Home

ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ଲଗାଉଛି ବିଜେଡି: ଭାଜପା

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଲୋକଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲ୍ଲଂଘନ କରୁଛି। ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିୟମ ଉଲ୍ଲଂଘନ…

ସକାଳୁ କ’ଣ କରିବା ଶୁଭ

କୁହାଯାଏ, ଯେଉଁଠାରେ ନକାରାତ୍ମକ ଊର୍ଜ୍ଜା ରହିଥାଏ, ସେଠାରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ କି ସେଠି କୌଣସି ଉନ୍ନତି ହୋଇ ନଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ଏମିତି କିଛି ସରଳ ଉପାୟ କୁହାଯାଇଛି, ଯାହାକୁ ପ୍ରତିଦିନ ସକାଳୁ ଉଠିବା…

ରାତିଅଧିଆ ପ୍ରଚାର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡି ଓ ଭାଜପା ପରସ୍ପର ବିରୋଧରେ ନିର୍ବାଚନ ଆଚରଣବିଧି ଭାଙ୍ଗିବା ନେଇ ଅଭିଯୋଗ କରୁଛନ୍ତି। ଭାଜପା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ନେଇ ବିଜେଡିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ…

ଦରମା ଟଙ୍କା ଘରକୁ ପଠାଇଥିଲି

କେନ୍ଦୁଝର ଜିଲା ତେଲକୋଇ ନିକଟସ୍ଥ ନୂଆଗାଁରେ ମୋର ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌.ଏ ପଢିବା ସମୟରେ ରେଳବାଇ ବିଭାଗରେ ଜୁନିୟର୍‌ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ ୧୯୮୯ରେ ଚାକିରିରେ ଯୋଗଦେଲି। ପ୍ରଥମ ମାସ ୧୩୫୦ ଟଙ୍କା…

ମହିଳାଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ,୭।୫: ଅନୁଗୋଳ ଜିଲାରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲାର ବନ୍ତଳା ତଲଗଡ ଅଞ୍ଚଳର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି…

‘ଢୋଲ ବାଜା ସହ ଫୁଲର ବର୍ଷା’… ବେଙ୍ଗାଲୁରୁରେ ମୋଦିଙ୍କ ୧୦ କିଲୋମିଟର ରୋଡ ଶୋ’ ଆରମ୍ଭ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ମେଗା ରୋଡ ଶୋ’ରେ ବାହାରିଛନ୍ତି। ଏହି ରୋଡ ଶୋ’ ସମୟରେ ମୋଦି…

ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କଲେ ସିଇଓ

ଭୁବନେଶ୍ୱର,୭।୫(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ଶନିବାର ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ…

ମେ’ ତୃତୀୟ ସପ୍ତାହରେ ମାଟ୍ରିକ, ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍‌ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି,…

୧୪୧ ଆସନ ଜିତିବ କଂଗ୍ରେସ: ଶିବକୁମାର

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୧ ଆସନ ଜିତିବ। ରାଜ୍ୟର ଜନସାଧାରଣ ଆମ ଦଳକୁ କ୍ଷମତାକୁ ଆଣିବେ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡିି କେ. ଶିବକୁମାର କହିଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିିଛନ୍ତି।…

ବକ୍ସାଇଟ୍‌ ଉତ୍ତୋଳନରେ ଓଡ଼ିଶାର ଅବଦାନ ୭୩%

ନୂଆଦିଲ୍ଲୀ, ୭।୫: ୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତରେ ବକ୍ସାଇଟ୍‌ ଉତ୍ପାଦନ ୧୦.୩୭ ପ୍ରତିଶତ ବୃ୍‌ଦ୍ଧି ପାଇ ୨୨.୪୯ ନିୟୁତ ଟନ୍‌ରେ ପହଞ୍ଚତ୍ଛି। ସେଥିରେ ଓଡ଼ିଶାର ଅବଦାନ ୭୩.୧୩ ପ୍ରତିଶତ ବୋଲି ଖଣି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନାଲ୍‌କୋ ୩୩.୧୨ ପ୍ରତିଶତ ବକ୍ସାଇଟ…

ଗଛ ବି ବଦଳାଇ ଦେବ ଭାଗ୍ୟ

ଘରେ ଶାନ୍ତି ଓ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥାନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି ବି କେତେକ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଧନବୃଦ୍ଧି ହେବା…

ହସ ବଇଦ

ନବରସ ମଧ୍ୟରୁ ହାସ୍ୟ ରସ ଅନ୍ୟତମ l ତେଣୁ ନିରସ ବିରସ ମନକୁ ହସ ରସରେ ସରସ କରିବାପାଇଁ, ହାସ୍ୟ ଲେଖକ ଓ କଳାକାରମାନଙ୍କର ଗୁରୁତ୍ୱ ସବୁବେଳେ ରହିଆସିଛି। ଏମାନେ ଯାବତୀୟ ଦୁଃଖ ଭିତରେ ରହିଲେ ବି, ବର୍ଷକ ବାରମାସ -ତିନିଶ’ପଞ୍ଚଷଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?