Home

କେଜରିଓ୍ବାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୮।୩ : ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଏଏପି ନେତା ତଥା ରାଜ୍ୟସଭା ଏମ୍‌ପି…

କଂଗ୍ରେସ ପକ୍ଷରୁ ‘ୟଙ୍ଗ ଇଣ୍ଡିଆର ବୋଲ’ ସିଜିନ-୩ ଆରମ୍ଭ…

ନୂଆଦିଲ୍ଲୀ,୧୮।୩ : ସଂଗଠନରେ ଯୁବ ପ୍ରବକ୍ତା ଚୟନ ପାଇଁ ଭାରତୀୟ ଯୁବ କଂଗ୍ରେସ ୟଙ୍ଗ ଇଣ୍ଡିଆ କେ ବୋଲ ସିଜିନ-୩ ଆରମ୍ଭ କରିଛି। ଏହି ପ୍ରତିଯୋଗିତାରୁ ମନୋନୀତ ହୋଇଥିବା ଲୋକଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ପ୍ରବକ୍ତା ଭାବେ ନିଯୁକ୍ତି ଦିଆଯିବ।…

ଆଇପିଏସ ଡେପୁଟେଶନ: ମନା କଲେ ପଡ଼ିବ ମହଙ୍ଗା…

ନୂଆଦିଲ୍ଲୀ,୧୮।୩ : ବହୁ ବର୍ଷ ଧରି କେନ୍ଦ୍ରରେ ଡେପୁଟେଶନରେ ଆସୁଥିବା ଆଇପିଏସ ଅଫିସରଙ୍କ କୋଟା ପୂରଣ ହୋଇ ପାରି ନାହିଁ। ଆଇପିଏସ ଡିଜି, ଏସଡିଜି, ଏଡିଜି, ଆଇଜି, ଡିଜି ଏବଂ ଏସପିଙ୍କ ଅନୁମୋଦିତ ପଦଗୁଡିକର ପ୍ରାୟ ପଚାଶ ପ୍ରତିଶତ ଖାଲି ପଡ଼ିଛି।…

ଭାରତରେ ଖାଦ୍ୟ ଉତ୍ପାଦନ ସଙ୍କଟ: ୨୦୫୦ ସୁଦ୍ଧା ଜନସଂଖ୍ୟାର ଅଧା ଲୋକ ପଡ଼ିବେ ବିପଦରେ

ନୂଆଦିଲ୍ଲୀ,୧୮ା୩: ଗ୍ଲୋବାଲ ଓ୍ବାର୍ମିଂ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଖୁବ୍‌ ଶୀଘ୍ର ବିଶ୍ୱର ଅନେକ ଦେଶକୁ ଖାଦ୍ୟ ଯୋଗାଣ ସଙ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ ଜଣାପଡ଼ିଛି…

ଲୋକପ୍ରିୟତା ହରାଉଛି ଦିନିକିଆ କ୍ରିକେଟ: ରୋମାଞ୍ଚକର କରିବାକୁ ମାଷ୍ଟର ବ୍ଲାଷ୍ଟରଙ୍କ ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩: ଭାରତୀୟ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହାର ଫର୍ମାଟରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ଏଥିସହ ସେ…

୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮ା୩: ନିଶା ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡରେ ବାଲେଶ୍ବର ପୋଲିସ। ଶୁକ୍ରବାର ବିଳମ୍ବିତ ରାତିରେ ଜଳେଶ୍ବର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଚଢ଼ାଉ କରି କୁଖ୍ୟାତ ବ୍ରାଉନସୁଗାର…

ବିଚାରପତି ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ ନ୍ୟାୟିକ କାର୍ଯ୍ୟ କରିବ କିଏ : ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୩ : ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ସାମ୍ବିଧାନିକ ‘ଲକ୍ଷ୍ମଣ ରେଖା’ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକି କାର୍ଯ୍ୟନିର୍ବାହୀ ତଥା ନ୍ୟାୟପାଳିକା ସମେତ ବିଭିନ୍ନ ଅନୁଷ୍ଠାନର ମାର୍ଗଦର୍ଶନ କରିଥାଏ। ବିଚାରପତିମାନେ ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ କିଏ ନ୍ୟାୟିକ କାର୍ଯ୍ୟ…

ଏସସିବିଏ ସ୍ଥାୟୀ କମିଟିରେ ସାମିଲ ହେବାକୁ ସିଜେଆଇଙ୍କୁ କଲେ ଅନୁରୋଧ…

ନୂଆଦିଲ୍ଲୀ,୧୮।୩ : ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ନାଗରିକ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ନେଇ ଅନେକ ଥର ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ବାର ଆସୋସିଏଶନ (ଏସସିବିଏ) ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଚିଠି ଲେଖି ଷ୍ଟାଣ୍ଡିଂ କମିଟିରେ ପ୍ରତିନିଧିତ୍ୱ କରିବାକୁ…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି: ସେଟ୍‌ ‘ବି’ ରେ ସେଟ୍‌ ‘ଏ’ର ପ୍ରଶ୍ନ

ବରଗଡ଼ ଅଫିସ,୧୮ା୩: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏଚ୍‌ଏସ୍‌ସି) ଅର୍ଥାତ୍‌ ମାଟ୍ରିକ ପରୀକ୍ଷାର ଶନିବାର ହୋଇଥିବା ସାମାଜିକ ବିଜ୍ଞାନ (ଇତିହାସ, ଭୂଗୋଳ) ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ଉପରେ ସେଟ୍‌ ‘ବି’ ପ୍ରଶ୍ନପତ୍ର ଲେଖାଯାଇ ଥିବା ବେଳେ…

ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ-ନ୍ୟୁଜିଲାଣ୍ଡରେ ପ୍ରତିବନ୍ଧକ..

ଲଣ୍ଡନ/ଓ୍ବିଲିଣ୍ଟନ,୧୮।୩ : ଆମେରିକା ପରେ ଚାଇନା ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ ଏବଂ ନ୍ୟୁଜିଲାଣ୍ଡ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଛନ୍ତିି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି । ଏହି ଭିଡିଓ ଶେୟାରିଂ ଆପର ମାଲିକାନା ସହ ଜଡିତ ସୁରକ୍ଷା…

ଆମେରିକା ସହ ଲଢ଼େଇ ପାଇଁ ଉତ୍ତରକୋରିଆର ୮ ଲକ୍ଷ ଲୋକ ସେନାରେ ହେବେ ସାମିଲ…

ପ୍ୟୋଙ୍ଗୟ୍ୟାଙ୍ଗ,୧୮।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ବନ୍ଦ କରିବା ପାଇଁ ଉତ୍ତର କୋରିଆ ପ୍ରତିଦିନ ନୂଆ ଅଭିମୁଖ୍ୟ୍‌ ଗ୍ରହଣ କରୁଛି। ଆଇସିବିଏମ ଲଞ୍ଚ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏକ ବଡ ଘୋଷଣା…

ନାଟୋ ସଦସ୍ୟତା ଦୌଡ଼ରେ ସ୍ବିଡେନ: ଅନୁମୋଦନକୁ ଆମେରିକାର ସମର୍ଥନ…

ଓ୍ବାଶିଂଟନ,୧୮।୩ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ଘୋଷଣାକୁ ଆମେରିକା ସ୍ବାଗତ କରିଛି ଯେ ଦେଶର ସଂସଦ ଫିନଲାଣ୍ଡର ନାଟୋ ସଦସ୍ୟତାକୁ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିବ। ଏଥିସହ ଆମେରିକା ତୁର୍କୀକୁ ସାମରିକ ମିଳିତ ମଞ୍ଚରେ ସ୍ବିଡେନର ପ୍ରବେଶକୁ ଶୀଘ୍ର ଅନୁମୋଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri