ସଞ୍ଜ ହେଲେ ଗାଁରେ ଭାଲୁ
ଆନନ୍ଦପୁର,୨୭।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଯାଇଛି। ସଞ୍ଜ ହେଲେ ପଲ ପଲ ହୋଇ ଭାଲୁ ଗଁାକୁ ପଶି ଆସୁଛନ୍ତି। ଫଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ…
ମନୀଷ ସିସୋଡିଆ ଗିରଫ ପରେ ଟୁଇଟର୍ ଡିପି ହଟାଇଲା ଏଏପି
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହୋଇଛନ୍ତି। ସିସୋଡିଆଙ୍କୁ ଗିରଫ ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଟୁଇଟର୍ ଡିପି ହଟାଇଦିଆଯାଇଛି। ଏହାସହ ଏଏପି ଏକ ଖବରଦାତା ସମ୍ମିଳନୀ କରି ଭାଜପାକୁ ଘେରିଛି। ଏଏପି…
ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଫଗାନିସ୍ତାନ ମହିଳା
କାବୁଲ,୧।୨: ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା କରିଥିଲା। ଏହାପରେ ଦେଶରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା। ମହିଳାଙ୍କୁ ପଢିବା ଏବଂ ଚାକିରି କରିବା ଉପରେ ରୋକ ଲଗାଇ ଦିଆଯାଇଥିଲା। ଏବେ ମହିଳା ମାନେ ନିଜ ଅଧିକାର ପାଇଁ…
ରାସ୍ତା କଡରେ ଚା’ ପିଇଲେ ଜର୍ମାନ ଚାନ୍ସସେଲର
ବେଙ୍ଗାଲୁରୁ,୨୬।୨: ଭାରତ ଗସ୍ତରେ ଥିବା ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ରବିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଛନ୍ତି। ସ୍କୋଲଜ ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ପୁରୁଷ ଏବଂ ମହିଳା ଖେଳାଳିଙ୍କ ସହ ପ୍ରାୟ ୧୫ ମିନିଟ କଥା…
ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍
କେପଟାଉନ୍,୨୬।୨: ଅଷ୍ଟ୍ରେଲିଆ ମହିଳା ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୦ ରନରେ ପରାସ୍ତ କରି ଷଷ୍ଠ ଥର ଟାଇଟଲ ଜିତଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ…
୬ ମାଓବାଦୀ ଗିରଫ
ନୂଆଦିଲ୍ଲୀ, ୨୬ା୨:ଝାଡ଼ଖଣ୍ଡର ସିଂଘଭୂମ୍ ଜିଲାରୁ ଜଣେ ଆତ୍ମଘୋଷିତ କମାଣ୍ଡରଙ୍କ ସମେତ ୬ ମାଓବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କେତେଜଣ ମାଓବାଦୀ ସେମାନଙ୍କ କମାଣ୍ଡରଙ୍କୁ ବିସ୍ଫୋରକ ଦେବାକୁ ଯାଉଥିବା ସୂଚନା ପାଇବା ପରେ ସେମାନଙ୍କୁ ଧରିବା…
ଦକ୍ଷିଣ ଆଫ୍ରିକାକୁ ୧୫୭ ରନ୍ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ
କେପଟାଉନ୍,୨୬।୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍ଟାଉନର ନ୍ୟୁଲାଣ୍ଡ୍ସରେ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୫୬ ରନ୍ ସଂଗ୍ରହ…
ଜେଲ୍ରେ ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ମଧ୍ୟରେ ସଂଘର୍ଷ: ୨ ମୃତ
ଅମୃତସର,୨୬।୨:ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ମନଦୀପ ସିଂ ତୋଫାନ, ମନମୋହନ ସିଂ ଏବଂ କେଶବ ଯାଦବଙ୍କ ମଧ୍ୟରେ ରବିବାର ତରନ ତାରନ ଜିଲାରେ ଥିବା ଗୋଇଣ୍ଡଓ୍ବାଲ ଜେଲରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨ ଗ୍ୟାଙ୍ଗଷ୍ଟରଙ୍କ…
ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ
ଅହମ୍ମଦାବାଦ,୨୬।୨: ସୁରଟରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ପକ୍ଷୀ ସହ ମାଡ଼ ହେବା କାରଣରୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ରବିବାର ସକାଳ ୮ଟାରେ ସୁରଟ ବିମାନବନ୍ଦରରୁ ବିମାନ ୬ଇ୬୪୬ ବାହାରିଥିଲା। ହେଲେ ସ୍ଥିତିକୁ ଦେଖି ଏହାକୁ ଅହମ୍ମଦାବାଦ…
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ
ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଛି। ସିସୋଡିଆ ରବିବାର ଏକ୍ସାଇଜ ପଲିସି ସ୍କାମରେ ସିବିଆଇ ଯାଞ୍ଚରେ ଯୋଗ ଦେଇଥିଲେ। ସେ ସକାଳ ୧୧.୧୦ରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ।…
ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିପାରେ ପ୍ରଭାବ, ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୨: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ମାର୍ଚ୍ଚ ମାସ। ପ୍ରତି ମାସରେ ଟଙ୍କା ସହ ଜଡ଼ିତ ନିୟମ ପରିବର୍ତ୍ତନ ହୋଇଥାଏ। ଏଥର ମଧ୍ୟ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ।…
‘ମୋ ବିରୋଧରେ ଗୋଟିଏ ଅଭିଯୋଗ ଆଣିଲେ, ମୁଁ ୧୦ ଭଲ କାମ କରିବି’
ମୁମ୍ବାଇ,୨୬।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ମୁମ୍ବାଇରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ସେ କହିଛନ୍ତି, ମୁମ୍ବାଇକୁ ସାଂଘାଇ ଭଳି ସ୍ବପ୍ନ ଦେଖିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ମହାନଗରକୁ ଏକ ଅନ୍ତର୍ଜାତୀୟ ସ୍ତରର ସହର…
Archives


