Home

୨୦୨୪ରେ ଦରଦାମ ବୃଦ୍ଧି-ବେକାରି ସମସ୍ୟା ମୋଦି-ଶାହାଙ୍କ ଯୋଜନାରେ ଆଣିବ ବାଧା: ସର୍ଭେ…

ନୂଆଦିଲ୍ଲୀ,୧୨।୨ : ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୪୦୦ ଦିନ ବାକି ଅଛି। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରି ଭାଜପା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୫ ମାସ…

ଶହ ଶହ କଂଗ୍ରେସକର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟ ସହିତ ଏବେ ଇଲୁ-ଇଲୁ କରୁଛି କଂଗ୍ରେସ: ଶାହା…

ଅଗରତାଲା,୧୨।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛି। ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାନ୍ଦିପୁରରେ…

ଲେଜି ପେ-କ୍ରିଡିଟ୍‌ ବି-ବୁଡି ଲୋନ ଉପରୁ ହଟିଲା ପ୍ରତିବନ୍ଧକ…

ନୂଆଦିଲ୍ଲୀ,୧୨।୨ : ଭାରତ ସରକାର କେତେକ ଋଣ ଆପ କମ୍ପାନୀ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚାଇନ ସହିତ ଲିଙ୍କ୍‌ ଥିବା ଅଭିଯୋଗ ପରେ ସରକାର ଏହି କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ୨୨୦ ଟି ଆପ…

ଜମ୍ମୁ-କଶ୍ମୀର ରୋଜଗାର, ଭଲପାଇବା ଚାହିଁଥିଲା, ଭାଜପା ଦେଲା ବୁଲଡୋଜର: ରାହୁଲ…

ନୂଆଦିଲ୍ଲୀ,୧୨।୨ : ଜମ୍ମୁ- କଶ୍ମୀରରେ ଚାଲିଥିବା ଅତିକ୍ରମଣ ବିରୋଧ ଅଭିଯାନକୁ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କଠାରୁ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ…

ଦେଶର ଝିଅମାନେ ଆଜି ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ,୧୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ କରିଛନ୍ତି। ଏହି ସମୟରେ ସେ ଦିୟାନନ୍ଦ ସରସ୍ବତୀଙ୍କ ସମାଜ ପାଇଁ…

ଫଡନାଭିସ କିଏ ? ବିଜୟ ସତ୍ୟର ହେବ: ସଞ୍ଜୟ ରାଉତ…

ମୁମ୍ବାଇ,୧୨।୨ : ଶିବସେନା (ଉଦ୍ଧବ ଦଳ) ନେତା ସଞ୍ଜୟ ରାଉତ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ସୁପ୍ରିମକୋର୍ଟରେ ସରକାରଙ୍କ ବିରୋଧରେ ଚାଲିଥିବା ମାମଲାରେ ସତ୍ୟର ବିଜୟ ହେବ ବୋଲି ସେ କହିଛନ୍ତି।…

‘ବିଦେଶୀ ଆମ ଦେଶୀ ଗର୍ଲଙ୍କୁ ନେଇଗଲେ’

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ତାଙ୍କର ଫ୍ୟାଶନ ଇନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପିସି ବହୁତ ଆକ୍ଟିଭ୍‌। ଏବେ ସେ କେବଳ ନିଜର ନୁହେଁ, ଝିଅ ମାଳତୀ ଫଟୋ ବି ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି।…

୪ ରାଜ୍ୟ ହାଇକୋର୍ଟରେ ନୁଆ ମୁଖ୍ୟ ବିଚାରପତି ନିଯୁକ୍ତି…

ନୂଆଦିଲ୍ଲୀ,୧୨।୨ : ଚାରିଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରବିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ସୋନିଆ ଗିରିଧର ଗୋକାନିଙ୍କୁ…

ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ଜିଲାର ଏକ ମାତ୍ର ସରକାରୀ ମହାବିଦ୍ୟାଳୟ। ଯେଉଁଠି ଉଭୟ ଛାତ୍ରୀଛାତ୍ର ପାଠ…

ସିରିଆରେ ପହଞ୍ଚିଲା ‘ଅପରେଶନ ଦୋସ୍ତ’ର ୭ମ ବିମାନ

ଦାମସକସ,୧୨ା୨: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ ‘ଅପରେଶନ ଦୋସ୍ତ’ଷ୍ଟ ଅଭିଯାନ ଭାରତ ଦ୍ୱାରା ପରିଚାଳିତ ହେଉଛି। ଭାରତର ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତୁର୍କୀ…

ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…

ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲୀଙ୍କୁ ସାତ ଦିନ…

ଭୂକମ୍ପ ଯୋଗୁ ଶେଷ ହେଲା ଆର୍ମେନିଆ-ତୁର୍କୀ ଶତ୍ରୁତା: ୩୦ ବର୍ଷ ପରେ ଖୋଲିଲା ସୀମା…

ଆଙ୍କରା/ୟେରେଭାନ,୧୨।୨ : ସମ୍ପ୍ରତି ତୁର୍କୀ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶ ଦେଇ ଗତି କରୁଛି। ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସହର ଧ୍ୱଂସ ହୋଇଯାଇଛି । ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri