Home

ସିକ୍କିମରେ ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ୍‌,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ…

ମୁଁ ଆମେରିକା ବିରୋଧୀ ନୁହେଁ: ଇମ୍ରାନ

ଇସଲାମାବାଦ୍‌,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକାକୁ ନେଇ ନିଜ ମତ ବଦଳାଇଛନ୍ତି। ତାଙ୍କର ଆମେରିକୀୟ ବିରୋଧୀ ଭାବମୂର୍ତ୍ତିର ବିପରୀତ ଭାବେ ଇମ୍ରାନ କହିଛନ୍ତି ଯେ, ଅନ୍ତର୍ଜାତୀୟ ସମ୍ପର୍କ ବ୍ୟକ୍ତିଗତ ଇଗୋ ଉପରେ ଆଧାରିତ ନୁହେଁ। ମୋ ବିଷୟରେ ମିଥ୍ୟା…

ତିବ୍ୱତରେ ବିକାଶ ନାଁରେ ସେନା ଢାଞ୍ଚାକୁ ବଢାଉଛି ଚାଇନା, ନୂଆ ରେଲୱେ ଲାଇନ, ବିମାନ ବନ୍ଦର ପ୍ରସ୍ତୁତ

ବେଜିଂ,୧୩ ।୨: କୁଟିଳତା ଓ ଚାଲକିରେ ସମସ୍ତଙ୍କୁ ପଛରେ ପକାଇ ଦେଉଥିବ ଚାଇନା ଏବେ ତିବ୍ୱତରେ ପଇନ୍ତରା ଆରମ୍ଭ କରିଦେଇଛି । ବିକାଶ ନାଁରେ ତିବ୍ୱତରେ ଦ୍ରୁତ ଗତିରେ ସେନା ଢାଞ୍ଚାକୁ ବଢାଇବାରେ ଲାଗିଛି ଚାଇନା । ଏହା ପୂର୍ବରୁ ଚାଇନା…

ପ୍ରେମୀଯୁଗଳଙ୍କ ପାଇଁ କିସ୍‌ ଡେ’

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

ଏମସି ଷ୍ଟାନ ‘ବିଗ ବସ ୧୬’ର ବିଜେତା

୪ ମାସ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗ୍‌ବସ୍‌ ସିଜନ୍‌-୧୬ର ବିଜେତା ହୋଇଛନ୍ତି ଏମ୍‌ସି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ର ଗ୍ରାଣ୍ଡ ଫିନାଲେରେ ବାଜି ମାରିନେଇଛନ୍ତି ଷ୍ଟାନ୍‌। ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ…

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୭ ଉଇକେଟରେ ହରାଇଲା ଭାରତ

କେପ୍‌ ଟାଉନ, ୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୪୯ ରନ୍‌ କରିଥିବା ବେଳେ ଭାରତ ୧୯ ଓଭରରେ ୩…

ତୁର୍କୀ, ସିରିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିବା ଆଶଙ୍କା : ଜାତିସଂଘ

ନ୍ୟୁୟର୍କ,୧୨।୨: ତୁର୍କୀ ଓ ସିରିଆ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ। ରବିବାର ମୃତ୍ୟୁ ସଂଖ୍ୟା ୩୩,୦୦୦ ଛୁଇଁଛି। ମୃତ୍ୟୁସଂଖ୍ୟା ୫୦ ହଜାର ଟପିବା ନେଇ ଜାତିସଂଘ ଆଶଙ୍କା ବ୍ୟକ୍ତ କରିଛି। ଭୂକମ୍ପ ମୃତ୍ୟୁସଂଖ୍ୟା ୫୦ ହଜାରରୁ ଯଥେଷ୍ଟ ଅଧିକ…

ବାଂଲାଦେଶର ଆଗାମୀ ରାଷ୍ଟ୍ରପତି ହେବେ ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ

ଢାକା,୧୨।୨: ବାଂଲାଦେଶର ୨୨ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ। ପାର୍ଲାମେଣ୍ଟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ଥିବା ଶାସକ ଦଳ ଆଓ୍ବାମି ଲିଗ୍‌ ଚୁପ୍ପୁଙ୍କୁ ଦେଶର ଏହି ସର୍ବୋଚ୍ଚ ପଦବୀ ଲାଗି ମନୋନୀତ କରିଛି। ସାଧାରଣ ସମ୍ପାଦକ ଓବୈଦୁଲ କ୍ୱାଦେରଙ୍କ ନେତୃତ୍ୱରେ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ଫାଷ୍ଟ ବୋଲର ଜୟଦେବ ଉନାଦକତଙ୍କୁ ଦଳରୁ ରିଲିଜ୍‌ କରିଛି। ତେବେ…

ଥରିଲା ଆସାମ

ଗୁଆହାଟୀ,୧୨।୨: ଆସାମର ନାଗାଓଁ ଜିଲାରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ୪.୧୮ ସମୟରେ ଏହି ଭୂକମ୍ପ ଘଟିଛି।…

ଭାରତକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଓଭରରେ ଦୀପ୍ତି ଶର୍ମା ଜାଭେରିଆ ଖାନଙ୍କ ଉଇକେଟ୍‌ ନେଇଥିଲେ। ପାଇଥିଲେ।…

ଜମ୍ମୁ-କଶ୍ମୀରକୁ ଭଲ ପାଇବା ଆବଶ୍ୟକ,କିନ୍ତୁ ମିଳିଲା ଭାଜପାର ବୁଲଡୋଜର: ରାହୁଲ

ନୂଆଦିଲ୍ଲୀ,୧୨।୨: ଜମ୍ମୁ କଶ୍ମୀରରେ ଚାଲିଥିବା ଅନଧିକାର ପ୍ରବେଶ ବିରୋଧୀ ଅଭିଯାନକୁ ନେଇ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଟୁଇଟ୍‌ ଯୋଗେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ରୋଜଗାର, ବ୍ୟବସାୟ ଏବଂ ଭଲ ପାଇବା ଆବଶ୍ୟକ, କିନ୍ତୁ ତାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri