୩୧ ରନରେ ଜିତିଲା ପିବିକେଏସ …
ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୩୧ ରନରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୮ ୱିକେଟ ହରାଇ ୧୩୬ ରନ…
କେନ୍ଦ୍ରୀୟ ନେତାଙ୍କ ଉପରେ ଉଠିଲା ଅଙ୍ଗୁଳି, ଗୁଜରାଟ ମଡେଲ ଦାକ୍ଷିଣାତ୍ୟରେ ଚଳିବନି…
ବେଙ୍ଗାଲୁରୁ,୧୩।୫ : କର୍ନାଟକରେ ଭାଜପା ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟର ସମୀକ୍ଷା ପାଇଁ ଦଳ ଶୀଘ୍ର ଏକ କମିଟି ଗଠନ କରିବ। ଦଳର କେନ୍ଦ୍ରୀୟ ନେତାଙ୍କ ସହ କର୍ନାଟକର ଦୁଇ ପ୍ରମୁଖ ରାଜ୍ୟ ସ୍ତରୀୟ ନେତା ମଧ୍ୟ…
ବର୍ଷକରେ ୩ ରାଜ୍ୟରେ କ୍ଷମତା ହରାଇଲା ଭାଜପା , ଶାସିତ ରାଜ୍ୟ ସଂଖ୍ୟା ୧୫କୁ କମିଲା…
ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଭାରତୀୟ ଜନତା ପାର୍ଟି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବିହାର, ହିମାଚଳ ପ୍ରଦେଶ ପରେ ଏବେ କର୍ନାଟକରେ ମଧ୍ୟ ଭାଜପା କ୍ଷମତାକୁ ହଟାଇ ଦିଆଯାଇଛି। କଂଗ୍ରେସ ଏଠାରେ ଏକ ବଡ଼ ବିଜୟ…
ଝିରିପାଣିରେ କୁକୁର ମଡ଼କ
ବାଲିଗୁଡ଼ା,୧୩ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଗତ ସପ୍ତାହେ ହେଲା କୁକୁର ମଡ଼କ ଦେଖିବାକୁ ମିଳିଛି। ଏଭଳି କୁକୁର ମଡ଼କ ନେଇ ପଞ୍ଚାୟତବାସୀଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି। ମଣିଷମାନଙ୍କ ବିଶ୍ୱାସଯୋଗ୍ୟ ପ୍ରାଣୀ…
ବନ୍ଦ ଘରୁ ମିଳିଲା ୩ ମୃତଦେହ
ସମ୍ବଲପୁର,୧୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ୩ ଜଣଙ୍କର ମୃତଦେହ ମିଳିଛି। ମୃତକମାନେ ହେଲେ ମା ସଜିଆ ପରବୀନ (୩୨), ପୁଅ ଅବଦୁଲ…
ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…
ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ଅଧିନାୟକ…
୭ ଦିନ ହେଲା ପାଇପ୍ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା
ଗଞ୍ଜାମ,୧୩ା୫(ଡି.ଏନ୍.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି l ଏହି ଭଳି ପରିସ୍ଥିତିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ…
ଦ୍ୱନ୍ଦ୍ୱ ଦୂର କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱନ୍ଦ୍ୱ ଦୂର କରିଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ୍ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ।…
୧୨ ମନ୍ତ୍ରୀ ଧରାଶାୟୀ : ମଇଦାନରେ ଥିଲେ ୩୧…
ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ ନେଇଛି। ଏଥର ଭାଜପା ଏହାର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ସେମାନଙ୍କ ପାରମ୍ପାରିକ…
ଥାଇଲାଣ୍ଡରେ ଶେହନାଜ
ମୁମ୍ବାଇ: ନିକଟରେ ‘କିସି କା ଭାଇ ଭାଇ କିସି କି ଜାନ’ ଫିଲ୍ମରେ ଅଭିନେତ୍ରୀ ଶେହନାଜ ଗିଲ୍ଙ୍କୁ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ତାଙ୍କୁ ଥାଇଲାଣ୍ଡରେ ଦେଖିବାକୁ ମିଳିଛି। ସେ ଏକ ଡାଇନିଂ ଟେବୁଲ ଉପରେ ପିଜା…
ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଝାରସୁଗୁଡ଼ାରେ ବିଜେଡି ବିପୁଳ ଭୋଟ୍ରେ ବିଜୟ ଲାଭ କରିବା ପରେ ବିଜେଡି ବିଜୟ ଉତ୍ସବ ପାଳନ କରିଛି। ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି, ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ…
‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…
ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ ସବୁଠୁ ବଡ ଝଟକା ସେହି ଲିଙ୍ଗାୟତ ଆସନରେ ହୋଇଛି ଯାହା ରାଜ୍ୟର ସବୁଠାରୁ ବଡ…
Archives


