Home

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ପ୍ରସାଦ କହିଛନ୍ତି…

ତୁର୍କୀ ସହାୟତାରେ ବାଧା ସୃଷ୍ଟି କଲା ପାକିସ୍ତାନ: ଭାରତକୁ ଦେଲାନି ଏୟାର ସ୍ପେସ୍‌

ଇସ୍‌ଲାମାବାଦ୍‌,୭।୨: ତୁର୍କୀକୁ ନିଜର ପ୍ରକୃତ ବନ୍ଧୁ ବୋଲି କହୁଥିବା ପାକିସ୍ତାନ ନିଜ ଛୋଟ ପ୍ରକୃତି ନିବୃତ୍ତ ହେଉ ନାହିଁ। ତୁର୍କୀରେ ଘଟିଥିବା ବିପର୍ଯ୍ୟୟ ଭୂକମ୍ପ ଯୋଗୁ ସମସ୍ତ ଦେଶ ସହାୟତାର ହାତ ବଢ଼ାଇବାକୁ ତତ୍ପର ଥିବା ବେଳେ ପାକିସ୍ତାନ ଏହାକୁ ନେଇ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଦ୍ଧାର୍ଥ-କିଆରା !

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି କିଆରା ଆଡଭାଣୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ସହ ସମ୍ପର୍କୀୟମାନେ ଯୋଗ ଦେଇଥିବା…

ହାନୀ ହୋଇଥିବା ମାନ-ସମ୍ମାନକୁ ଫେରାଇ ଆଣିପାରିବ ନାହିଁ ନ୍ୟାୟିକ ପ୍ରକ୍ରିୟା: ହାଇକୋର୍ଟ…

ମୁମ୍ବାଇ,୭।୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିତ୍ତିହୀନ ଅଭିଯୋଗ ଦ୍ୱାରା ବଦନାମ ତଥା ହାନୀ ହୋଇଥିବା ମାନ-ସମ୍ମାନକୁ ନ୍ୟାୟିକ ପ୍ରକ୍ରିୟା ଫେରାଇ ଆଣିପାରିବ ନାହିଁ। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଜଣେ ନ୍ୟାୟିକ ଅଧିକାରୀଙ୍କ…

ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

ଇସ୍ତାନବୁଲ୍‌,୭।୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୫ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ହୋଇଥିବା କୁହାଯାଇଛି। ଏବେ ବି ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶହ ଶହ ଲୋକ…

କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…

ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ ଅତୀତରେ ବିଭିନ୍ନ ମାଧ୍ୟମ ମାଧ୍ୟମରେ ଉଠିଥିଲା। ମଙ୍ଗଳବାର ସଂସଦ ପ୍ରକ୍ରିୟା ଚାଲିଥିବାବେଳେ କଂଗ୍ରେସ ଲୋକସଭା…

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଅଲଗା ହୋଇଥିଲେ। ସେତେବେଳେ ଏହି ବ୍ରେକ୍‌ଅପ୍‌ ଖବର ଚର୍ଚ୍ଚାରେ ରହିଥିଲା। ଏହାକୁ କିଛି ବର୍ଷ…

ଭାରତକୁ ପ୍ରଶଂସା କରି କିଛି ଏଭଳି କହିଲେ ତୁର୍କୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୭।୨: ଗତ ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪୫ରୁ ଅଧିକ ଭୂକମ୍ପ ମଧ୍ୟ ପୂର୍ବ ଦେଶ ତୁର୍କୀ-ସିରିଆରେ ବିନାଶ ଘଟାଇଛି। ସୋମବାର ଘଟିଥିବା ଭୟଙ୍କର ଭୂକମ୍ପରେ ଉଭୟ ଦେଶର ବଡ଼ ବଡ଼ ଅଟ୍ଟାଳିକା ଭାଙ୍କି ଧ୍ୱଂସ ହୋଇଯାଇଛି। ଏଭଳି ପରିସ୍ଥିତିରେ ଭାରତ…

ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ

କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ ତାରିଖରେ…

ସତୀ ପ୍ରଥାର ଗୁଣଗାନ କରି ଅଡୁଆରେ ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ, ଲୋକସଭାରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୭।୨ : ସତୀ ପ୍ରଥାର ଗୁଣଗାନ କରି ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ ଅଡୁଆରେ ପଡ଼ିଛନ୍ତି। ଏନେଇ ବିରୋଧୀ ଦଳ ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକ ସଭାରେ ବିରୋଧୀଦଳ ନେତାମାନେ ମଙ୍ଗଳବାର ବେଲରେ ବିକ୍ଷୋଭ ପ୍ରଦର୍ଶନ କରି…

ହନିଟ୍ରାପ୍‌ ଜାଲରେ ଆଇଟିବିପିର ଅବସରପ୍ରାପ୍ତ ଅଧିକାରୀ: ଲୁଟି ନେଲେ ୧କୋଟି ୮୦ଲକ୍ଷ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ପୋଲିସ ପୁଣି ଆଉ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ ପରିଛି। ଯେଉଁମାନେ ହନିଟ୍ରାପ୍‌ରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ୩ଜଣ ଆପତ୍ତିଜନକ ଭିଡିଓ ଆଳରେ ନିଜକୁ…

ଦିଲ୍ଲୀ ଗଲେ ପିଣ୍ଟୁ: କରାଯିବ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୭।୨(ବ୍ୟୁରୋ): ଦିଲ୍ଲୀ ଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଗୁରୁତର ଲିଭର ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବା ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଯାଇଛନ୍ତି। ସେଠାରେ ଇନ୍‌ଷ୍ଟିଚ୍ୟୁଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri