

କୋଲକାତା,୧୬।୪ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ-ରାଜନେତା ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ୟୁପ ଭାଜପା ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଅଖିଳେଶ ଯାଦବଙ୍କ ପରେ…

ଆଗାମୀ ମ୍ୟାଚ୍‌ରେ ଦଳରୁ ବାହାରିବେ ପୃଥ୍ବୀ!

ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଆରସିବି ଭଲ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍‌ରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଥିଲା। ଆଇପିଏଲ ୨୦୨୩ରେ…

ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…

ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଆନ୍ତି ନାହିଁ, ସେମାନେ ବିକଳରେ ଚିତ୍କାର କରିଥାନ୍ତି। ଯାହା ମଣିଷମାନଙ୍କ ପାଇଁ ଶୁଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?