Home

୧୬% ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର

ନୂଆଦିଲ୍ଲୀ,୧୫।୬: ଦେଶରେ ମହିଳା ନିର୍ଯାତନାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ସଶକ୍ତୀକରଣ ପାଇଁ ଅନେକ ଯୋଜନା ଗଠନ ସତ୍ତ୍ୱେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିପାରି ନାହିଁ। ଆଜି ବି ଅନେକ ସ୍ଥାନରେ ମହିଳା…

ବିରୋଧୀ ଦମନ ପାଇଁ ଇଡି ଅସ୍ତ୍ର

ଚେନ୍ନାଇ/ନୂଆଦିଲ୍ଲୀ,୧୫ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ନାଟକ, ପଞ୍ଜାବ, କେରଳ, ରାଜସ୍ଥାନ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ସବୁଠି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୨୪ ଲୋକ…

କୋଲକାତା ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତା,୧୪।୬: କୋଲକାତା ବିମାନବନ୍ଦରର ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିିଛି। ବିମାନବନ୍ଦରର ସୁରକ୍ଷା ଯାଞ୍ଚ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦର ଧୂଆଁମୟ ହୋଇଯିବାରୁ ଯାତ୍ରୀଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ଏପରିକି ନିଆଁ ଲିଭାଇବା ପାଇଁ…

ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର ଅଦ୍ୟାବଧି ୪ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ…

ପହିଲି ରଜରେ ପିଠାପଣା ଖାଇଲେ, ନେଲେ ଦୋଳିର ମଜା

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିଠାରେ ରଜ ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ଆମ୍ବ ତୋଟାରେ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ସ୍ଥାନୀୟ ଯୁବତୀ, ଯୁବକ ତଥା ବୟସ୍କମାନେ ଏକାଠି ହୋଇ ଦୋଳି ଖେଳିବା ସହ ମଜା କରିଛନ୍ତି।…

ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ, ଆମେରିକାର ଏକ ଗବେଷଣା ସଂସ୍ଥା ଦେଲା ବଡ ଚେତାବନୀ

ଓ୍ବାଶିଂଟନ୍‌,୧୪।୬: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଖୁବ୍‌ ହାନିକାରକ। ଏହି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍‌ ଚୁଲା ବନ୍ଦ…

ବନ୍ଧୁକମୁନରେ ଗହଣା ଦୋକାନୀଙ୍କୁ ଲୁଟ୍‌

ମୋରଡ଼ା,୧୪ା୬(ସ୍ମାରକ ମାଝି): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଛକଠାରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତର ଅଢେଇକୁଲା ଗ୍ରାମର ସ୍ବପ୍ନେଶର ସିଂହ। ସ୍ବପ୍ନେଶ୍ୱର କୋଷ୍ଠା…

ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ହତ୍ୟା

ଲଣ୍ଡନ,୧୪ା୬: ଲଣ୍ଡନର ଓ୍ବେମ୍ବଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଲଣ୍ଡନରେ ଏହି ହାଇଦ୍ରାବାଦ ଯୁବତୀଙ୍କୁ ବ୍ରାଜିଲର ଜଣେ ଯୁବକ ଆକ୍ରମଣ ହୋଇଥିବା ଅଭିଯୋଗ…

୫୨ସପ୍ତାହରେ ରେକର୍ଡ ଛୁଇଁଲା ଟାଟା ଗ୍ରୁପର ଏହି ଶେୟାର

ନୂଆଦିଲ୍ଲୀ,୧୪।୬: ଟାଟା ଗ୍ରୁପର ଏଫ୍‌ଏମ୍‌ଜିସି କମ୍ପାନୀ ଟାଟା ଗ୍ରାହକ ଉତ୍ପାଦଗୁଡ଼ିକର ଶେୟାର ବୁଧବାର ୫ ପ୍ରତିଶତ ବୃଦ୍ଧି ପାଇ ୮୬୩.୮୦ ଟଙ୍କା ହୋଇଛି। କମ୍ପାନୀର ଶେୟାର ଏହି ୫୨ସପ୍ତାହରେ ରେକର୍ଡ ଛୁଇଁଛି। ଗତ ତିନି ମାସ ମଧ୍ୟରେ ଟାଟା ଗ୍ରାହକ ଉତ୍ପାଦଗୁଡ଼ିକର…

ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତି…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ଟେଷ୍ଟ ଟିମ୍‌ର କ୍ୟାପଟେନ୍‌ ହେବାକୁ ଚାହୁଁ ନ ଥଲେ ରୋହିତ ଶର୍ମା: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୬: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍‌ର ଫୁଲ୍‌ ଟାଇମ୍‌ କ୍ୟାପଟେନ୍‌ କରାଯାଇଥିଲା। କୋହଲି ପ୍ରଥମେ ହ୍ବାଇଟ୍‌ ବଲ୍‌ର ପୂର୍ବରୁ ଅଧିନାୟକତ୍ୱ ଛାଡିଥିଲେ। ପରେ ୨୦୨୨ରେ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ପରାଜୟ ଯୋଗୁ କୋହଲି…

ସୋରଡାରେ ଚୋର ଆତଙ୍କ

ସୋରଡା,୧୪।୬(ଲମ୍ବୋଦର ପାଣିଗ୍ରାହୀ ):ଖଜୁରୀପାଲି, କାଲମା, କେନ୍ଦୁପାଲି ଅଞ୍ଚଳରେ ଚୋର ଦଳ ସକ୍ରିୟ ଥିବା ବେଳେ ଗ୍ରାମାଞ୍ଚଳରେ ଚୋର ଆତଙ୍କ ଦେଖାଯାଇଛି। ରବିବାର ସକାଳେ ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ୩ ଯୁବକ ପଶି ବ୍ୟାଗ୍‌ କିଣିବା ବାହାନରେ ବନ୍ଧୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?