‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…
ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ ସବୁଠୁ ବଡ ଝଟକା ସେହି ଲିଙ୍ଗାୟତ ଆସନରେ ହୋଇଛି ଯାହା ରାଜ୍ୟର ସବୁଠାରୁ ବଡ…
ମହିଳା ବିଷ ପିଇ ମୃତ୍ୟୁ ଘଟଣା: ସ୍ବାମୀ କୋର୍ଟ ଚାଲାଣ
କୋକସରା,୧୩ା୫(ଡି.ଏନ୍.ଏ.): ବିଷ ପିଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ଝିଅଙ୍କ ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମଙ୍କ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର…
୭ ଓ୍ବିକେଟରେ ଜିତିଲା ଏଲଏସଜି…
ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ୭ ଓ୍ବିକେଟରେ ଜିତିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏଲଏସଜି ୧୯.୨ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରିଥିଲା। ଏଲଏସଜି…
ଟସ ଜିତିଲା ଡିସି ପ୍ରଥମେ ବୋଲିଂ…
ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଅଧିନାୟକ…
ଆମ୍ବ ତୋଳିବାକୁ ଯାଇଥିଲେ, ମାରିଦେଲା ଭାଲୁ
କେନ୍ଦୁଝର,୧୩ା୫(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ତିହାଡିପଶି ଗ୍ରାମ ଚାଷଜମି ନିକଟରେ ଶନିବାର ଏକ ବଣୁଆ ଭାଲୁ ଆକ୍ରମଣ କରିବାରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ମୃତକଙ୍କ ନାମ ବିଦ୍ୟାଧର…
ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…
ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି ସମାଜରେ ମୁଁ ବିଶ୍ୱାସ କରେ। ଗୋଟିଏ ହେଉଛି ମହିଳା ସମାଜ ଏବଂ ଅନ୍ୟଟି ହେଉଛି…
କର୍ନାଟକରେ ଭାଜପାକୁ ହରାଇବା ଆମର ପ୍ରଥମ ଲକ୍ଷ୍ୟ ଥିଲା: ଶରଦ ପାଓ୍ବାର…
ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଆମର ପ୍ରଥମ ଲକ୍ଷ୍ୟ କର୍ନାଟକରେ ଭାଜପାକୁ ପରାସ୍ତ କରିବା। ମୁଁ ଗତ ଆଠ-ଦଶ ଦିନ ଧରି ସାଧାରଣ ସଭାରେ…
ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର
ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ…
ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି କର୍ନାଟକବାସୀ: ମମତା…
କୋଲକାତା,୧୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଥମ ବିବୃତ୍ତି ଦେଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ପରିବର୍ତ୍ତନ ସପକ୍ଷରେ ନିର୍ଣ୍ଣାୟକ ଜନାଦେଶ ପାଇଁ କର୍ନାଟକବାସୀଙ୍କୁ ମୋର ନମସ୍କାର । ନିର୍ଦ୍ଦୟ…
ସ୍ବତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, କାରଣ ଜାଣିଲେ…
ନୂଆଦିଲ୍ଲୀ,୧୩ା୫: ଆଇପିଏଲ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଅତୁଳନୀୟ। ଗୁଜରାଟ ଦଳ ମୋଟ୍ ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ୮ଟି ମ୍ୟାଚ୍ ଜିତିଛି ଏବଂ ୪ଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ଗୁଜରାଟ ଟାଇଟନ୍ସ…
ଏବେ କର୍ନାଟକ ପରି ହେବ ମହାରାଷ୍ଟ୍ର ସ୍ଥିତି: ଆଦିତ୍ୟ ଠାକରେ…
ମୁମ୍ବାଇ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଏପରିସ୍ଥଳେ ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଠାକରେ ନେତା ଆଦିତ୍ୟ ଠାକରେଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଆଦିତ୍ୟ କହିଛନ୍ତି କର୍ନାଟକରେ କଂଗ୍ରେସ ଫେରିବା ପରି…
ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ…
ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏସଆରଏଚ ଟସ ଜିତତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Archives


