Home

ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି। ଏନ୍‌ଓସି…

୭ ୱିକେଟରେ ଜିତିଲା ଡିସି…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ୭ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି…

୫ ଗାଁକୁ ଖୋଲିବ ରାସ୍ତା

ରାଇକିଆ,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶର ପଞ୍ଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ୫ ଊଦ୍ଧର୍‌ବ ଗାଆଁକୁ ସଂଯୋଗ କରୁଥିବା ଏହି ଏହି ରାସ୍ତା ଉପରେ ପୋଲ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ…

ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ହୋଇଥିଲା ଭାରତ ଯୋଡୋ ଯାତ୍ରା: ସୋନିଆ…

ବେଙ୍ଗାଲୁରୁ,୬।୫ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶନିବାର ଶାସକ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ଭାରତ ଯୋଡୋ ଯାତ୍ରା କରାଯାଇଛି। ଏହାକୁ ନେଇ ଭାଜପା ସରକାର ବିଚଳିତ…

ଆଲପାଇନ ଆପର ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ଚିନ୍ତାରେ ସୁରକ୍ଷା ଏଜେନ୍ସି…

ଶ୍ରୀନଗର,୬।୫ : ସେନା ବିରୋଧରେ ଆତଙ୍କବାଦୀଙ୍କ ସବୁଠାରୁ ବଡ ଅପରେଶନ ଜମ୍ମୁ-କଶ୍ମୀରର ରାଜୌରୀରେ ଅବସ୍ଥିତ କାଣ୍ଡି ଅଞ୍ଚଳରେ ଚାଲିଛି। କିନ୍ତୁ ଏକ ଗୁପ୍ତ ସୂଚନା ଏବେ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ, ରାଜୌରୀ ଏବଂ ପୁଞ୍ଚରେ ସକ୍ରିୟ ଥିବା…

୨ ଜଣଙ୍କୁ ପଳାତକ ଘୋଷଣା କରି କାନ୍ଥରେ ନୋଟିସ୍‌ ମାରିଲା ପୋଲିସ

ଚିତ୍ରକୋଣ୍ଡା,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓ ଦୌରା ତଥା ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ବାରମ୍ବାର କୋର୍ଟ ନୋଟିସକୁ ଅବମାନନା କରି ଧାର୍ଯ୍ୟ ତାରିଖଗୁଡିକରେ ହାଜର ନ ହେବାରୁ ଦୁଇଜଣଙ୍କୁ ପଳାତକ ଘୋଷଣା କରାଯାଇଛି। ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଚିତ୍ରକୋଣ୍ଡା…

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ। ଟସ ଜିତି ଆରସିବି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ…

କରପ୍‌ଶନ ରେଟ କାର୍ଡ ନେଇ କଂଗ୍ରେସକୁ ଇସିଙ୍କ ନୋଟିସ, ରବିବାର ସନ୍ଧ୍ୟା ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍‌ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି। ଏହାର ଜବାବ ରବିବାର ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଇସି କଡ଼ା…

୫-ଟି ରୂପାନ୍ତରଣରେ ଝଲସିଲା ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ

ନିରାକାରପୁର,୬ା୫(ଡି.ଏନ୍‌.ଏ.): ଶନିବାର ଓଡ଼ିଶାରେ ୩୨୩ଟି ହାଇସ୍କୁଲର ୫-ଟି ରୂପାନ୍ତରଣରେ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାର ୬୨ଟି ସ୍କୁଲ ଏହି ଯୋଜନାରେ ସାମିଲ ହୋଇ ଉଦ୍‌ଘାଟିତ ହୋଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ପଞ୍ଚାୟତ ଭଗବତ ଦେବ ବିଦ୍ୟାପୀଠ ମଧ୍ୟ ଆଜି…

କାମ କରିବ ନି ମୋଦି ଫ୍ୟାକ୍ଟର, ୧୪୧ ଆସନ ଜିତିବ କଂଗ୍ରେସ: ଶିବକୁମାରଙ୍କ ଦୃଢ଼ୋକ୍ତି…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୧ ଆସନ ଜିତିବ। ରାଜ୍ୟର ଜନସାଧାରଣ ଦଳକୁ କ୍ଷମତାକୁ ଆଣିବେ ବୋଲି କଂଗ୍ରେସ ରାଜ୍ୟ ମୁଖ୍ୟ ଡି କେ ଶିବକୁମାର ଶନିବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଦଳ ଯାହା ନିଷ୍ପତ୍ତି…

ସୁନକଙ୍କୁ ଝଟକା, ୧୦୦୦ରୁ ଅଧିକ କାଉନସିଲର ପରାଜିତ…

ଲଣ୍ଡନ,୬।୫ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସ୍ଥାନୀୟ ପୌରପରିଷଦ ନିର୍ବାଚନରେ ଏକ ବଡ଼ ଝଟ୍‌କା ଲାଗିଛି। ସାରା ଦେଶରେ ଅନୁଷ୍ଠିତ ପୌରପରିଷଦ ନିର୍ବାଚନରେ ସୁନକଙ୍କ କଞ୍ଜରଭେଟିବ ପାର୍ଟି ୪୮ ଟି ପରିଷଦରେ ପରାସ୍ତ ହୋଇଛି। ଏଥିସହ ଦଳର ୧୦୦୦ ରୁ…

ପ୍ରତିଶ୍ରୁତି ଦୋହରାଇଲା ପାକିସ୍ତାନ

ଇସଲାମାବାଦ,୬ା୫: ଶନିବାର ପାକିସ୍ତାନ ଏବଂ ଚାଇନା ବୈଦେଶିକ ମନ୍ତ୍ରୀ କୋଟି କୋଟି ଡଲାର ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ଶୁକ୍ରବାର ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ସମାଲୋଚନା କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?