ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ
ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଭାରତ ଏକାଦଶରେ…
କଂଗ୍ରେସକୁ ବଡ଼ ଝଟ୍କା
ଚଣ୍ଡିଗଡ,୧୮।୧: ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଏଠାରେ ସିଦ୍ଧୁଙ୍କ ନିକଟତର ତଥା ଜଣେ ଶକ୍ତିଶାଳୀ ନେତା ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ରାହୁଲ ଗାନ୍ଧୀଙ୍କ…
ଏମିତି ମନ୍ଦିର, ଯେଉଁଠି କି ଜିନ୍ସ, ଟି-ଶର୍ଟ ପିନ୍ଧି ଯିବା ମନା
ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ…
ବ୍ୟାଟିଂ କରିବ ଭାରତ
ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ୧୦…
ତାମିଲନାଡୁର ନାମ ପରିବର୍ତ୍ତନ ପାଇଁ କେବେ ବି କହି ନାହିଁ, ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ…
ଚେନ୍ନାଇ,୧୮।୧ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କହିଛନ୍ତି ଯେ ସେ କେବେ ବି ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇନାହାଁନ୍ତି। ବୁଧବାର ସେ କହିଛନ୍ତି ଯେ ତମିଝଗମ ଉପରେ ତାଙ୍କର ମନ୍ତବ୍ୟ ଦେଇ ସେ ରାଜ୍ୟର ନାମ ପରିବର୍ତ୍ତନ…
ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…
ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି। ମୋହିନ୍ଦର ଗୋୟଲଙ୍କ ଅନୁଯାୟୀ ବାବା ସାହେବ ଆମ୍ବେଡକର ହସ୍ପିଟାଲରେ ନର୍ସିଂ ଇତ୍ୟାଦି ନିଯୁକ୍ତି ପାଇଁ…
ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନାର ଷଡ଼ଯନ୍ତ୍ର…
ନୂଆଦିଲ୍ଲୀ/ବେଜିଂ,୧୮।୧ : ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନ ୬୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଏକ ନଦୀ ବନ୍ଧ ନିର୍ମାଣ କରୁଛି। ୟାରଲୁଙ୍ଗ ଟାଙ୍ଗପୋ ନଦୀରେ ଏହା ନିର୍ମାଣ କରାଯାଉଛି। ଚାଇନା ନିର୍ମାଣ କରିବାକୁ…
ଦ୍ୱିତୀୟ ଥର ପାଇଁ ମା’ ହେବେ ଏଭଲିନ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ବମ୍ପର ଫଟୋ ଶେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଲେଖିଛନ୍ତି, ‘ତୁମକୁ କୋଳରେ ଧରିବାକୁ…
ବିବାହ ବିଚ୍ଛେଦ ଖୁସିରେ ପାର୍ଟି
ଲଣ୍ଡନ: ବିବାହ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ। ବିବାହର ବିଚ୍ଛେଦ ଦୁଃଖ ଦିଏ। ହେଲେ ଇଂଲଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ରବେକା ତାଙ୍କ ବିବାହ ବିଚ୍ଛେଦରେ ଖୁସି ହୋଇଥିବା ଦେଖିବାକୁ ମିଳିଛି। ରବେକାଙ୍କ ୬ ବର୍ଷ…
ଆଗ୍ରହ ଆଗରେ ହାର୍ ମାନିଛି ସମସ୍ୟା
ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିବେ ଯେ, ବୋଧହୁଏ ମହିଳା ଜଣକ ସ୍ବିଗୀର ଜଣେ ଡେଲିଭରି ଏଜେଣ୍ଟ।…
ବୈବାହିକ ବଳାତ୍କାର ମାମଲା: ପୁରୁଷ କମିଶନ କୋର୍ଟରେ…
ନୂଆଦିଲ୍ଲୀ,୧୮।୧ : ବୈବାହିକ ବଳାତ୍କାରକୁ ଅପରାଧ ଅଧୀନରେ ଆଣିବା ଦାବି ବିରୋଧରେ ପୁରୁଷ କମିଶନ ଟ୍ରଷ୍ଟ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏନେଇ ଏକ ହସ୍ତକ୍ଷେପ ଆବେଦନ କରାଯାଇଛି। ଏହି ଆବେଦନରେ ବୈବାହିକ ବଳାତ୍କାରର ଅପରାଧୀକରଣ ପାଇଁ ଦାବି କରୁଥିବା ଯୁକ୍ତିକୁ ବିରୋଧ…
ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ
ଭୁବନେଶ୍ୱର,୧୮।୧(ସ୍ପୋଟର୍ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୫ ଉଇକେଟ ହରାଇ ୨୨୨…
Archives


