Home

ଭାରତ-ଆମେରିକା ମିଳିମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓ୍ବାଶିଂଟନ,୧୬।୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ମିଳିତ ଭାବେ ଏକ ଶକ୍ତିଶାଳୀ, ଶାନ୍ତପୂର୍ଣ୍ଣ ଏବଂ ସୁସଂଗତ ବିଶ୍ୱ ସମୁଦାୟର…

କୃଷିବହୁଳ ଜିଲାର ୭୦% ଲୋକ ଚାଷ ଉପରେ ନିର୍ଭର

ବ୍ରହ୍ମପୁର ଅଫିସ,୧୬ା୪:ଗଞ୍ଜାମ ଜିଲାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୭୦% କେବଳ ବିଭିନ୍ନ ଚାଷ ଉପରେ ନିର୍ଭର କରୁଛନ୍ତି। ଏହି ଜିଲାରେ ଥିବା ୪ ଲକ୍ଷାଧିକ ହେକ୍ଟର ଜମି ମଧ୍ୟରୁ ଅର୍ଦ୍ଧେକରେ ଖରିଫ ଧାନ ଏବଂ ଅବଶିଷ୍ଟରେ ଅଣଧାନ ଓ ପନିପରିବା ଚାଷ…

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ଜଣକ ହେଲେ ଉକ୍ତ ଥାନା ପାଡ଼ନକେତା ଗ୍ରାମର…

ଆଶା ରଖିଛନ୍ତି ଦୀପିକା

ଦୀପିକା ପାଦୁକୋନ୍‌ଙ୍କ ଇଛା ପୁଣିଥରେ ସେ କେମିତି ବଲିଉଡ୍‌ର ବାଦ୍‌ଶାହ ଶାହରୁଖଙ୍କ ସହ ଅଭିନୟ କରିବେ। ଏହାପୂର୍ବରୁ ସେ ତାଙ୍କ ସହ କେତୋଟି ସିନେମାରେ ପରଦା ଉପରକୁ ଆସିସାରିଛନ୍ତି। ଏବେ ପୁଣି ଆଉ ଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ…

ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯…

ମୋଦିଙ୍କ ପ୍ରଶଂସକ ପାଲଟିଲେ ଆମେରିକାର ବାଣିଜ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସକ ଦେଶରେ ଖୁବ୍‌ ଅଧିକ। କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କର ରହିଛନ୍ତି ଅନେକ ପ୍ରଶଂସକ। ବିଶ୍ୱର ଅନେକ ନେତା ବି ମୋଦିଙ୍କୁ ବେଶ ପ୍ରଶଂସା କରିଥାଆନ୍ତି। ଆମେରିକାର ସେକ୍ରେଟାରି ଅଫ କମର୍ସ ଅର୍ଥାତ୍‌…

ଜିଲା ଚିକିତ୍ସାଳୟ ମୁଖ୍ୟ ଫାଟକ ବନ୍ଦ

ଅନୁଗୋଳ ଅଫିସ, ୧୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଶନିବାର ବନ୍ଦ କରାଯାଇଛି। ଡ୍ରେନ୍‌ କାର୍ଯ୍ୟ ପାଇଁ କିଛିଦିନ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ମେଡିକାଲକୁ ଆସୁଥିବା ରୋଗୀ…

‘ସୁରକ୍ଷା ପାଇଁ ମୁଁ ଦାୟୀ ରହିବି’

ଟୋକିଓ,୧୬ା୪: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ନିକଟରେ ଆକ୍ରମଣ କରାଯାଇଥିଲା। ସ୍ମୋକ୍‌ ବମ୍‌ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ ପ୍ରଧାନମନ୍ତ୍ରୀ। ଯଦିଓ ପୋଲିସ ଏହି ଆକ୍ରମଣର ସନ୍ଦିଗ୍ଧଙ୍କୁ ଧରିଥିଲା, କିନ୍ତୁ ଘଟଣା ପରଠାରୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକର…

କଡା ସୁରକ୍ଷା ମଧ୍ୟରେ ହେବ ଡନ ବ୍ରଦର୍ସଙ୍କ ପୋଷ୍ଟ ମର୍ଟମ

ଲକ୍ଷ୍ନୌ,୧୬।୪: ଉମେଶ ପାଲ ହତ୍ୟା କାଣ୍ଡରେ ପୋଲିସ କଷ୍ଟଡି ରିମାଣ୍ଡରେ ଥିବା ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ କାଲଓ୍ବିନ ହସ୍ପିଟାଲ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ…

ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା

ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍‌ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ ଉଲ୍ଲଘଂନ କରି ନାବାଳକଙ୍କୁ ଡମ୍ପର ଡ୍ରାଇଭର ଓ ହେଲପର ଭାବେ ନିୟୋଜିତ କରିଥିବା ଓ…

ଲେଡ଼ି ବାଇକର୍ସ

ରୟାଲ ଏନ୍‌ଫିଲ୍ଡ, କେଟିଏମ୍‌, କାଓ୍ବାସାକି ପରି ବାଇକ୍‌କୁ ଭ୍ରୁମ୍‌.. ଭ୍ରୁମ୍‌.. କରି ଯେବେ ଏମାନେ ରାସ୍ତାରେ ଚାଲିଯାଆନ୍ତି ଲୋକେ ଘଡ଼ିଏ ବୁଲି ବୁଲି ଚାହାନ୍ତି। କାରଣ ଏସବୁ ବାଇକ୍‌ ଉପରେ ଦିନେ ଥିଲା ପୁରୁଷଙ୍କର ଏକଚାଟିଆ ରାଜତ୍ୱ। ହେଲେ ଏବେ ଲେଡି…

ସୁଦାନ ସେନା-ସରକାରୀ ସାମରିକ ବାହିନୀ ସଂଘର୍ଷ: ୫୬ ମୃତ, ୫୯୫ ଆହତ

କାହିରା,୧୬ା୪: ସୁଦାନରେ ହୋଇଥିବା ସଂଘର୍ଷରେ ମୋଟ୍‌ ୫୬ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୫ ଜଣ ଆହତ ହୋଇଛନ୍ତି। ସୁଦାନର ସେଣ୍ଟ୍ରାଲ ଡାକ୍ତର କମିଟି ରବିବାର ସୁଦାନ ସେନା ଏବଂ ଏକ ସରକାରୀ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?