Home

ଆଜିଠାରୁ ଭାରତ-ଆମେରିକା ମିଳିତ ସମରାଭ୍ୟାସ…

କୋଲକାତା,୧୦।୪ : ଚାଇନା ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଏବଂ ଭାରତର ସ୍ବତନ୍ତ୍ର ବାହିନୀ ସୋମବାର ଠାରୁ ଫରଓ୍ବାର୍ଡପାଷ୍ଟଅଞ୍ଚଳରେ ଯୁଦ୍ଧ ବିମାନ ଚଳାଚଳ ପାଇଁ ତାଲିମ କେନ୍ଦ୍ରରେ ମିଳିତ ସମରାଭ୍ୟାସଆରମ୍ଭ କରିବେ। ତଥାପି, କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା…

କରୋନା ମୁକାବିଲା: ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୧୦।୪ : ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ୧୦ ଏବଂ ୧୧ ଏପ୍ରିଲରେ ଜାତୀୟ ସ୍ତରରେ ଏକ ମକ ଡ୍ରିଲ ଆୟୋଜନ କରାଯାଇ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ନଜର ରଖାଯିବ। ମକ ଡ୍ରିଲରେ ଆଇସିୟୁ ଶଯ୍ୟା, ଚିକିତ୍ସା…

ବିଷାକ୍ତ ଖାଦ୍ୟଖାଇ ୧୫ ଅନ୍ତେବାସୀ ଗୁରୁତର

ବାଲିମେଳା/କୋରୁକୋଣ୍ଡା,୧୦ା୪ (ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟ ଛାତ୍ରୀ ନିବାସରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀନିବାସର ୧୫ ଅନ୍ତେବାସୀ ଗୁରୁତର ହୋଇପଡିବା ଦେଖିବାକୁ ମିଳିଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ…

ରାହୁଲ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟନ୍ତି: ଗୁଲାମ ନବୀ…

ନୂଆଦିଲ୍ଲୀ,୧୦।୪ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟିଛନ୍ତି। ଯଦିଓ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। କିନ୍ତୁ ଗୁଲାମ ନବୀଙ୍କ ଦାବି ଉପରେ…

ରାଜ୍ୟରେ ପ୍ରଥମ: ରୋଗୀଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୦ା୪: କଟକସ୍ଥିତ ଏସ୍‌ସିବି ମେଡିକାଲର ସିଟିଭିଏସ୍‌ ବିଭାଗରେ ଏକ୍‌ମୋ ମେଶିନ ସହାୟତାରେ ଜଟିଳ ଅସ୍ତ୍ରୋପଚାର ଶନିବାର କରାଯାଇଛି। ଜଣେ ୨୧ ବର୍ଷୀୟ ଯୁବକଙ୍କ ଶ୍ୱାସନଳୀକୁ ବନ୍ଦ କରି ରଖିଥିବା ଏକ ଟ୍ୟୁମରକୁ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ରୋଗୀ…

ଉପକୂଳ ଅଞ୍ଚଳରେ ଚାଉଳି କୋଳି ଚାହିଦା ବଢୁଛି

ମହାକାଳପଡ଼ା,୧୦ା୪ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ଚାଉଳି କୋଳିର ଚାହିଦା ବୃଦ୍ଧି ପାଇଛି। ବିଶେଷକରି ଖରାଦିନେ ଏହି କୋଳିକୁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଖାଇ ଭୋକ ଓ ଶୋଷ ମେଣ୍ଟାଇଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।…

ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ…

ଏଥେନ୍ସ,୧୦।୪ : ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଡଙ୍ଗାଟି ଲିବିଆର…

ବାଡ଼ ରହିଛି, ଗଛ ନାହିଁ

ପଟ୍ଟାମୁଣ୍ଡାଇ,୧୦ା୪(ସ୍ବ.ପ୍ର.): ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରତିବର୍ଷ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ଲଗାଯାଉଛି…

କ୍ୟାଲ୍‌ସିୟମ କାର୍ବାଇଡକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୪: ଆଗକୁ ପଣା ସଂକ୍ରାନ୍ତି ସମେତ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ରମଜାନ ମାସ ଚାଲିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରଚୁର ମାତ୍ରାରେ ଫଳ ବଜାରକୁ ଆସୁଛି। ତେବେ ଏହି ଫଳ ଆମ ପାଇଁ ବିଭିନ୍ନ ରୋଗର କାରଣ…

ଶ୍ରୀଲଙ୍କାର ମହାବୋଧି ବୃକ୍ଷ ପାଇଁ ସଙ୍କଟ ସାଜିଛି ଚାଇନା ପାଓ୍ବାର ପ୍ଲାଣ୍ଟ୍‌…

କଲମ୍ବୋ,୧୦।୪ : ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପରିବେଶରେ ଏହି ବିଷାକ୍ତ ଏସିଡ ବିସର୍ଜନ…

ପୁରୁଣା ଭର୍ସନ, ଅନାମଧ୍ୟେୟ ବ୍ରାଣ୍ଡ୍‌

ଯାଜପୁର ଅଫିସ,୧୦ା୪: ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ପାଣ୍ଠିରେ କାର୍ଯ୍ୟକାରୀ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ…

ବିବାଦ ପରେ ଟୁଇଟର ପରିବର୍ତ୍ତନ କଲା ଏନପିଆର ଲେବୁଲ…

ଓ୍ବାଶିଂଟନ,୧୦।୪ : ବିବାଦ ପରେ ଆମେରିକାର ରେଡିଓ ନେଟୱାର୍କ ଏନପିଆର ଅର୍ଥାତ ନ୍ୟାଶନାଲ ପବ୍ଲିକ ରେଡିଓକୁ ଦିଆଯାଇଥିବା ‘ରାଜ୍ୟ-ଅନୁବନ୍ଧିତ ମିଡିଆ’ ଲେବଲ ଟୁଇଟର ପ୍ରତ୍ୟାହାର କରିନେଇଛି। ସେ ବର୍ତ୍ତମାନ ରେଡିଓକୁ ସରକାରୀ ଅନୁଦାନ ବୋଲି ବର୍ଣ୍ଣନା କରିଛନ୍ତି। ଏଲୋନ ମସ୍କର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?