Home

ରୁଷିଆ ଉପରେ ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୭ା୫: ୟୁକ୍ରେନ କ୍ରିମିଆ ଉପଦ୍ୱୀପ ଉପରେ ରାତିସାରା ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିଲା। ସେବାଷ୍ଟୋପୋଲ ବନ୍ଦରରେ ଲଞ୍ଚ ହୋଇଥିବା ୩ଟି ଡ୍ରୋନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ରବିବାର ଏନେଇ ରୁଷିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେବାଷ୍ଟୋପୋଲର ରାଜ୍ୟପାଳ…

‘ଉଦ୍ଧବ ଠାକରେ ସାପକୁ କ୍ଷୀର ପିଆଇଲେ’, ଭାଜପା ନେତା କହିଲେଏନସିପିରେ ସାମିଲ ହେବେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୫: ଭାଜପା ବିଧାୟକ ନିତେଶ ରାଣାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି କି ୧୦ ଜୁନ ପୂର୍ବରୁ ସଞ୍ଜୟ ରାଉତ ଏନସିପିରେ ସାମିଲ ହେବେ। ନୀତେଶ ରାଣେ କହିଛନ୍ତି, ଆଗାମି କିଛି ଦିନ ମଧ୍ୟରେ ମହାରାଷ୍ଟ୍ର…

କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ ଉପରେ…

କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ, ଅତିକମରେ ୯ ମୃତ

ଓ୍ବାଶିଂଟନ,୭।୫: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଘଟିଛି ଟେକ୍ସାସରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେକ୍ସାସର ଏକ ଶପିଂ ମଲରେ ଗୁଳିକାଣ୍ଡ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ କେତେଜଣ ଶିଶୁ ଓ…

କଂଗ୍ରେସକୁ ନୋଟିସ୍ ଯିବା ପରେ ନିର୍ବାଚନ ଆୟୋଗ ଉପରେ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୭।୫: କଂଗ୍ରେସ ଓ ଭାଜପା ମଧ୍ୟରେ ନିର୍ବାଚନୀ ପ୍ରସଙ୍ଗ, ହନୁମାନ ଏବଂ କେରଲା ଷ୍ଟୋରି ଇତ୍ୟାଦି ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଚାଲୁ ରହିଛି। ତେବେ ଏହା ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ନିର୍ବାଚନ ଆୟୋଗ ଉପରେ…

ରୁଷିଆ କ୍ଷେପଣାସ୍ତ୍ରକୁ ଖସାଇଲା ୟୁକ୍ରେନ୍‌

କିଭ୍‌,୭।୫: ରୁଷିଆର ହାଇପରସୋନିକ୍‌ ମିଶାଇଲକୁ ୟୁକ୍ରେନ୍‌ ବାୟୁସେନା ଖସାଇଦେଇଥିବା ଶନିବାର ଦାବି କରିଛି। ଆମେରିକାର ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ମସ୍କୋର ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାକୁ ସମର୍ଥ ହୋଇଛି। ୟୁକ୍ରେନ୍‌ ରାଜଧାନୀରେ ରୁଷିଆ ଗୁରୁବାର…

ବାଇଡେନ୍‌ଙ୍କ ନୀତି ଉପଦେଷ୍ଟା ନୀରା ଟଣ୍ଡେନ

ଓ୍ବାଶିଂଟନ, ୭।୫: ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡେନ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନର ଘରୋଇ ନୀତି ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ-ଆମେରିକୀୟ ପବ୍ଲିକ୍‌ ପଲିସି ବିଶେଷଜ୍ଞ ୫୨ ବର୍ଷୀୟା ଟଣ୍ଡେନ୍‌ ସୁସାନ ରାଇସ୍‌ଙ୍କ ସ୍ଥାନ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ର…

ମହିଳା ବିମାନଯାତ୍ରୀଙ୍କୁ ବିଛା କାମୁଡ଼ିଲା

ନୂଆଦିଲ୍ଲୀ,୭।୫: ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ିଥିଲା। ଗତ ମାସ ୨୩ ତାରିଖରେ ଏହି ବିରଳ ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବିମାନବନ୍ଦରରେ ବିମାନଟି ଅବତରଣ କରିବା ପରେ ଡାକ୍ତର…

କର୍ନାଟକ ନିର୍ବାଚନ: କଂଗ୍ରେସ ଆଗରେ

ନୂଆଦିଲ୍ଲୀ, ୭।୫: (ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଚୂଡ଼ାନ୍ତ ଜନମତ ସର୍ଭେ ଅନୁଯାୟୀ ଏବେ ବି କଂଗ୍ରେସ ଜିତିବା ସ୍ଥିତିରେ ରହିଛି। ତେବେ ଜୋର୍‌ଦାର ପ୍ରଚାର ଯୋଗୁ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ଥିବା…

‘ସେଫ୍‌ ସିଟି ଡ୍ରାଇଭ’ ଅଭିଯାନକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର ,୭ା୫(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତ ଏକ ଲେଡିଜ୍‌ ହଷ୍ଟେଲରେ ଶୁକ୍ରବାର ରାତିରେ କେତେଜଣ ଅସାମାଜିକ ଯୁବକ ଧସେଇ ପଶିବା ସହ ଜଣେ ଯୁବତୀଙ୍କୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ…

ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ

ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ ଚଳାଇଛନ୍ତି। ଖବର ସଂଗ୍ରହ କରିବାକୁ ବୁଧବାର ସାମ୍ବାଦିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?