Home

ରାଉରକେଲାରେ କଲ୍ୟାଣ ଜୁଏଲର୍ସ ଉଦ୍‌ଘାଟିତ

ଭୁବନେଶ୍ୱର/ରାଉରକେଲା ଅଫିସ,୧୯।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ରାଉରକେଲା ସିଭିଲ ଟାଉନଶିପ ପାନପୋଷ ରୋଡ୍‌ର ନେକ୍ସା ବିଲ୍‌ଡିଂ ପରିସରରେ କଲ୍ୟାଣ ଜୁଏଲର୍ସର ଉକ୍ତ ଷ୍ଟୋର ଆନୁଷ୍ଠାନିକ…

ଆଜି ଖସିବ ନାସା ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୯।୪: ନାସାର ଏକ ଅଚଳ ଉପଗ୍ରହ ବୁଧବାର ପୃଥିବୀପୃଷ୍ଠକୁ ଖସିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି। ୬୦୦ ପାଉଣ୍ଡ (୨୭୨ କିଲୋଗ୍ରାମରୁ ଅଧିକ) ଓଜନର ଏହି ଉପଗ୍ରହ ବୁଧବାର ରାତି ୯ଟା ୩୦ ମିନିଟ୍‌ (ଇଷ୍ଟର୍ନ…

ୟୁକ୍ରେନୀୟ ଅଞ୍ଚଳରେ ପୁଟିନ୍‌

ମସ୍କୋ,୧୯ା୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜ ଦଖଲକୁ ନେଇଥିବା ୨ ୟୁକ୍ରେନୀୟ ଅଞ୍ଚଳ ଖେରସନ୍‌ ଓ ଲୁହାନ୍‌ସ୍କର ସେନା କମାଣ୍ଡରଙ୍କୁ ସୋମବାର ଭେଟିଛନ୍ତି। ୨ ମାସ ମଧ୍ୟରେ ଏହା ହେଉଛି ପୁଟିନ୍‌ଙ୍କ ଦ୍ୱିତୀୟ ୟୁକ୍ରେନ୍‌ ଗସ୍ତ। ସମ୍ପୃକ୍ତ ଅଞ୍ଚଳରେ ମସ୍କୋର…

ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ଡ୍ରାଇଭର ପୁରସ୍କୃତ

ନୂଆଦିଲ୍ଲୀ,୧୯ା୪ : ଦୀର୍ଘ ୩୪ ବର୍ଷ ଧରି ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଶେଖ୍‌ ଦୟାନ ମଙ୍ଗଳବାର ପୁରସ୍କୃତ ହୋଇଛନ୍ତି। ଆସୋସିଏଶନ ଅଫ୍‌ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ (ଏଏସ୍‌ଆର୍‌ଟିୟୁ) ପକ୍ଷରୁ ଏହି ପୁରସ୍କାର…

ପର୍ବତାରୋହୀ ବଲଜିତ ଉଦ୍ଧାର

କାଠମାଣ୍ଡୁ, ୧୯।୪: ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ବେଳେ ସୋମବାର ନିଖୋଜ ଥିବା ଭାରତୀୟ ପର୍ବତାରୋହୀ ବଲଜିତ କୌରଙ୍କୁ ମଙ୍ଗଳବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଏକ ଏରିଅଲ ସର୍ଚ୍ଚ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ବିନା ସପ୍ଲିମେଣ୍ଟାଲ୍‌ ଅକ୍ସିଜେନ୍‌ ବ୍ୟବହାର…

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି ଏବଂ ଅଣମୌସୁମୀ ଋତୁରେ ନଦୀରେ କେତେ ଜଳ ଉପଲବ୍ଧ ରହୁଛି ଓ ବ୍ୟବହୃତ ହେଉଛି,…

ଜାତି ଗଣନା, କୋଟା ସୀମା ଉଚ୍ଛେଦ ବିରୋଧୀଙ୍କ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୯ା୪(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ଭାଜପାକୁ କ୍ଷମତାରୁ ହଟାଇବାକୁ ଜାତିଭିତ୍ତିକ ଜନଗଣନା ଏବଂ ସ୍ଥାନ ସଂରକ୍ଷଣ ସୀମା ହ୍ରାସ ଦାବି ଲାଗି ବିରୋଧୀଙ୍କ ମିଳିତ ଦାବି ସେମାନଙ୍କୁ…

ରୁଷିଆକୁ ସହାୟତା ମହଙ୍ଗା ପଡ଼ିବ

ଟୋକିଓ,୧୯।୪: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆକୁ ସାମରିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମଙ୍ଗଳବାର ଜି୭ ରାଷ୍ଟ୍ର ସମୂହ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଜାପାନର କାରୁଇଜଓ୍ବା ସହରରେ ସମ୍ମିଳନୀ ଶେଷରେ ଜି୭ ରାଷ୍ଟ୍ରଗୁଡ଼ିକର ବହିର୍ବ୍ୟାପାର ମନ୍ତ୍ରୀମାନେ…

ସମଲିଙ୍ଗୀ ବିବାହକୁ ୩୩ ଦେଶରେ ସ୍ବୀକୃତି

ନୂଆଦିଲ୍ଲୀ,୧୯।୪: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ଆଇନଗତ ଲଢେଇ ଜାରି ରହିଥିବା ବେଳେ ବିଶ୍ୱରେ ଏମିତି ଅନେକ ଦେଶ ରହିଛି ଯେଉଁଠି ଏହାକୁ ମାନ୍ୟତା ମିଳିଛି। ସେହି ଦେଶଗୁଡିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଳୋଭେନିଆ, ଚିଲି, ସୁଇଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇଓ୍ବାନ,…

ପର୍ସନାଲ ଲ’ ଆଧାରରେ ହେବନି ବିଚାର

ନୂଆଦିଲ୍ଲୀ,୧୯।୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଲାଗି ହୋଇଥିବା ଆବେଦନଗୁଡ଼ିକର ଶୁଣାଣ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କିତ ପର୍ସନାଲ ଲ’ ଆଧାରରେ ଉକ୍ତ ଆବେଦନର ବିଚାର କରାଯିବ ନାହିଁ ବୋଲି…

ସିସୋଡିଆଙ୍କ ଜାମିନ ଆବେଦନ ରାୟ ୨୬ ଯାଏ ସଂରକ୍ଷିତ

ନୂଆଦିଲ୍ଲୀ,୧୯।୪(ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ରାୟକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୨୬ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ତଦନ୍ତ ପାଇଁ ଆଉ…

୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ପାଟନା, ୧୯।୪: ବିହାର ରାଜଧାନୀ ପାଟନାର ବିହତା ବ୍ଲକରେ ଜଣେ ମହିଳାଙ୍କ ସମେତ ୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି। ଏଥିସହ ୫୦ ଗାଡ଼ି ଜବତ କରିଛି। ପାଟନା ଡିଷ୍ଟ୍ରିକ୍ଟ ମାଇନିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?